ରାଜନଗରରେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ, ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

ରାଜନଗର,୧୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ତ୍ରିନାଥ ବଜାରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଛି। ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିରୁ ମୁଣ୍ଡ କାଟି ନେଇଛନ୍ତି। ଏହା ଜଣାପଡ଼ିବା ପରେ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୨ରେ ରାଜନଗରର ତତ୍କାଳୀନ ବିଧାୟକଙ୍କ ଦ୍ୱାରା ବିଜୁ ସ୍ମୃତି ସଂସଦ ଘର ନିର୍ମାଣ କରାଯାଇ ବିଜୁବାବୁଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନରେ ୧୨ହଜାର ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୬ା୭-ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଯାଇଛି । ଗୁରୁବାର ରଥଯାତ୍ରା ଯୋଗୁ ସରକାରୀ କଲେଜଗୁଡ଼ିକ ଛୁଟି ଥିଲା। ଏଣୁ ନାମଲେଖା ବନ୍ଦ...

ନୂଆପଡ଼ା ଘାଟରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଛାତ୍ର: ୨ ଉଦ୍ଧାର; ଜଣଙ୍କର ପତ୍ତା ମିଳୁନି

ଢେଙ୍କାନାଳ ଅଫିସ, ୮।୫: ଢେଙ୍କାନାଳ ଜିଲା ସଦର ବ୍ଲକ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ରାଧାଦେଇପୁର ପଞ୍ଚାୟତର ବ୍ରାହ୍ମଣୀ ନଦୀର ନୂଆପଡ଼ା ଘାଟରେ ରବିବାର ମଧ୍ୟାହ୍ନରେ...

ନେଟ୍‌ଓ୍ବର୍କ ପାଇବାକୁ ନୟାନ୍ତ

ବଇଣ୍ଡା,୨୧ା୬: ପୂର୍ବରୁ କେବଳ ଯୋଗାଯୋଗର ମାଧ୍ୟମ ଥିବା ମୋବାଇଲ ଏବେ ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସ୍ମାର୍ଟ ତଥା ବ୍ୟସ୍ତ ଜୀବନର ତ ଏହା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ...

ଗ୍ୟାସ୍‌ଚୁଲାରେ ପୋଡ଼ି ମହିଳା ଗୁରୁତର

କୋକସରା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡ଼ା ଗ୍ରାମର ସୂର୍ଯ୍ୟକାନ୍ତି ମହାନ୍ତି (୬୫) ଗୁରୁବାର ଘରେ ରୋଷେଇ କରୁଥିବା ବେଳେ ରନ୍ଧନ ଗ୍ୟାସ୍‌...

ବିଜେଡି ହାତକୁ ଗଲା ବାଲେଶ୍ୱର ସଦର

ବାଲେଶ୍ୱର ଅଫିସ,୧୦।୧୧: ବାଲେଶ୍ୱର ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜୟୀ ହୋଇଛନ୍ତି। ଏବେ...

୧୫ରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱର, ୧୩।୫ (ବ୍ୟୁରୋ): ଆସନ୍ତା ୧୫ ତାରିଖ ସୋମବାରଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ପ୍ରକ୍ରିୟା...

ମନ୍ଦିରରେ ପୂଜକ କଲେ ବଳାତ୍କାର ଉଦ୍ୟମ

ପାଇକମାଲ,୩।୯(ଡି.ଏନ.ଏ): ବରଗଡ଼ ଜିଲା ପାଇକମାଲ ଦୁର୍ଗା ମନ୍ଦିର ପୂଜକ ଦିଗାମ୍ବର ଦେବତାଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆସିଛି। ଏତଲାକୁ ଭିତ୍ତି କରି ପୋଲିସ ଦଫା...

ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ବନ୍ତ,୨୭।୨(ସ୍ବ.ପ୍ର.): ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥର ବସନ୍ତିଆଠାରେ ଶନିବାର ଚାଷୀମାନେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ବସନ୍ତିଆ ସମବାୟ ସମିତିରେ ବିକ୍ରି ଧାନ...

Advertisement
Archives

Model This Week