ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ର ଟ୍ରେଲର ରିଲିଜ, ବୋଲ୍ଡ ଭୂମିକାରେ ନଜର ଆସିଲେ ଦିବ୍ୟା-ବରୁଣ

ବମ୍ବେ: ରିଲିଜ୍‌ ହୋଇଛି ଓ୍ବେବ୍‌ ସିରିଜ୍‌ ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌-୨ର ଟ୍ରେଲର। ୨.୫୧ ମିନିଟ୍‌ର ଏହି ଟ୍ରେଲର୍‌ରେ ସସ୍‌ପେକ୍ସ, ଆକ୍ସନ, ଥ୍ରିଲ୍‌, ବୋଲ୍ଡନେସ୍‌ ଏବଂ ହରର୍‌ ଆଦି ଭରପୂର ରହିଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ଏହାକୁ ସାତ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି। ଡିସେମ୍ବର ୧୮ରେ ଓ୍ବେବ୍‌ ସିରିଜ୍‌ଟି ଜି-୫ରେ ରିଲିଜ କରାଯିବ। ଏଥିରେ ସନି ଲିଓନ, ଦିବ୍ୟା ଅଗ୍ରଓ୍ବାଲ, ବରୁଣ ସୁଡ ପ୍ରମୁଖ ନଜର ଆସିବେ।

କାହାଣୀଟି ଜଣେ ସ୍ନାତକ ଶେଷ ବର୍ଷର ଛାତ୍ରୀ ରାଗିଣୀ(ଦିବ୍ୟା)ଙ୍କ ଜୀବନକାହାଣୀ ଉପରେ ଗତିଶୀଳ। ଏକଦା ସେ ବନ୍ଧୁ ବର୍ଷାଙ୍କ ପାଇଁ ବ୍ୟାଚ୍‌ଲର ପାର୍ଟିର ବନ୍ଦୋବସ୍ତ କରୁଛନ୍ତି। ନିଜର ଅନ୍ୟସାଙ୍ଗମାନଙ୍କ ସହ ସେ ଏକ ଟ୍ରିପ୍‌ରେ ଯାଉଛନ୍ତି। ସେଠାରେ ପୂର୍ବରୁ କିଛି ପୁଅ ଅଛନ୍ତି। ପରେ ସମସ୍ତେ ଏକ ହୋଟେଲ ଯାଉଛନ୍ତି। ଏହାପରେ ସେମାନଙ୍କ ଜୀବନରେ କି ପରିବର୍ତ୍ତନ ଆସୁଛି ତାହା ଓ୍ବେବ୍‌ସିରିଜ୍‌ରେ ଦେଖିବାକୁ ମିଳିବ। ହୋଟେଲ ମାଲିକ ଭୂମିକାରେ ବରୁଣ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧୁଙ୍କ ଭଳି ମାରିଦେବାକୁ ମନୁଙ୍କୁ ମିଳିଛି ଧମକ, ୧୦ ଲକ୍ଷ ନ ଦେଲେ…

ବମ୍ବେ: ‘ବିଗ ବସ-୧୦’ ପ୍ରତିଯୋଗୀ ମନୁ ପଞ୍ଜାବୀଙ୍କୁ ହତ୍ୟା ଧମକ। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଭଳି ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ମିଳିଛି।...

ଫଟୋଶୁଟକୁ ନେଇ ଚର୍ଚ୍ଚାରେ କାଜଲ

ମୁମ୍ବାଇ: ନାୟିକା କାଜଲ ଅଗ୍ରୱାଲ ଏବେ ଗର୍ଭବତୀ । ଏହି ଖବର ସେ କିଛିଦିନ ପୂର୍ବରୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ସେ...

ସଞ୍ଜୟ ଦତ୍ତଙ୍କ ଯୋଗୁ ସ୍କୁଲର ଝିଅମାନଙ୍କର ହିରୋ ପାଲଟିଯାଇଥିଲେ ଏହି ଅଭିନେତା; ନିଜକୁ ଭାବୁଥିଲେ…

ବମ୍ବେ: ପିଲାଟିବେଳୁ ସଞ୍ଜୟ ଦତ୍ତଙ୍କ ବଡ଼ ପ୍ରଶଂସକ ଥିଲେ ବିବେକ ଓବରୟ। ସେତେବେଳେ ଗୋଟିଏ ଘଟଣା ପାଇଁ ସ୍କୁଲରେ ସେ ଝିଅମାନଙ୍କ ହିରୋ ପାଲଟିଯାଇଥିଲେ। ନିକଟରେ...

ଆଉ ଏକ ରେକର୍ଡ କଲେ ପ୍ରିୟଙ୍କା: ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଫଲୋଅର୍ସ

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହନ୍ତି, ହଲିଉଡ୍‌ରେ ମଧ୍ୟ ବେଶ୍‌ ଲୋକପ୍ରିୟ। ଏବେ ତାଙ୍କୁ ଆଉ ଏକ ସଫଳତା ମିଳିଛି। ସୋସିଆଲ...

ସଲମାନଙ୍କ ସହ ପୁରୁଣା ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିବ୍ୟା ଦତ୍ତ ସଲମାନ ଖାନଙ୍କ ସହ ନିଜର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ଦିବ୍ୟା...

ସଙ୍ଗିତ ପୂର୍ବରୁ ଭାଇରାଲ ହେଲା କିଆରା-ସିଦ୍ଧାର୍ଥଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ କପଲ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନି ୭ ଫେବୃୟାରୀରେ ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି, ଯାହା ଦେଶର...

ହୃଦୟ ଜିତିଲେ ଧନୁଷ

ହଲିଉଡରେ ଅନେକ ବ୍ଲକବଷ୍ଟର ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଆନ୍ଥୋନୀ ଏବଂ ଜୋ ରୁଷୋ ଏବେ ଆଗାମୀ ଫିଲ୍ମ ‘ଦି ଗ୍ରେ ମ୍ୟାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି।...

ବିବାହ ପୂର୍ବରୁ ଫାଷ୍ଟ ଲୁକ୍ ଶେୟାର କଲେ କାଜଲ

ମୁମ୍ବାଇ: ବଲିଉଡ୍ ନାୟିକା କାଜଲ ଅଗ୍ରୱାଲ ୩୦ ଅକ୍ଟୋବରରେ ବିବାହ ବେଦୀରେ ବସିବାକୁ ଯାଉଛନ୍ତି । ସେ ତାଙ୍କର ଲଙ୍ଗ ଟର୍ମ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ...

Advertisement
Archives

Model This Week