ରଥ ଆଶା ଛାଡ଼ିଲେ ମହାରଣା ସେବକ

ପୁରୀ ଅଫିସ, ୬।୫: କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ଅନୁକୂଳ ପରଠାରୁ ଇତିମଧ୍ୟରେ ୧୧ ଦିନ ବିତିଗଲାଣି। ହେଲେ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ରଥ ନିର୍ମାଣ ନେଇ ମହାରଣା ସେବକଙ୍କ ପାଖକୁ କୌଣସି ନିର୍ଦ୍ଦେଶ ଆସି ନ ଥିବା ବେଳେ ଏ ବର୍ଷ ରଥ ଆଶା ସମ୍ପୂର୍ଣ୍ଣ ଛାଡ଼ିଦେଇଛୁ ବୋଲି କହିଛନ୍ତି ନଦୀଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର। ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବାକଥା। ବୁଧବାର ନୃଶିଂହ ଚତୁର୍ଦ୍ଦଶୀରେ କୋଣ ଭୂଜ ଅନୁକୁଳ ହୋଇଥାନ୍ତା। ହେଲେ ଏହା ସମ୍ଭବ ହୋଇପାରି ନାହିଁ। ବିଦ୍ଧିବିଧାନ ଅନୁସାରେ ଆଉ କାମ ହୋଇପାରିବ ନାହିଁ। ଏ ବର୍ଷ ବୋଧେ ଆଉ ରଥ ହୋଇପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସେବକ ମହାପାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୧୬ା୭: ବଲାଙ୍ଗୀର ସହର ସାଲେପାଲିଠାରେ ଥିବା ପ୍ୟାକ୍ସ ସମ୍ପାଦକ ମସୁଦ ମହମ୍ମଦଙ୍କ ଘରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ...

କୁଲାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ୮ ଶ୍ରେଣୀକୁ ୩ ଗୃହ

ବଅଁରପାଳ, ୬।୭(ଡି.ଏନ୍‌.ଏ) – ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଥିବା କୁଲାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଦିନ ହେଲା ସମସ୍ୟା ଘେରରେ...

ମରାମତି ଅପେକ୍ଷାରେ ଖଣ୍ଡିତର-ରାଜଘାଟ ନଦୀବନ୍ଧ:୭.୮୬ କୋଟି ଟଙ୍କା ବ୍ୟୟବରାଦ

ରସୁଲପୁର,୩୦-୧୦(ଡିଏନଏ)- ରସୁଲପୁର ବ୍ଲକ ଖଣ୍ଡିତର ଓ ଯାଜପୁର ବ୍ଲକ ଅଧୀନ ରାଜଘାଟ ଖରସ୍ରୋତା ନଦୀର ଡାହାଣପାର୍ଶ୍ୱ ୧୫-ବି ବନ୍ଧ ମରାମତି, ପ୍ରଶସ୍ତୀକରଣ, ଆବଶ୍ୟକ ସ୍ଥଳେ ଜନବସତିକୁ...

କାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍‌ ଲାଇନ୍‌ ପାଇପ୍‌: ୨ ଶ୍ରମିକ ମୃତ, ୩ ଆହତ

ନୟାଗଡ଼ ଅଫିସ,୪।୨: ନୟାଗଡ଼ ଜିଲା ସୁନାନଟି ବ୍ରିଜ ନିକଟରେ ଶନିବାର ଗ୍ୟାସ ଲାଇନ୍‌ ପାଇପ୍‌ ଫାଟିଛି। ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩...

ଭାଜପା ହିଁ ସୁନାର ବଙ୍ଗଳା କରିପାରିବ: ଧର୍ମେନ୍ଦ୍ର

ଭୁବନେଶ୍ୱର,୬।୪(ବ୍ୟୁରୋ): ଭାଜପା ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ବିକାଶ କରିବା ସହ ସୁନାର ବଙ୍ଗଳା ନିର୍ମାଣ କରିପାରିବ ବୋଲି ସୋମବାର ପାନିହାଟ ସମେତ...

ଭିତରକନିକା ଜୀବଜନ୍ତୁ ପ୍ରତି ବଢୁଛି ବିପଦ

କେନ୍ଦ୍ରାପଡ଼ା ଅଫିସ, ୮।୧୧: ମହିଳା ଓ ଶିଶୁ ବିକାଶ ବିଭାଗର ରାଜ୍ୟ ଏବଂ କେନ୍ଦ୍ରାପଡ଼ା ଜିଲାର ଏକ ଟିମ୍‌ ଗତ ବୁଧବାର ଡାଙ୍ଗମାଳକୁ ଯାଇଥିଲେ। ସେଠାରେ...

ସ୍ତ୍ରୀ, ପ୍ରେମିକ ଜେଲ ଗଲେ

ରାଜକନିକା,୨୯ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଭାମଣ୍ଡା ଗ୍ରାମର ନୃସିଂହନାଥ ମନ୍ଦିର ପୂଜକ ରଙ୍ଗାଧର ଦାଶଙ୍କ ମୃତଦେହ ମିଳିବାର ୬ ଦିନ ପରେ ରାଜକନିକା ଥାନା...

କରୋନା ବଦଳାଇ ଦେଲା ଜୀବିକା: ପାନ ବିକୁଛନ୍ତି ଯାତ୍ରା କମେଡିଆନ୍‌

ଭଣ୍ଡାରିପୋଖରୀ, ୨୦ା୮(ଦେବେନ୍ଦ୍ର ଆନ୍ଦିଆ)- କରୋନା ଛଡ଼ାଇ ନେଇଛି ଜୀବନ ଜୀବିକା। କାଲି ଯିଏ ମଞ୍ଚରେ ହସାଇ ଦର୍ଶକଙ୍କୁ ବେଦମ କରୁଥିଲେ, ସେ ଆଜି ରାଜପଥ ପାର୍ଶ୍ୱରେ...

Advertisement
Archives

Model This Week