ଯେଉଁଠି ଭଗବାନ ଶିବଙ୍କ ଗୋଡ଼ ଆଙ୍ଗୁଠି ପୂଜା କରାଯାଏ

ରାଜସ୍ଥାନରେ ଏପରି ଏକ ମନ୍ଦିର ରହିଛି, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେକୌଣସି ଶିବ ମନ୍ଦିରରେ ଶିବଙ୍କ ଲିଙ୍ଗ କିମ୍ବା ମୂର୍ତ୍ତି ପୂଜା ପାଉଥିଲାବେଳେ ରାଜସ୍ଥାନ ମାଉଣ୍ଟଆବୁର ଅଚଳଗଡରେ ଥିବା ‘ଅଚଳେଶ୍ୱର ମହାଦେବ’ଙ୍କ ମନ୍ଦିରରେ ଶିବଙ୍କ ଗୋଡ ଆଙ୍କୁଠି ପୂଜା କରାଯାଏ। କୁହାଯାଏ, ଶିବଙ୍କ ଆଙ୍ଗୁଠି ଯୋଗୁ ଏଠାରେ ଏକ ପର୍ବତ ଟେକି ହୋଇ ରହିଛି। ଯେଉଁଦିନ ଏଠାରୁ ଶିବଙ୍କ ଆଙ୍ଗୁଠି ଅନ୍ତର୍ଦ୍ଧାନ ହୋଇଯିବ ସେବେ ଏହି ପର୍ବତ ମଧ୍ୟ ନଷ୍ଟ ହୋଇଯିବ। ଶିବଙ୍କ ଆଙ୍ଗୁଠି ତଳେ ଏକ ପ୍ରାକୃତିକ କୁଣ୍ଡ ରହିଛି। ଏହି କଣ୍ଡରେ ଯେତେ ପାଣି ଢଳା ଗଳେ ମଧ୍ୟ ଏହା କେବେ ପୂରଣ ହୁଏ ନାହିଁ। ଏଥିରେ ଢଳା ଯାଉଥିବା ପାଣି କୁଆଡେ ଯାଏ ତାହା ଆଜିବି ରହସ୍ୟ ଘେରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧ ପରେ ବଦଳିଲା ସ୍ୱର!

ନୋଏଡା,୧୫ ।୮: ନୋଏଡାରେ ‘ଗାଳିବାଜ’ ଶ୍ରୀକାନ୍ତ ତ୍ୟାଗୀଙ୍କ ସହ ଜଡିତ ମାମଲା ଥମିବାର ନାଁ ନେଉନି । ସହରର ତ୍ୟାଗୀ ସମାଜ ଶ୍ରୀକାନ୍ତଙ୍କ ସପକ୍ଷରେ ଆସିଥିବା...

ବ୍ୟକ୍ତିଗତ ସ୍ବତନ୍ତ୍ରତା ମାମଲାରେ ଅତ୍ୟାବଶ୍ୟକ ଭାବନା ସହିତ ନିଷ୍ପତ୍ତି ନେବା ଜରୁରୀ: ସିଜେଆଇ…

ନୂଆଦିଲ୍ଲୀ,୩୧।୧୨ : ବିଚାରଧୀନ ମାମଲା ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ବ୍ୟକ୍ତିଗତ ସ୍ବତନ୍ତ୍ରତା ମାମଲାରେ ଅତ୍ୟାବଶ୍ୟକ ଭାବନା ସହିତ ନିଷ୍ପତ୍ତି...

୪୧ ପ୍ରାର୍ଥୀ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ

ନୂଆଦିଲ୍ଲୀ,୪।୬: ରାଜ୍ୟ ସଭା ପାଇଁ ୪୧ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ କରାଯାଇଛି। ଏଥିରେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ଏବଂ ରାଜୀବ ଶୁକ୍ଲା, ଭାଜପାର...

କସାରି ମସାରିରେ ଅତିକ-ଅଶ୍ରଫଙ୍କୁ ଦିଆଗଲା କବର

ଲକ୍ଷ୍ନୌ,୧୬।୩: ମାଫିଆ ତଥା ବିଧାୟକ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫଙ୍କୁ ରବିବାର କସାରି ମସାରି କବରସ୍ତାନରେ କବର ଦିଆଯାଇଛି। ପ୍ରୟାଗରାଜର ଏକ ହସ୍ପିଟାଲରେ...

କରୋନା ସଚେତନତା ପାଇଁ ନିଜ ଘୋଡ଼ାକୁ ଭାଇରସ ଭଳି ରଙ୍ଗେଇଲେ ପୋଲିସ

କୁର୍ନୁଲ,୩୧।୩: କରୋନା ଭାଇରସର ସଂକ୍ରମଣରୁ ବଞ୍ଚିବାକୁ ସାରା ବିଶ୍ୱ ସଂଘର୍ଷ କରୁଥିବା ବେଳେ ସରକାରୀ ସ୍ତରରେ ଏହାକୁ ନେଇ ଆମ ଦେଶରେ ମଧ୍ୟ ସଚେତନତା ସୃଷ୍ଟି...

କରୋନା ରିପୋର୍ଟ ଆସିବାର ୪୮ଘଣ୍ଟା ମଧ୍ୟରେ ପହଞ୍ଚିବାକୁ ପଡ଼ିବ ମା’ଙ୍କ ମନ୍ଦିରରେ

ଜମ୍ମୁ,୨୪।୮: ଜମ୍ମୁର କଟରାରେ ଥିବା ମା’ ବୈଷ୍ଣୋଦେବୀଙ୍କ ଯାତ୍ରା ଅଗଷ୍ଟ ୧୬ରୁ ଆରମ୍ଭ ହୋଇଛି। କରୋନା କାଳରେ ଯାତ୍ରା କରୁଥିବା କେତେକ ଲୋକ ସଂକ୍ରମିତ ଚିହ୍ନଟ...

ବନ୍ଧୁତାର ନିଆରା ଉଦାହରଣ: ଜଣଙ୍କ ଜଳନ୍ତା ଚିତାକୁ ଡେଇଁଲେ ଅନ୍ୟ ଜଣେ…

ଫିରୋଜାବାଦ,୨୯।୫ : ଏ ଦୋସ୍ତି ହମ ନେହିଁ ତୋଡଙ୍ଗେ…ଗୀତଟି ବଲିଉଡର ବ୍ଲକବଷ୍ଟର ଚଳଚ୍ଚିତ୍ର ଶୋଲେର। ଏହି ଗୀତରେ ଦୁଇ ସାଙ୍ଗଙ୍କ ବନ୍ଧୁତା ଦର୍ଶାଯାଇଛି। ଚଳଚ୍ଚିତ୍ରରେ ଥିବା...

ଜେଲରୁ ମୁକୁଳିବା ପରେ ପୋଲିସଙ୍କୁ ମିଠା ବାଣ୍ଟିଲେ ଭାଜପା ବିଧାୟକ

ଇନ୍ଦୋର,୩୦।୬: ଭାଜପା ବିଧାୟକ ଆକାଶ ବିଜୟଭର୍ଗିୟ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ କର୍ମୀମାନେ ଫୁଲମାଳ ଦେଇ ପାଛୋଟି ନେଇଯାଇଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି...

Advertisement
Archives

Model This Week