ଯୁକ୍ରେନ୍‌କୁ ୪୦୫ କୋଟି ସହାୟତା

ଓ୍ବାଶିଂଟନ୍‌, ୨୮ା୨: ୟୁକ୍ରେନ୍‌କୁ ମାନବୀୟ ସହାୟତା ନିମନ୍ତେ ଆମେରିକା ୫୪ ମିଲିୟନ ଡଲାର (ପ୍ରାୟ ୪୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ପ୍ରଦାନ କରିବାକୁ ଘୋଷଣା କରିଛି। ଏହି ଅର୍ଥରେ ୟୁକ୍ରେନ୍‌ବାସୀଙ୍କ ପାଇଁ ଖାଦ୍ୟ, ପାନୀୟ, ଆଶ୍ରୟସ୍ଥଳ, ଜରୁରୀ ସ୍ବାସ୍ଥ୍ୟସେବା, ଶୀତବସ୍ତ୍ର ଓ ପୋଷାକ ଆଦି ଯୋଗାଇ ଦିଆଯିବ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ଏହା ପୂର୍ବରୁ ୟୁକ୍ରେନ୍‌କୁ ୩୫୦ ମିଲିୟନ ଡଲାରର ସାମରିକ ସହାୟତା ଯୋଗାଣ ନିମନ୍ତେ ବ୍ଲିଙ୍କେନ୍‌ ଘୋଷଣା କରିଥିଲେ। ତୃତୀୟ ପ୍ୟାକେଜ ସହାୟତାରେ ୟୁକ୍ରେନ୍‌କୁ ଘାତକ ପ୍ରତିରକ୍ଷା ସାମଗ୍ରୀ ଯୋଗାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ବୋରିସ୍‌ଙ୍କ ସଙ୍କଟ

ଲଣ୍ଡନ,୭ା୭: ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ଙ୍କ ପରେ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଶିଶୁ ଓ...

ଟିଭି କିଣି ଆସିଥିବା ଲୋକଙ୍କ ଭିଡ଼କୁ ଦେଖି ଶେଷରେ ପୋଲିସ ଡାକିଲେ ମାଲିକ

ଯଦି କୌଣସି ବ୍ରାଣ୍ଡର ଦାମିକିଆ ଟିଭି ଶସ୍ତାରେ ମିଳିଯାଏ, ତେବେ କେହି ତାକୁ ହାତଛଡ଼ା କରିବାକୁ ଚାହିଁବେନି। ଆହୁରି ଗୋଟିଏ ଜାଗାରେ ୪-୪ଟି ଟିଭି କିଣିବେ।...

ହଣ୍ଡୁରାସରେ ବିମାନ ଦୁର୍ଘଟଣା : ୫ ମୃତ

ଟେଗୁସିଗାଲପା,୧୯।୫: ହଣ୍ଡୁରାସ ଦ୍ୱୀପ ନିକଟରେ ଏକ ବଡ ବିମାନ ଦୁର୍ଘଟଣା ହୋଇଛି। ଶନିବାର ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୪ଜଣ କାନାଡା ଓ ଜଣେ...

ସିରିଆରେ ଆତଙ୍କବାଦୀ ଆକ୍ରମଣ, ୧୧ ମୃତ

ଦାମାସକସ୍‌,୧୨।୨: କେନ୍ଦ୍ରୀୟ ସିରିଆରେ ଆତଙ୍କବାଦୀ ଆକ୍ରମଣ। ଏଥିରେ ଅତି କମ୍‌ରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମଣ ପଛରେ ଆଇଏସ୍‌ଆଇଏସ୍‌ର ହାତ...

କଟକଣାକୁ ଖାତିର ନାହିଁ, କିମ୍‌ ଆଣବିକ ପରୀକ୍ଷଣ ପାଇଁ ପୁଣି ପ୍ରସ୍ତୁତ…

ପୋୟଙ୍ଗୟାଙ୍ଗ, ୬।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ମଧ୍ୟ ଉତ୍ତେଜନାମୂଳକ କାର୍ଯ୍ୟ...

ଜହ୍ନମାମୁର କଳଙ୍କ ପାଇଁ ଓଲିଭାଇନ୍‌ ଏବଂ କ୍ୟାଲସିୟମ୍‌ ଦାୟୀ

ବେଜିଂ,୧୬।୫: ଜହ୍ନରେ ଦେଖାଯାଉଥିବା କଳା କଳା ଅଂଶକୁ କେହି କେହି କଳଙ୍କ ବୋଲି କହିଥାନ୍ତି। ତେବେ ଏହା କିପରି ସୃଷ୍ଟି ହୋଇଛି ତାହାର ଉତ୍ତର ଏବେ...

ନିଜ ଦେଶରେ ହେଉଥିବା ବର୍ଣ୍ଣବୈଷମ୍ୟ ପ୍ରଦର୍ଶନକୁ ଭୁଲିଲା ଆମେରିକା: ଭାରତର ଧାର୍ମିକ ସ୍ବାଧୀନତା ନେଇ ଚିନ୍ତା ପ୍ରକାଶ କଲା

ଓ୍ବାଶିଂଟନ, ୧୧।୬: ଆମେରିକାର ପରାମର୍ଶ ଦେବା ପଣିଆ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଦେଶରେ ବର୍ଣ୍ଣବୈଷମ୍ୟ ପ୍ରଦର୍ଶନ ଜାରି ରହିଥିବାବେଳେ ଆମେରିକା ଏହି...

ଆମେରିକାରେ ବଢୁଛି କରୋନା ଭାଇରସ ମୃତକଙ୍କ ସଂଖ୍ୟା

ଓ୍ବାଶିଂଟନ,୩।୩: କରୋନା ଭାଇରସ ଏବେ ବିଶ୍ୱବାସୀଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହା ପାଖାପାଖି ୬୦ ଦେଶକୁ ବ୍ୟାପି ସାରିଲାଣି। ବିଶ୍ୱର ଶକ୍ତିଶାଳୀ ଦେଶ...

Advertisement
Archives

Model This Week