ମେଦବହୁଳତା ସମସ୍ୟା ନେଇ ଚିନ୍ତିତ କି ? ଖାଆନ୍ତୁ ଏହି ୫ ଫଳ

ପରିବର୍ତ୍ତିତ ଜୀବନଶୈଳୀ ମେଦବହୁଳତାର ମୁଖ୍ୟ କାରଣ। ଛୋଟରୁ ବଡ଼ ପ୍ରାୟ ସମସ୍ତେ ଏହାର ଶିକାର ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ଲାଗି ନିଜ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଅନେକ ସମୟରେ ଫଳରେ ସୁଗାର ରହିଥିବା ଯୋଗୁ ଏହା ଓଜନ ବଢ଼ାଇବ ଭାବି ଲୋକେ ତାହା ଖାଇ ନ ଥାନ୍ତି। ମାତ୍ର ଏପରି କରିବା ଉଚିତ ନୁହେଁ। କାରଣ ଏଥିରେ ବିଭିନ୍ନ ପୋଷକତତ୍ତ୍ୱ ରହିଥାଏ ଯାହା ଶରୀର ପାଇଁ ଆବଶ୍ୟକ। ତେବେ ଏପରି କିଛି ଫଳ ରହିଛି ଯାହା ଓଜନ୍‌ କମ୍‌ କରିବାରେ ସହାୟକ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…..

ଷ୍ଟ୍ରବେରୀ ବା ଲିଚୁ : ଓଜନ୍‌ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଷ୍ଟ୍ରବେରୀ ବା ଲିଚୁ ବହୁ ଉପକାରୀ। ୟୁଏସ୍‌ଡିଏ ଅଫ୍‌ ଏଗ୍ରିକକଲ୍‌ଚର ତଥ୍ୟ ଅନୁଯାୟୀ, ୧୦୦ ଗ୍ରାମ୍‌ ଷ୍ଟ୍ରବେରୀରେ ୮ ଗ୍ରାମ କାର୍ବୋହାଇଡ୍ରେଟ୍‌ ରହିଥାଏ। ଯାହା ଓଜନ୍‌ କମ୍‌ କରିବାରେ ସାହାଯ୍ୟ କରିଥାଏ

ତରଭୁଜ: ଓଜନ୍‌ କମ୍‌ କରିବାରେ ତରଭୁଜ ମଧ୍ୟ ଉପକାରୀ ହୋଇଥାଏ। ଏଥିରେ କମ୍‌ କ୍ୟାଲୋରୀ ଥାଏ। ୟୁଏସ୍‌ଡିଏ ଅନୁଯାୟୀ, ୧୦୦ ଗ୍ରାମ୍‌ ତରଭୁଜରେ ୮ ଗ୍ରାମ କାର୍ବୋହାଇଡ୍ରେଟ୍‌ ରହିଥାଏ। ଯାହା ଓଜନ୍‌ କମ୍‌ କରିଥାଏ।

ଜାମୁକୋଳି: ଏହା ମଧ୍ୟ ଓଜନ କମ୍‌ କରିଥାଏ। ମାତ୍ର ଏହାକୁ ଖାଇବା ବେଳେ ଧ୍ୟାନ ଦେବେ ଯେପରି ଅନ୍ୟ କାହା ସହ ନ ଖାନ୍ତି। ୧୦୦ ଗ୍ରାମ୍‌ ଜାମୁକୋଳିରେ ୧୦୦ ଗ୍ରାମ କାର୍ବୋହାଇଡ୍ରେଟ୍‌ ରହିଥାଏ।

ପିଚ୍‌: ଏହାକୁ ଖାଇଲେ ମଧ୍ୟ ଓଜନ୍‌ କମ୍‌ ହୋଇଥାଏ।

ଖରଭୁଜ: ଓଜନ୍‌ କମ୍‌ କରିବାରେ ଖରଭୁଜକୁ ମଧ୍ୟ ଏକ ବିକଳ୍ପ ଫଳ ଭାବେ ଗ୍ରହଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ନିଜ ହାତରେ କରନ୍ତୁ ଏହି ୩ କାମ: ହୋଇ ଯିବେ ଧନୀ

ଟଙ୍କା ଅର୍ଜନ କରି ଧନୀ ହେବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା। ଗରିବ କିମ୍ବା ଧନୀ, ଉଭୟଙ୍କ ପାଇଁ ଟଙ୍କା ମୂଲ୍ୟବାନ୍‌। ମାତ୍ର ତାଙ୍କୁ ନେଇ...

ସଉକ ପାଇଁ ଘରେ ଏସବୁ ଗଛ ଲଗାଇଥିଲେ ତୁରନ୍ତ ହଟାନ୍ତୁ, ହୋଇଯିବେ ବରବାଦ

ବାସ୍ତୁଶାସ୍ତ୍ରରେ ଗଛଲତାଙ୍କ ଗୁରୁତ୍ୱ ଅଧିକ ବୋଲି ବର୍ଣ୍ଣନା କରାଯାଇଛି। ଆଜିକାଲିର ସମୟରେ ଘରେ ଗଛଲତା ଲଗାଇବା ଏକ ସଉକରେ ପରିଣତ ହୋଇଥିବା ବେଳେ ଏହା ଆର୍ଥିକ...

ଡେସ୍କ ଜବ୍‌ ଓ ବ୍ୟାକ୍‌ ପେନ୍‌

ବର୍ତ୍ତମାନ ବ୍ୟାକ୍‌ ପେନ୍‌ ବା ପିଠି ଯନ୍ତ୍ରଣା ଅନେକଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଗଲାଣି। ବିଶେଷକରି ଡେସ୍କ ଜବ୍‌ କରୁଥିବା ଯୁବପିଢ଼ି ଅଳ୍ପ ବୟସରୁ...

ସ୍ତ୍ରୀଙ୍କୁ ରାଣୀ ଭଳି ରଖିଥାନ୍ତି ଏହି ୪ ରାଶିର ପୁଅ; ପାଦରେ ଫୁଟିବାକୁ ଦିଅନ୍ତିନି କଣ୍ଟା…

ବିବାହକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ସ୍ବପ୍ନ ଥାଏ। ସବୁ ଝିଅ ଚାହାନ୍ତି ତାଙ୍କୁ ସବୁଠାରୁ ଅଧିକ ଭଲପାଉଥିବା ସ୍ବାମୀ ମିଳୁ। ତାଙ୍କ କଥାକୁ...

ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍‌ରୁ ଦୂରେଇ ରହିବା ଲାଗି ସକାଳୁ କରନ୍ତୁନି ଏପରି …

ସକାଳେ ଉଠି ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ୱାରା ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଅନେକ ସକାଳେ ଉଠି ଇ-ମେଲ୍‌ କିମ୍ବା ମେସେଜ୍‌...

ଦିନେ ଯାତ୍ରା ଦେଖୁ ନ ଥିଲେ, ଏବେ ଯାତ୍ରା କଳାକାର

ଓଡ଼ିଆ ଯାତ୍ରା ଜଗତର ଜଣେ ଆଗଧାଡ଼ିର ଯୁବ କଳାକାର ହେଉଛନ୍ତି ଅରୁଣ କୁମାର ଲେଙ୍କା। ଲୋକପ୍ରିୟ ନାଟକ ‘ଗୁପ୍ତ ସମ୍ପର୍କ’ରେ ଜନଜାତି ଚରିତ୍ରରେ ଅଭିନୟ କରି...

କରୋନା ସହିତ ଲଢ଼ିବ ନିମ୍ବ, ଭାରତରେ କରାଯାଉଛି ଏହାର ପରୀକ୍ଷା

କରୋନା ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରିଛି। ଭାରତ ସମେତ ବିଶ୍ୱ ବ୍ୟାପୀ ଏହାର ସମାଧାନ ଖୋଜା ଯାଉଛି। ଅନେକ ଦେଶ ମଧ୍ୟ ଏହାର...

କଟା ପିଆଜ ଫ୍ରିଜ୍‌ରେ ରଖିବା ହାନିକାରକ

ଖାଇବାରେ ପିଆଜର ବ୍ୟବହାର ଅଧିକ ହୋଇଥାଏ। ପିଆଜ ବିନା ଖାଦ୍ୟର ସ୍ବାଦ ଯେମିତି ପାଣିଚିଆ ହୋଇଯାଏ। ପ୍ରାୟ ସମସ୍ତ ଭାରତୀୟ ନିଜ ରୋଷେଇରେ ପିଆଜର ଉପଯୋଗ...

Advertisement
Archives

Model This Week