Posted inଜାତୀୟ

ମେଣ୍ଟ ସରକାରର ସିଏମ୍‌ପି:କୃଷି ଋଣଛାଡ଼କୁ ଗୁରୁତ୍ୱ

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ରରେ ନବଗଠିତ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ରାଜ୍ୟରେ କୃଷକ ସମସ୍ୟାର ସମାଧାନ ଓ ସେମାନଙ୍କ ଋଣଛାଡ଼ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସ୍ଥାନୀୟ ଯୁବତୀଯୁବକଙ୍କ ଲାଗି ୮୦ ପ୍ରତିଶତ କର୍ମନିଯୁକ୍ତି ସୁବିଧା ଯୋଗାଇ ଦେବାକୁ ମହାରାଷ୍ଟ୍ର ବିକାଶ ଅଘାଡ଼ି ପକ୍ଷରୁ ଘୋଷଣା କରାଯାଇଛି। ଏନ୍‌ସିପି ନେତା ଜୟନ୍ତ ପାଟିଲ ଓ ନଓ୍ବାବ ମଲିକଙ୍କ ସହ ଶିବସେନା ନେତା ଏକ୍‌ନାଥ ସିନ୍ଦେ ଗୁରୁବାର ମିଳିତ ଭାବେ ମେଣ୍ଟ ସରକାରର ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ(ସିଏମ୍‌ପି) ସମ୍ପର୍କରେ ଘୋଷଣା କରିଥିଲେ। ରାଜ୍ୟରେ କୃଷକଙ୍କ ସମ୍ପୂର୍ଣ୍ଣ ଋଣଛାଡ଼, ସ୍ଥାନୀୟ ଲୋକଙ୍କୁ ୮୦% କାମ ସହ ୧୦ ଟଙ୍କାରେ ଲୋକଙ୍କୁ ଖାଇବାକୁ ଦେବା ଆଦି ସିଏମ୍‌ପିରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ସହ ବୈଠକକୁ ପୁଣି ଥରେ ଖାଦ୍ୟ, ପାଣି ନେଇକି ଆସିଲେ କୃଷକମାନେ

ନୂଆଦିଲ୍ଲୀ,୫।୧୨: କୃଷି ଆଇନକୁ ବିରୋଧ କରୁଥିବା କୃଷକମାନଙ୍କ ସହ ଶନିବାର ପଞ୍ଚମ ଥର ପାଇଁ ସରକାର ବୈଠକ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା...

ଜିଲାପାଳମାନେ କରୋନା ଲଢ଼େଇର ଫିଲ୍ଡ୍‌ କମାଣ୍ଡର: ମୋଦି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ରାଜ୍ୟର...

କେବେ ଦ୍ୱିତୀୟ ଲହରରୁ ମିଳିବ ମୁକ୍ତି, ସୂଚନା ଦେଲେ ବୈଜ୍ଞାନିକ…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କେବେ ଦ୍ୱିତୀୟ ଲହରରୁ ଭାରତକୁ ମୁକ୍ତି ମିଳିବ...

ସୁଶାନ୍ତ ମୃତ୍ୟୁ ମାମଲା: ଏମ୍ସ ରିପୋର୍ଟକୁ ନେଇ ମୁହଁ ଖୋଲିଲେ ସଞ୍ଜୟ

ମୁମ୍ବାଇ,୫ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରାଜନୈତିକ ବାକ୍‌ଯୁଦ୍ଧ ଲାଗି ରହିଛି । ସିବିଆଇ ଦ୍ୱାରା ଗଠନ କରାଯାଇଥିବା ଏମ୍ସ...

ଏୟାର ମାର୍ଶଲ ଭି.ଆର୍‌. ଚୌଧୁରୀ ନୂଆ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧।୯: ଭାରତ ସରକାର ଏୟାର ମାର୍ଶଲ ଭି.ଆର୍‌. ଚୌଧୁରୀଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ବାୟୁସେନା ମୁଖ୍ୟ ଥିବା...

ଜାମିଆ ଛାତ୍ରଙ୍କୁ ‘ଯୁବ ବମ୍‌’ କହିଲେ ଉଦ୍ଧବ

ମୁମ୍ବାଇ,୧୭।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହେଇଛି। ଏବେ...

୧୫ କୋଟିର ହିସାବ: ପୁଣି ଇଡ଼ିରେ ହାଜର ହେଲେ ରିଆ

ମୁମ୍ବାଇ, ୧୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟର ପର୍ଦ୍ଦାଫାଶ୍‌ ପାଇଁ ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ୍‌...

କଶ୍ମୀର ଭାରତର କହି ପାକିସ୍ତାନ ଦର୍ଶକଙ୍କୁ ଦୃଢ ଜବାବ୍‌ ଦେଲେ ଅଦନାନ୍‌ ସାମି

ମୁମ୍ବାଇ, ୧୬।୮:ବଲିଉଡର ପ୍ରସିଦ୍ଧ ଗାୟକ ଅଦନାନ୍‌ ସାମି ପାକିସ୍ତାନ ଦର୍ଶକଙ୍କୁ ଦୃଢ ଜବାବ ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦକୁ ନେଇ ଟୁଇଟରରେ ଭାରତକୁ ସମର୍ଥନ ଦେଇଥିଲେ...

Advertisement
Archives

Model This Week