ମେକ୍ସିକୋରେ ଘରୁ ନ ବାହାରିବାକୁ ଲୋକଙ୍କୁ ଚେତାବନୀ

ମେକ୍ସିକୋ ସିଟି,୧୫।୫: ମେକ୍ସିକୋରେ ପରିବେଶୀୟ ଜରୁରୀ କାଳୀନ ପରିସ୍ଥିତି ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ କୁହାଯାଇଛି। ପରିବେଶ ବିଭାଗ ପକ୍ଷରୁ ଏନେଇ ବୁଧବାର ସୂଚନା ଜାରି କରାଯାଇଛି। ସ୍ଥାନୀୟ ଜଙ୍ଗଲରୁ ଆସୁଥିବା ଧୁଆଁ ସହରରେ ପଶିବାରେ ଲାଗିଛି। ଗାଡ଼ି ଚାଳକଙ୍କୁ ଗାଡ଼ି ଚଳାଇବାକୁ ବାରଣ କରାଯାଇଛି। ଲୋକଙ୍କୁ ଘରେ କବାଟ ଝରକା ଦେଇ ରହିବାକୁ ଚେତାବନୀ ଦିଆଯାଇଛି। ବରିଷ୍ଠ ବ୍ୟକ୍ତି ବିଶେଷ ଏବଂ ଛୋଟପିଲାଙ୍କୁ ଘରେ ରଖିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଲୋସିଙ୍କ ଦକ୍ଷିଣ କୋରିଆ ଯାତ୍ରା ଆରମ୍ଭ…

ତାଇପେଇ, ୩।୮ : ଆମେରିକାର ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇପେଇରେ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କ ସହ ସାକ୍ଷାତ ପରେ ତାଇୱାନ ଛାଡିଛନ୍ତି। ଚାଇନାର ଧମକ...

ଦୋନବାସରେ ବିଜୟ ଅଭିମୁଖେ ୟୁକ୍ରେନ୍‌, ୨୪ ଘଣ୍ଟାରେ ୨୯ ଥର ଆକ୍ରମଣ କଲାଣି ବାୟୁସେନା

କ୍ୱିଭ,୩ ।୧୦: ୟୁକ୍ରେନର ପୂର୍ବରେ ଦୋନୋସ୍କ ପ୍ରାନ୍ତର ଲାୟମନକୁ ରୁଷିଆ କବଜାରୁ ମୁକ୍ତ କରିବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଉତ୍ସାହିତ ଜଣାପଡୁଛନ୍ତି ।...

ନେପାଳରେ ଭୂକମ୍ପ, ବିହାରର ଅଧିକାଂଶ ଜିଲାରେ ଦେଖାଦେଲା ପ୍ରଭାବ

କାଠମାଣ୍ଡୁ,୩୧ ।୭: ନେପାଳର ରାଜଧାନୀ କାଠମାଣ୍ଡୁରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୫ । ନ୍ୟାଶନାଲ ସେଣ୍ଟର...

ଟ୍ରମ୍ପଙ୍କ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ରିପୋର୍ଟ ଆସିଲା ନେଗେଟିଭ

ଜେରୁଜେଲମ,୧୬।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ତା’ କବଳକୁ ନେଇ ସାରିଲାଣି। ଚାଇନା ପରେ ଏହା ପାଖାପାଖି ୧୪୫ ଦେଶକୁ ବ୍ୟାପିଥିବା...

ସାଇକେଲରେ ଅଫିସ ଗଲେ ମିଳେ ଅଧିକ ଟଙ୍କା

ନେଦରଲାଣ୍ଡସ୍‌ରେ ସାଇକେଲରେ ଯାତାୟାତକୁ ଦିଆଯାଉଛି ଗୁରୁତ୍ୱ। ପୁଣି ସେଠାରେ ଅଫିସକୁ ଯାଉଥିବା ବ୍ୟକ୍ତିଙ୍କୁ ମିଳେ ଅଲଗା ପ୍ରୋତ୍ସାହନ ରାଶି। ସେଥିପାଇଁ ଏଠାରେ ଅଧିକାଂଶ ଲୋକେ ସାଇକେଲରେ...

ପାକିସ୍ତାନର ରାଧେ ମା’: ବୋହୂ ବେଶରେ ସଜେଇ ହୋଇ ଦେଉଛନ୍ତି ଜ୍ଞାନ

ଇସଲମାବାଦ, ୨୪।୭: ଭାରତରେ ଥିବା ରାଧେ ମା’ଙ୍କ କଥା ଶୁଣିଥିବେ, କିନ୍ତୁ ପାକିସ୍ତାନରେ ମଧ୍ୟ ସେମିତି ଜଣେ ବ୍ୟକ୍ତି ନିଜକୁ ବୋହୂ ବେଶରେ ସଜାଇ ଜ୍ଞାନ...

ବ୍ରିଟେନ ଲେବର ପାର୍ଟିରୁ ମେଘନାଦ ଦେଶାଇଙ୍କ ଇସ୍ତଫା

ଲଣ୍ଡନ, ୨୨।୧୧: ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ତଥା ଲେଖକ ଲର୍ଡ ମେଘନାଦ ଦେଶାଇ ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।...

ସାମାନ୍ୟ ଥଣ୍ଡା-କାଶକୁ ଡରନ୍ତୁ ନାହିଁ, ହୋଇଯାନ୍ତୁ ଖୁସି: କାରଣ..

ଗ୍ଲାସଗୋ,୨୬।୪: ବିଶ୍ୱବ୍ୟାପୀ କରୋନା ମହାମାରୀ ବିପର୍ଯ୍ୟୟର କାରଣ ହୋଇଛି। ଭାରତରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୩...

Advertisement
Archives

Model This Week