
ନୂଆଦିଲ୍ଲୀ, ୨୧।୬: ମୁମ୍ବାଇ, ଅହମଦାବାଦ୍, ଜୟପୁର ଏବଂ ଜମ୍ମୁରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟା ୧ରେ ମୁମ୍ବାଇର ପୁଣେରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଥିବାବେଳେ ଅହମଦାବାଦରେ ୧୦ଟା ୪, ଜୟପୁରରେ ୧୦ଟା ୧୫ ଏବଂ ଜମ୍ମୁରେ ୧୦ଟା ୨୧ରେ ଆରମ୍ଭ ହୋଇଛି। କୋଲକାତାରେ ପୂର୍ବାହ୍ନ ୧୦ଟା ୪୬ରେ ପରାଗ ଆରମ୍ଭ ହେବ।