Posted inଜାତୀୟ

ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧି ପରୀକ୍ଷା ଦେଲେ ଶିକ୍ଷାର୍ଥୀ: ସୋସିଆଲ ମିଡ଼ିଆରେ ଭାଇରାଲ

ହାଭେରି,୧୯।୧୦: କର୍ନାଟକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଭାଗଥ୍‌ ପିୟୁ କଲେଜରେ ପ୍ରଥମ ବାର୍ଷିକ ବିଜ୍ଞାନ ପରୀକ୍ଷାରେ ଶିକ୍ଷାର୍ଥୀମାନଙ୍କୁ ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧିବାକୁ ପଡ଼ିଛି। କପି ନକରିବା ଲାଗି କଲେଜ ମ୍ୟାନେଜମେଣ୍ଟ୍‌ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। କେମେଷ୍ଟ୍ରି ପରୀକ୍ଷା ସମୟରେ ଏଭଳି ହୋଇଥିବା କଲେଜ ସୂତ୍ରରୁ ଜଣାପଡ଼ିଛି। ଏହାର ଭିଡ଼ିଓ ଏବଂ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ସୋସିଆଲ୍‌ ମିଡ଼ିଆରେ ଏନେଇ ଚର୍ଚ୍ଚା ହେବାପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ମ୍ୟାନେଜମେଣ୍ଟ୍‌କୁ ଏପରି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ଅମାନବୀୟ ବୋଲି ପିୟୁ ବୋର୍ଡ ସହକାରୀ ନିର୍ଦ୍ଦେଶକ ଏସ୍‌.ସି. ପେର୍‌ଜାଡ଼େ କହିଛନ୍ତି। ଶିକ୍ଷାର୍ଥୀମାନେ କପି ନ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କଲେଜର ନିର୍ଦ୍ଦେଶକ ଏମ୍‌.ବି.ସତୀଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କାହିଁକି ଚୁପ୍‌ ଅଛନ୍ତି ମୁଖ୍ୟମନ୍ତ୍ରୀ: ବିରୋଧୀ

ହାଇଦ୍ରାବାଦ,୨।୭: ତେଲେଙ୍ଗାନାରେ ବିରୋଧୀ କଂଗ୍ରେସ ଓ ଭାଜପା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଘେରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) କର୍ମୀମାନେ ଯେଉଁଭଳି ଭାବେ ଜଣେ...

ଘରେ ପଶି ୮ ଦିନର ଯାଆଁଳା ଶିଶୁଙ୍କୁ ଟେକିନେଲା ମାଙ୍କଡ଼, ଆଉ ତା’ ପରେ…

ଚେନ୍ନାଇ,୧୪।୨ : ତାମିଲନାଡୁର ତଞ୍ଜାପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠାରେ ଗୋଟିଏ ମାଙ୍କଡ଼ ଘରେ ପଶି ୮ ଦିନର ଯାଆଁଳା ଶିଶୁଙ୍କୁ ଟେକି ନେଇଥିଲା।...

ଶାଶୁ-ବୋହୂଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ଜାଣନ୍ତୁ କ’ଣ ରହିଛି କାରଣ

ପାଟନା,୧୮।୮: ବିହାରର ଗୋପାଳଗଞ୍ଜରେ ଶାଶୁ-ବୋହୂଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ୩ବର୍ଷ ପୂର୍ବେ ଏହି ଦୁଇ ମହିଳା ମିଶି ୪ ବର୍ଷର ଶିଶୁକୁ ବଳି ଦେଇଥିଲେ। ଗୋପାଳଗଞ୍ଜର...

ବିପଦ ପୁଣି ଘନେଇଲା: ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ,୨୪।୩: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ବଢୁଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ଏଥର କିଛି ଅଲଗା କରି ଦେଖାଅ: ଗୁଜରାଟ ଭୋଟରଙ୍କୁ କେଜରିଓ୍ବାଲଙ୍କ ଅନୁରୋଧ…

ଅହମଦାବାଦ,୫।୧୨ : ଗୁଜରାଟର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟରମାନେ ଧାଡ଼ି ବାନ୍ଧି ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ...

ତେଜୁଛି ଖଲିସ୍ତାନୀ ସ୍ବର

ଚଣ୍ଡିଗଡ଼/ନୂଆଦିଲ୍ଲୀ/ଲଣ୍ଡନ/ଓ୍ବାଶିଂଟନ, ୨୪ା୩:ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କୁ ଧରିବାକୁ ଯାଇ ପଞ୍ଜାବ ପୋଲିସ ନାକେଦମ ହେଲାଣି। ସପ୍ତାହେ ହେଲା ପୋଲିସ ପକ୍ଷରୁ ତନାଘନା ଜାରି ରହିଛି। ନିଶା...

ଦିନେ କମିଲେ ପୁଣି ବଢୁଛି, ଆଜି ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର...

ଖୋଲାରେ ବିକ୍ରି ହେବନି ମିଠା: ଏଫଏସଏସଏଆଇ

ନୂଆଦିଲୀ,୨୮।୯: ପାର୍ବଣ ଋତୁ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ, ଅତିଥି ଓ ବନ୍ଧୁବର୍ଗଙ୍କୁ ଚର୍ଚ୍ଚା ପାଇଁ ଲୋକେ ଘରେ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ, ମିଠା ପ୍ରସ୍ତୁତ...

Advertisement
Archives

Model This Week