ମିଲ୍କ କେକ୍‌

ଆବଶ୍ୟକ ସାମଗ୍ରୀ: ୮ କପ୍‌ କ୍ଷୀର, ୨ ବଡ଼ ଚାମଚ ଚିନି, ଏକ ବଡ଼ ଚାମଚ ଲେମ୍ବୁରସ, ଏକ ଛୋଟ ଚାମଚ ଗୁଜୁରାତି ପାଉଡର।
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ। ଏହାକୁ ମଝିରେ ମଝିରେ ଘାଣ୍ଟନ୍ତୁ। ଏହା ଫୁଟି ଫୁଟି ୧/୩ ଭାଗ ହୋଇଯିବା ପରେ ଆଞ୍ଚ କମ୍‌ କରି ଦିଅନ୍ତୁ। ଲେମ୍ବୁ ରସରେ ଅଧା ଚିନି ମିଶାଇ ଏହାକୁ କ୍ଷୀରରେ ଢାଳନ୍ତୁ ଏବଂ ୨-୩ ମିନିଟ୍‌ କ୍ଷୀରକୁ ଗୋଳାନ୍ତୁ। ଏହା ପୂର୍ବାପେକ୍ଷା ଗାଢ ଲାଗିଲେ ଏଥିରେ ବାକି ଅଧା ଚିନି ମିଶାଇ ଘାଣ୍ଟନ୍ତୁ। ମିଶ୍ରଣ ବହଳିଆ ଲାଗିଲେ ସେଥିରେ ଗୁଜୁରାତି ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ଚୁଲି ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ଏକ ପ୍ଲେଟ୍‌ରେ ଘିଅ ଲଗାଇ ଏହି ମିଶ୍ରଣକୁ ପକାଇ ସମାନ ଭାବେ ସେଟ୍‌ କରିଦିଅନ୍ତୁ। କିଛି ସମୟ ସେହିପରି ଛାଡିବା ପରେ ତାହା ସେଟ୍‌ ହୋଇଗଲେ ମନପସନ୍ଦ ଆକାରରେ କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମିଲ୍କ କେକ୍‌, ଏହାକୁ ଖାଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନବଧା ଶକ୍ତି ସ୍ବରୂପିଣୀ

ସାରା ଦେଶ ଏବେ ମା’ ଆଦ୍ୟାଶକ୍ତିଙ୍କ ଆବାହନରେ ମଗ୍ନ। ମା’ ଆସିବେ ଦୁଷ୍ଟ ଶକ୍ତିର ସଂହାର କରିବେ। ଏଥିପାଇଁ ତ ଏବେ ସବୁଆଡେ ଚାଲିଛି ନବରାତ୍ର...

କିଶୋରାବସ୍ଥାରେ ଏପରି ନିଅନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟର ଯତ୍ନ: ଖାଦ୍ୟରେ ସାମିଲ କରନ୍ତୁ ଏସବୁ…

ଶରୀରର ସାମଗ୍ରିକ ବିକାଶ ପାଇଁ ଖାଦ୍ୟରେ ସମସ୍ତ ପୋଷକତତ୍ତ୍ୱ ରହିବା ଅତ୍ୟନ୍ତ ଆବଶ୍ୟକ। କାରଣ ପୋଷକତତ୍ତ୍ୱ ଦ୍ୱାରା ଶରୀରର ବିକାଶ ସାଙ୍ଗକୁ ଉଚ୍ଚତା ମଧ୍ୟ ବୃଦ୍ଧି...

ଏହି ତେଲ ବଢ଼ାଏ ସୌନ୍ଦର୍ଯ୍ୟ: ଜାଣନ୍ତୁ କିପରି କରିବେ ବ୍ୟବହାର

ଲବଙ୍ଗରେ ଅନେକ ଉପକାରୀ ଗୁଣ ରହିଛି। ଏହାକୁ ମସଲା ଭାବେ ବ୍ୟବହାର କରାଯିବା ସହ ଥଣ୍ଡାରୁ ମୁକ୍ତି ପାଇବା ଲାଗି ଚା’ରେ ପକାଯାଏ। ପାଟି ଦୁର୍ଗନ୍ଧ...

ଗହମ ବ୍ୟତୀତ ଖାଆନ୍ତୁ ଏସବୁ ଶସ୍ୟରୁ ପ୍ରସ୍ତୁତ ରୁଟି, ମିଳିବ ଅନେକ ରୋଗରୁ ମୁକ୍ତି

ଖାଦ୍ୟରେ ରୁଟିକୁ ସମ୍ପୂର୍ଣ୍ଣ ଆହାର କୁହାଯାଇଥାଏ। ଦିନରେ ହେଉ କି ରାତିରେ। ରୁଟି ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ତେବେ...

ହସଖୁସିର ପରିବାର ପାଇଁ …

ହସଖୁସିର ପରିବାର ଜୀବନରେ ଶାନ୍ତି ଭରିଥାଏ। କାରଣ ପରିବାରରୁ ଆମକୁ ସବୁ ବିପଦକୁ ସାହସର ସହ ସାମ୍ନା କରିବାକୁ ଶକ୍ତି ମିଳିଥାଏ। ତେଣୁ ପରିବାର ସଦସ୍ୟଙ୍କ...

ଏହି ୫ ରାଶିର ବ୍ୟକ୍ତିଙ୍କୁ ୨୦୨୨ରେ ମିଳିବ ମନପସନ୍ଦର ଜୀବନସାଥୀ, ରହିଛି ଅତ୍ୟନ୍ତ ସୁନ୍ଦର ଯୋଗ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି। ଏମିତିରେ ଆସନ୍ତା ବର୍ଷକୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା ରହିଛି। କିଏ ଚାକିରି...

ପେଟ ମାଡ଼ି ଶୋଉଥିଲେ

ପେଟମାଡ଼ି ଶୋଇବା ଅଭ୍ୟାସ ଅନେକଙ୍କଠାରେ ଦେଖିବାକୁ ମିଳେ। ହେଲେ ଆପଣ ଜାଣନ୍ତି କି ଏପରି ଶୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ଜାଣିରଖନ୍ତୁ ସେ...

ବ୍ୟବହାର କରନ୍ତୁ ଏଭଳି ସାନିଟାଇଜର

କରୋନା ଭାଇରସ ସାରା ବିଶ୍ୱରେ ବ୍ୟାପିଯିବା ପରେ ଏବେ ସାନିଟାଇଜର ଆମ ନିତିଦିନ ଜୀବନର ଏକ ମୁଖ୍ୟ ଉପାଦାନ ପାଲଟି ଯାଇଛି । ଛୋଟଠାରୁ ବଡ...

Advertisement
Archives

Model This Week