Posted inଜାତୀୟ

ମନେପଡେ ରାବଣ ପୋଡିରେ ରେଳ ଦୁର୍ଘଟଣା

ଅମୃତସର,୮।୧୦: ଅକ୍ଟୋବର ୧୯, ୨୦୧୮। ପଞ୍ଜାବର ଅମୃତସରରେ ରେଲ ଧାରଣା ଉପରେ ଠିଆ ହୋଇ ରାବଣ ପୋଡିର ମଜା ନେଉଥିଲେ ପିଲାଠାରୁ ବୟସ୍କ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଲୋକ। ହେଲେ ସମସ୍ତଙ୍କ ଅନ୍ୟମନସ୍କତା ନିମିଷକରେ ନେଇଗଲା ପ୍ରାୟ ୫୯ ଲୋକଙ୍କ ଜୀବନ। ଏମାନେ ରେଳ ଧାରଣା ଉପରେ ଠିଆ ହୋଇ ରାବଣ ପୋଡି ଦେଖୁଥିବା ସମୟରେ ପଠାନକୋଟରୁ ଆସୁଥିବା ଡିଏମ୍‌ୟୁ ଟ୍ରେନ୍‌ ଆଖି ପିଛୁଳାକେ ସେହି ଟ୍ରାକ୍‌ରେ ପାର ହୋଇ ଯାଇଥିଲା। ଆଉ ଟ୍ରେନ୍‌ ତଳେ ଚାପି ହୋଇ ଚାଲି ଯାଇଥିଲା ପ୍ରାୟ ୫୯ ଲୋକଙ୍କ ଜୀବନ। କାହାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇ ପାରି ନ ଥିଲା। ଆଉ ଟ୍ରେନ୍‌ ଚାଲିଯିବା ପରେ ଅନ୍ଧାର ମଧ୍ୟରେ ଲୋକଙ୍କ ଚିତ୍କାର ସେଠାରେ ସୃଷ୍ଟି କରିଥିଲା ଭିନ୍ନ ଏକ ବାତାବରଣ। ବିଜୟା ଦଶମୀ ସହ ରାବଣ ପୋଡି ଆଉ ରେଳ ଦୁର୍ଘଟଣାକୁ ଏବେ ପୂରିଛି ଗୋଟିଏ ବର୍ଷ। ହେଲେ ନିଜର ଲୋକଙ୍କୁ ହରାଇଥିବା ସେମାନଙ୍କର ପ୍ରିୟ ପରିଜନମାନଙ୍କ ଆଖିରୁ ଏଯାଏ ଲୁହ ଶୁଖିନି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧବ ଠାକ୍‌ରେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ: ସଞ୍ଜୟ କହିଲେ, ସ୍ବାଭିମାନ ପାଇଁ କିଛି ସମ୍ପର୍କରୁ ବାହାରିଯିବା ଆବଶ୍ୟକ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବଚନ ଫଳାଫଳ ଆସିବାର ମାସେ ପୂରିଥିଲେ ମଧ୍ୟ ରାଜ୍ୟରେ ସରକାର କିଏ ଗଠନ କରିବ ତାହା ଏପର୍ଯ୍ୟନ୍ତ ନିଷ୍ପତି ହୋଇପାରିନାହିଁ। ସଂଖ୍ୟା...

କଥା ଦେଇ କଥା ରଖିଲେ ମୋଦି

ନୂଆଦିଲ୍ଲୀ,୧୬।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅଂଶଗ୍ରହଣ କ୍‌ରିଥିବା ଭାରତୀୟ ଖେଳାଳିଙ୍କ ପାଇଁ ସୋମବାର ଏକ ଜଳଖିଆ ପାର୍ଟିର ଆୟୋଜନ ହୋଇଛି। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

‘ଓକେ ଗୁଗଲ’ କଥା ଶୁଣୁଛନ୍ତି କମ୍ପାନୀ କର୍ମଚାରୀ…

ନୂଆଦିଲ୍ଲୀ,୩୦।୬: ତଥ୍ୟ ଗୋପନୀୟତା ଏବଂ ସୁରକ୍ଷା ବୈଠକରେ ଗୁଗଲ ପକ୍ଷରୁ ଏକ ବଡ଼ ସୂଚନା ପ୍ରଦାନ କରାଯାଇଛି। ଓକେ ଗୁଗଲ କହି ପଚରା ଯାଉଥିବା ପ୍ରଶ୍ନର...

ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୩।୯: ସୋମବାରଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। କରୋନା କଟକଣା ମଧ୍ୟରେ ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ ୧୧ଟି ଅଧ୍ୟାଦେଶ ସମ୍ବନ୍ଧୀୟ ୨୩ଟି ନୂଆ...

ଲକ୍‌ଡାଉନ: ମେ’ ୩ ପଛରେ କ’ଣ ରହିଛି ଗଣିତ

ନୂଆଦିଲ୍ଲୀ,୧୪।୪: ସାରା ବିଶ୍ୱର ମୁଣ୍ଡ ବିଗାଡିଛି କରୋନା ଭାଇରସ। ସାରା ବିଶ୍ୱରେ ଦିନକୁ ଏହା ହଜାର ହଜାର ସଂଖ୍ୟାରେ ମୁଣ୍ଡ ନେଉଥିବା ବେଳେ ହଜାର ହଜାର...

ହିଜବୁଲର ୩ ଆତଙ୍କବାଦୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ଘୋଷଣା କଲା ପୋଲିସ

ଜମ୍ମୁ,୨୮।୧୦: ଘାଟିରୁ ଆତଙ୍କବାଦୀ ମୂଳୋତ୍ପାଟନ କରିବାକୁ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ଯେମିତି ଏକ ପ୍ରକାର ଶପଥ ନେଇଛି ବୋଲି କୁହାଯାଉଛି ଏହି କ୍ରମରେ ରାଜ୍ୟର...

ଆଜିର ଆହ୍ବାନ ଜନସଂଖ୍ୟା ନିୟନ୍ତ୍ରଣ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗର୍ଭନିରୋଧ ପ୍ରତି ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ପାଳନ କରାଯାଉଛି ଗର୍ଭ ନିରୋଧକ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର...

ରାହୁଲ ଗାନ୍ଧୀ ପୁଣି ସମ୍ଭାଳନ୍ତୁ କଂଗ୍ରେସ ଅଧ୍ୟକ୍ଷ ପଦ: ମାକନ

ନୂଆଦିଲ୍ଲୀ,୯।୩: ରାହୁଲ ଗାନ୍ଧୀ କଂଗ୍ରେସର ସର୍ବମାନ୍ୟ ନେତା। ସେ ଜଣେ ଶାନ୍ତ, ଚିନ୍ତାଶୀଳ ଏବଂ ଭଲ ଲୋକ। ସେ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ପଦ...

Advertisement
Archives

Model This Week