ମନଛୁଆଁ ବାର୍ତ୍ତା ସହ ସାନ ଭଉଣୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କର ବି ଟାଉନରେ ରହିଛି ଏକ ଭିନ୍ନ ପରିଚୟ। ଆଜିବି ଦର୍ଶକେ ତାଙ୍କୁ ଭୁଲି ପାରି ନାହାଁନ୍ତି। ଏବେ ତାଙ୍କ ଝିଅ ଜାହ୍ନବୀ କପୁର ବି ଦର୍ଶକଙ୍କର ବେଶ୍‌ ପସନ୍ଦ ଆସିଛନ୍ତି। ତାଙ୍କ ସାନ ଝିଅ ଖୁସି ମଙ୍ଗଳବାର ୧୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବଡ ଭଉଣୀ ଜାହ୍ନବୀ ତାଙ୍କୁ ଭିନ୍ନ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ସେ ଖୁସିଙ୍କର କିଛି ଅନ ସିନ୍‌ ଫଟୋ ଶେୟାର କରିଛନ୍ତି। ଆଉ ଏକ ଭାବପୂର୍ଣ୍ଣ ବାର୍ତ୍ତାରେ ଜାହ୍ନବୀ ଲେଖିଛନ୍ତି, ଖୁସିଙ୍କ ପାଇଁ ସେ ଗର୍ବ କରନ୍ତି, କାରଣ ସେ ହେଉଛନ୍ତି ତାଙ୍କ ଲାଇଫ୍‌ ଲାଇନ୍‌, ହାପି ବାର୍ଥ ଡେ, ଆଇ ମିସ୍‌ ୟୁ। ଏହାସହ ଏକ ଭିଡିଓ ମଧ୍ୟ ଶେୟାର ସେ କରିଛନ୍ତି। ଯେଉଁଥିରେ ସେ ହାପି ବାର୍ଥଡେ ସଙ୍ଗ ଗାଉଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ଖୁସି ଏବେ ନ୍ୟୁୟର୍କ ଫିଲ୍ମ ଏକାଡେମୀରେ ପାଠ ପଢୁଛନ୍ତି। ଏହାପରେ ସେ ମୁମ୍ବାଇ ଫେରି ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବେ ବୋଲି ଶୁଣାଯାଏ। ଏପଟେ ଜାହ୍ନବୀ ତାଙ୍କ ଶୁଟିଂରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ସବୁ ପ୍ରତୀକ୍ଷାର ଘଟାଇ ରିଲିଜ୍‌ ଶୁକ୍ରବାର ହେଲା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଯାହାକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା...

ହିନ୍ଦୀ ହିଟ୍‌, ତାମିଲ ଫ୍ଲପ୍‌

ଥରେ ମନେପକାନ୍ତୁ ନା ସେହି ଶ୍ରୋତାଦୃତ ଗୀତ ‘ପ୍ୟାର କିୟା ତୋ ଡର୍‌ନା କ୍ୟା’କୁ। ୧୯୬୦ରେ ନିର୍ମିତ ବଲିଉଡ୍‌ର ବ୍ଲକବଷ୍ଟର ହିନ୍ଦୀ ସିନେମା ‘ମୁଗଲ-ଏ-ଆଜାମ’ରେ ଦୃଶ୍ୟାୟିତ...

ସବୁଠି ‘ଜୱାନ୍‌’ଯୋଶ୍‌

ଭୁବନେଶ୍ୱର,୮।୯(ଶର୍ମିଷ୍ଠା ପାଣିଗ୍ରାହୀ): ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜୱାନ୍‌’। ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଦେଖିବାକୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରେକ୍ଷାଳୟରେ ସକାଳ...

ମାଫିଆ କୁଇନ୍‌ ଆଲିୟା

ନୂଆଦିଲ୍ଲୀ, ୨୫ା୨: ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମଟି କେତେ ଦମ୍‌ଦାର ହୋଇଥିବା ତାହାର ଝଲକ...

୧୧ ବର୍ଷର ଡେଟିଂ ପରେ ବଧୂ ସାଜିବେ ‘ଚକ ଦେ’ ଫେମ ଚିତ୍ରାଶି ରାୱତ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଫିଲ୍ମ ‘ଚକ ଦେ’ରେ କୋମଲ ଚୌଟାଲା ଭୁମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଚିତ୍ରାଶି ରାୱତ ଖୁବଶୀଘ୍ର ବାହା ହେବାକୁ ଯାଉଛନ୍ତି ।...

୨୭-୨୮ ଫିଲ୍ମକୁ ନା କରିଛନ୍ତି ଏହି ଅଭିନେତ୍ରୀ; ରବି ଶାସ୍ତ୍ରୀଙ୍କ ସହ ସମ୍ପର୍କ ନେଇ…

ବମ୍ବେ: ଆଜି ଜନ୍ମଦିନ ପାଳୁଛନ୍ତି ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ନିମ୍‌ରତ କୌର। ୧୯୮୨ ମାର୍ଚ୍ଚ ୧୩ରେ ରାଜସ୍ଥାନର ପିଲାନୀରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ...

ମାତାପିତାଙ୍କ ଛାଡପତ୍ରରେ ବେଶ୍‌ ଖୁସି ଥିଲେ ସାରା: କାରଣ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଆଜି ୨୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଅଭିନେତା ସେଫ୍‌ ଅଲ୍ଲୀ...

ସ୍ବାମୀଙ୍କ ଦେହରେ ଭୁଲରେ ଗୁଳି ଲାଗିବାରୁ ବିଧବା ହୋଇଯାଇଥିଲେ ଏହି ସଫଳ ଅଭିନେତ୍ରୀ

ବିଗତ ଦିନର ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲୀନା ଚନ୍ଦାଭରକର। ୨୯ ଅଗଷ୍ଟ ୧୯୫୦ରେ କର୍ନାଟକରେ ଜନ୍ମଗ୍ରହଣ କରିଥିବା ଲୀନାଙ୍କର ଆଜି ହେଉଛି...

Advertisement
Archives

Model This Week