ଭୁବନେଶ୍ବର ବିମାନବନ୍ଦରରୁ ୪୦୦ ପ୍ୟାକେଟ ବିଦେଶୀ ସିଗାରେଟ ଜବତ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ସିଗାରେଟ ଜବତ କରିଛି ରାଜସ୍ବ ଗୁଇନ୍ଦା ବିଭାଗ। ମଙ୍ଗଳବାର ମାଲେସିଆର କ୍ୱାଲାଲମପୁରରୁ ୨ ଜଣ ସିଗାରେଟ୍‌ ନେଇ ପୋଲିସ ସେମାନଙ୍କୁ ଅଟକ ରଖିଛି। ତାଙ୍କ ପାଖରୁ ପ୍ରାୟ ୪୦୦ଟି ପ୍ୟାକେଟ ବିଦେଶୀ ବ୍ରାଣ୍ଡର ସିଗାରେଟ ଜବତ ହୋଇଥିବା ସୂଚନା ମିଳିଛି। ଯାହାର ବଜାର ମୂଲ୍ୟ ୧୨ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏସବୁକୁ କୋଲକାତା ଚାଲାଣ କରାଯାଉଥିଲା। ତେବେ ଏସବୁ କେଉଁ ଉଦ୍ଦେଶ୍ୟରେ ଅଣାଯାଉଥିଲା ଏବଂ ଭୁବନେଶ୍ୱରର କେହି ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ଡ଼ିଆରଆଇ ଅଧିକ ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି

ପୁରୀ ଅଫିସ, ୭ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା...

ରୋଗ ବାଣ୍ଟି ଚିକିତ୍ସାରେ ଶୋଷଣ

ଯାଜପୁର ଅଫିସ,୩।୭:ଯାଜପୁର ଜିଲା କଳିଙ୍ଗନଗରରେ ଶିଳ୍ପ କାରଖାନା ଯୋଗୁ ବିସ୍ଥାପିତ ଓ ପ୍ରଭାବିତ ଲୋକମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଡୁବୁରୀ ଛକ ନିକଟରେ ୨୦୧୫ ଅଗଷ୍ଟରେ...

୧୨ରେ ନନ୍ଦନକାନନ ପାଳିବ ବିଶ୍ୱ ହସ୍ତୀ ଦିବସ

ବାରଙ୍ଗ,୧୧।୮(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୨ ତାରିଖ ତଥା ସୋମବାର ୫ମ ଥର ପାଳନ ହେବ ବିଶ୍ୱ ହସ୍ତୀ ଦିବସ। ଏହି ଦିନ ନନ୍ଦନକାନନ ବନ୍ଦ...

ପ୍ରବଳ ବର୍ଷା ନେଇ ୯ ଜିଲାକୁ ରେଡ୍‌ ୱାର୍ନିଂ

ଭୁବନେଶ୍ୱର,୨୬।୫: ବାତ୍ୟା ‘ୟାସ’ର ପ୍ରଭାବରେ ଆଗାମୀ ୬ ଘଣ୍ଟା ପ୍ରବଳ ବର୍ଷା ଆଶଙ୍କା ରହିଛି। ଏନେଇ ରାଜ୍ୟର ୯ ଜିଲାକୁ ରେଡ୍‌ ୱାର୍ନିଂ ଜାରି କରାଯିବା...

ଭୁବନେଶ୍ୱରରୁ ଆଜି ପୁଣି ୧୧ ପଜିିଟିଭ୍‌ ଚିହ୍ନଟ: ୧୯ ସୁସ୍ଥ

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ପିଜିରେ ଉତ୍ତୀର୍ଣ୍ଣ ହେଲେ ୭୭ ବର୍ଷିୟ ଅବସରପ୍ରାପ୍ତ ଶିକ୍ଷକ

ସୋନପୁର,୩।୭(ନି.ପ୍ର.): ଦୃଢ ଇଚ୍ଛାଶକ୍ତି ଥିଲେ ସଫଳ ହେବାକୁ କେହି ରୋକି ପାରିବେ ନାହିଁ। ଏହା ପ୍ରମାଣ କରି ଦେଖାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ ରମେଶ ପ୍ରସାଦ ନାୟକ।...

ଡିଜିପି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟଙ୍କ କାର୍ଯ୍ୟକାଳକୁ ସରକାର ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି...

ମହାପ୍ରଭୁଙ୍କୁ ନେଇ କାର୍ଟୁନ: ଶ୍ରଦ୍ଧାଳୁ, ସେବାୟତଙ୍କ ନାପସନ୍ଦ

ପୁରୀ ଅଫିସ,୫।୭: ମହାପ୍ରଭୁଙ୍କୁ ନେଇ ହୋଇଥିବା ଏକ କାର୍ଟୁନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନୀଳାଦ୍ରିବିଜେ କାହାଣୀକୁ ନେଇ ଏହି କାର୍ଟୁନ କରାଯାଇଛି। ଭାଇ,...

Advertisement


Archives

Model This Week

Why Dharitri