ଭିଜିଲାନ୍ସ ଜାଲରେ ଫରେଷ୍ଟର : ଏକକାଳୀନ ୪ ସ୍ଥାନରେ ଚାଲିଛି ଚଢ଼ାଉ

ବୌଦ୍ଧ,୨୬।୯(ସ୍ବ.ପ୍ର.): ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ବୌଦ୍ଧର କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଚଢ଼ାଉ ଚାଲିଛି। ଗୁରୁବାର ସକାଳୁ ଭିଜିଲାନ୍ସ କର୍ମଚାରୀମାନେ ଜଗବନ୍ଧୁଙ୍କ ରଇଠାଣିସ୍ଥିତ ଘର, ଗ୍ରାମରେ ଥିବା ଘର, ଭଡ଼ା ଦେଇଥିବା ଘର ଏବଂ ଅଫିସରେ ମଧ୍ୟ ଏକକାଳୀନ ଚଢ଼ାଉ ଜାରି ରହିଥିବା ବୌଦ୍ଧ ଭିଜିଲାନ୍ସ ଡିଏସ୍‌ପି ରତିକାନ୍ତ ସୁନା ସୂଚନା ଦେଇଛନ୍ତି। ବର୍ତ୍ତମାନ ଜଗବନ୍ଧୁଙ୍କ ସମ୍ପତ୍ତିର କାଗଜପତ୍ର ଯାଞ୍ଚ ଚାଲିଛି। ପରେ ଏହାର ଆକଳନ କରାଯିବ। ଏହି ଚଢ଼ାଉରେ ୨୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଶୀନଗର ବିକାଶ ପାଇଁ ଅନୁମୋଦନ ରାଶିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…

କାଶୀନଗର, ୮।୭(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ଏନଏସି ଓ ବ୍ଲକର ବିଭିନ୍ନ ବିକାଶକୁ ନେଇ ସରକାର ଅନୁମୋଦନ ରାଶି ଦେଇଥିବା ନେଇ ଏନଏସି ଅଧ୍ୟକ୍ଷା ଖବରଦାତା...

ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବାକୁ ନିର୍ଦ୍ଦେଶ

ଆରଡ଼ି, ୧୦ା୨ (ଡି.ଏନ.ଏ.)  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ପଞ୍ଚାୟତ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇଛି। ଏଥିନିମନ୍ତେ ଇ...

ଆଶ୍‌ପାଇପ୍‌ ଫାଟି ଘର ଭିତରେ ପଶିଲା ପାଉଁଶ ପାଣି: କ୍ଷତିପୂରଣ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ

ତାଳଚେର,୬।୩(ନି.ପ୍ର.): ଏନ୍‌ଟିପିସି ପରିଚାଳନାଧୀନ ଟିଟିପିଏସ୍‌ର ଆଶ୍‌ପାଇପ୍‌ ଜଗନ୍ନାଥପୁର ଗ୍ରାମ ନିକଟରେ ଫାଟିବାରୁ ପାଉଁଶ ପାଣି ରାସ୍ତା ଓ ଲୋକଙ୍କ ଘର ଭିତରେ ମାଡ଼ିଯାଇଛି। ଏନେଇ ଗ୍ରାମବାସୀ...

ବିଲରେ ହଳ କରୁଥିଲେ, ପାଓ୍ବାରଟିଲରରେ ପଶିଗଲା ଗୋଡ଼; ଚାଷୀ ଗୁରୁତର

ପାଟଣା,୩୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତର ରଥପଡ଼ା ଗ୍ରାମରେ ରବିବାର ସକାଳେ ପାଓ୍ବାର ଟିଲର ଯୋଗେ ବାଡ଼ି ପଛରେ ହଳ କରୁଥିବା ବେଳେ...

ଅଶ୍ଳୀଳ ଫଟୋ କରି ନାବାଳିକାଙ୍କୁ କରୁଥିଲେ ବ୍ଲାକ୍‌ମେଲ: ବାନ୍ଧିଲା ପୋଲିସ

କଟକ ଅଫିସ, ୨୯।୪: କଟକ ସାଇବର ଥାନା ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ନାବାଳିକାମାନଙ୍କ ଫଟୋକୁ ଏଡିଟିଂ କରି ଅଶ୍ଳୀଳ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପ୍ରିୟାଂଶୀ

କଟକ ଅଫିସ,୨୧ା୨: କଟକ କଲେଜ ଛକସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରିୟାଂଶୀ ପ୍ରିୟଦର୍ଶିନୀ ଶନିବାର ଇଣ୍ଡିଆ ବୁକ୍‌ ଅଫ୍‌ ରେକେର୍ଡରେ ସ୍ଥାନ...

ଜାପାନୀ ଜ୍ୱରରେ ଛାତ୍ର ଆକ୍ରାନ୍ତ: ମଢ଼ିଆଳିରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

ଭଣ୍ଡାରିପୋଖରୀ, ୨୦।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଢିଆଳି ଗ୍ରାମର ଜଣେ ୧୭ ବର୍ଷର କଲେଜ ପଢୁଆ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ...

ମହିଳାଙ୍କୁ ପଥରରେ ଛେଚି ହତ୍ୟା, ଜଣେ ଅଟକ

ଗଞ୍ଜାମ,୭ା୫(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ଜଣେ ମହିଳାଙ୍କୁ ସୁନା ଅଳଙ୍କାର ଲୋଭରେ ଶନିବାର ପଥରରେ ଛେଚି ହତ୍ୟା କରାଯାଇଛି। ଏହି...

Advertisement
Archives

Model This Week