Posted inଜାତୀୟ

ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ

କୋଚି,୨।୧୨: ସବ୍‌ ଲେପ୍ଟନାଣ୍ଟ ଶିଭାଙ୍ଗି ଭାରତୀୟ ନୌସେନାର ପ୍ରଥମ ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି। କୋଚିର ଭାଇସ୍‌ ଆଡମିରାଲ ଏ.କେ. ଚାଓ୍ବଲାଙ୍କଠାରୁ ଶିଭାଙ୍ଗି ତାଙ୍କ ଯୋଗ୍ୟତା ଓ ‘ଓ୍ବିଙ୍ଗସ୍‌’ସୋମବାର ଗ୍ରହଣ କରିଛନ୍ତି। ଚାଓ୍ବଲା କହିଛନ୍ତି, ‘ଏହା ଏକ ଫ୍ରଣ୍ଟ ଲାଇନ୍‌ ମୁକାବିଲା’। କାର୍ମସ୍ଥଳୀରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। କାରଣ ପାଇଲଟ ପାଠ୍ୟକ୍ରମରେ ଶିକ୍ଷା ସମାନ ବୋଲି ସେ କହିଛନ୍ତି। ଏହି ସମ୍ମାନ ପାଇବା ପରେ ଶିଭାଙ୍ଗି ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଦୀର୍ଘ ଦିନ ହେବ ସେ ଯାହାକୁ ଅପେକ୍ଷା ରଖିଥିଲେ ଆଜି ତୃତୀୟ ସ୍ତରର ପ୍ରଶିକ୍ଷଣ ଶେଷ କରି ଏହା ପାଇଥିବାରୁ ବେଶ୍‌ ଗର୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

ସେନାରେ ଭର୍ତ୍ତି ହେବା ପାଇଁ ତିଆରି କରୁଥିଲେ ନକଲି କରୋନା ରିପୋର୍ଟ, ଗୋଟିଏ ଭୁଲ ପାଇଁ ପଡ଼ିଲେ ଧରା

ଚଣ୍ଡିଗଡ଼,୬।୩: ହରିୟାଣାର ଫତେହାବାଦରେ ସେନାରେ ଭର୍ତ୍ତି ହେବା ପାଇଁ କରୋନାର ନକଲି ରିପୋର୍ଟ ତିଆରି କରାଯାଉଥିବା ମାମଲା ସାମ୍ନାକୁ ଆସିଛି। ଫତେହାବାଦର ରାତିୟା ସହରର ଏକ...

ବିଶ୍ୱର ସବୁଠୁ କ୍ଷୁଦ୍ର ମହିଳା କଲେ ଯୋଗ

ନାଗପୁର, ୨୦।୬: ଜୁନ୍‌ ୨୧ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ ଭାରତ ସମେତ ସାରା ଦେଶରେ ପ୍ରସ୍ତୁତି ଚାଲିଥିବାବେଳେ...

ପିଏମ୍‌ କେୟାର୍ସ ଫଣ୍ଡକୁ ସରକାରୀ ଅଡିଟର କରିବେ ନାହିଁ ଯାଞ୍ଚ

ନୂଆଦିଲ୍ଲୀ,୨୪।୪: ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ କରୋନା ମହାମାରୀ ଭଳି ପ୍ରାକୃତିକ ବିପଦ ସହ ଲଢିବା ପାଇଁ ଗଠିତ ହୋଇଥିବା ପିଏମ୍‌ କେୟାର୍ସ...

ତୃତୀୟ ଲହର: ଜଣାନାହିଁ କେବେ, ନିଶ୍ଚିତ ଆସିବ

ନୂଆଦିଲ୍ଲୀ, ୬।୫: ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. କେ. ବିଜୟରାଘବନ ବୁଧବାର ସତର୍କ...

ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜରିମାନା: ଜମା ନ କଲେ ୩ ମାସ ଜେଲଦଣ୍ଡ

ନୂଆଦିଲ୍ଲୀ, ୩୧।୮: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ମାମଲାର ବିଚାର କରି ସୁପ୍ରିମ୍‌କୋର୍ଟ ସୋମବାର ଟଙ୍କାଏ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୫...

‘ଏକନାଥ ଶିନ୍ଦେ ସାବଧାନ ରୁହନ୍ତୁ’, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ ସଙ୍କଟରେ ଥିବା ବେଳେ ଏମିତି କହିଲେ ରାଜ ଠାକରେ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ସହଧର୍ମିଣୀ ଅମୃତା ଫଡନବିଶ ବୁଧବାର ଲୋକମତ ଆଓ୍ବାର୍ଡ କାର୍ଯ୍ୟକ୍ରମରେ ରାଜ ଠାକରେଙ୍କ ସାକ୍ଷାତକାର ନେଇଥିଲେ। ଅମୃତା ଫଡନବିଶଙ୍କ...

‘୨୨ ଦିନ ହେଲା ଭାଜପାରୁ କେହି ଆସି ନାହାନ୍ତି ଆମ ପାଖକୁ’, ଅଭିଯୋଗ ଆଣିଲେ ମହିଳା ରେସଲର, ମହିଳା ଏମପିଙ୍କୁ ଲେଖିବେ ଚିଠି

ନୂଆଦିଲ୍ଲୀ,୧୪।୫: ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ମହିଳା ରେସଲରଙ୍କ ଆଖିରେ ପୁଣିଥରେ ଲୁହ ଦେଖିବାକୁ ମିଳିଛି। ଏହି ମହିଳା ରେସଲରମାନେ ଭାରତୀୟ କୁସ୍ତି ମହାସଂଘର...

ରିୟାଙ୍କ ଜାମିନ ଆବେଦନ ଖାରଜ, ଜେଲ୍‌ରେ ରହିବେ ଭାଇ, ଭଉଣୀ

ମୁମ୍ବାଇ,୧୧।୯: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଡ୍ରଗ୍ସ ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ୬ ଅଭିଯୁକ୍ତ...

Advertisement
Archives

Model This Week