Posted inଜାତୀୟ

ଭାରତଠାରୁ କେହି ଇଞ୍ଚେ ଜମି ନେଇପାରିବନି: ମୋଦି

ନୂଆଦିଲ୍ଲୀ,୧୯ା୬-ଭାରତ ସୀମା ମଧ୍ୟରେ ଚାଇନା ପ୍ରବେଶ କରିନାହିଁ କିମ୍ବା କୌଣସି ଘାଟିକୁ ଦଖଲ କରିନାହିଁ। ଭାରତଠାରୁ କେହି ଇଞ୍ଚେ ବି ଜମି ନେଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଶେଷରେ ଗଣମାଧ୍ୟମକୁ କହିଛନ୍ତି। ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। କିନ୍ତୁ ଭାରତ ମାତା ପ୍ରତି ଯେଉଁମାନେ ଦୁଃସାହସ ପ୍ରଦର୍ଶନ କରିଥିଲେ ସେମାନେ ଶିକ୍ଷା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଭାରତ ପାଖରେ ଯେଉଁ ସାମର୍ଥ୍ୟ ରହିଛି, କେହି ଆମର ଇଞ୍ଚେ ହେଲେ ବି ଜମି ଉପରେ ଆଖି ପକାଇବାକୁ ସାହସ କରିବ ନାହିଁ। ଏକସଙ୍ଗେ ଏକାଧିକ କ୍ଷେତ୍ରରେ ପହଞ୍ଚତ୍ବାର ସାମର୍ଥ୍ୟ ଭାରତ ପାଖରେ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସୀମା ପ୍ରସଙ୍ଗରେ ସବୁ ଦଳ ସରକାରଙ୍କ ପଛରେ ରହିଥିବା ସର୍ବଦଳୀୟ ବୈଠକରେ ମତ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶବ ସଂରକ୍ଷଣ ଗୃହରେ ଥିଲା ମୃତଦେହ: ଓଠ, କାନ ଖାଇଗଲେ ମୂଷା, ପରେ ଘଟିଲା ଏମିତି…

ଅମୃତସର,୨ା୮: ପଞ୍ଜାବର ମୋହାଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଡେରାବସିସ୍ଥିତ ଇଣ୍ଡସ୍‌ ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତଦେହରୁ ଓଠ ଏବଂ କାନକୁ ମୂଷା...

ଏବେ ସମାନ ନାଗରିକ ସଂହିତା ପାଳି

ନୂଆଦିଲ୍ଲୀ,୧୦।୧୧: ଭାଜପାର ନିର୍ବାଚନ ପ୍ରତିଶ୍ରୁତି ପାଳନ ଧାରା ଜାରି ରହିଛି। ତିନି ତଲାକ୍‌ ପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଥିଲା। ଏହାପରେ ଅଯୋଧ୍ୟା ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ...

ରାସ୍ତାରେ ବାଇକ୍‌ ଷ୍ଟଣ୍ଟ୍‌ କରୁଥିଲେ ଯୁବତୀ: ଆଉ ତା’ପରେ

ସୁରତ,୧୦।୩: ଜନବହୁଳ ରାସ୍ତାରେ ବାଇକ୍‌ ଷ୍ଟଣ୍ଟ୍‌ କରି ଗିରଫ ହୋଇଛନ୍ତି ସୁରତର ଜଣେ ଯୁବତୀ। ସୁରତର ରାସ୍ତାରେ ଯୁବତୀ ଜଣଙ୍କ ବିନା ହେଲମେଟ୍‌ରେ ବାଇକ୍‌ ଷ୍ଟଣ୍ଟ...

ଭାରତର ଚାଇନାକୁ ବଡ ବାର୍ତ୍ତା! ଲଦ୍ଦାଖର ନ୍ୟୋମାରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ଫାଇଟର ଏୟାରଫିଲ୍ଡ

ନୂଆଦିଲ୍ଲୀ,/ବେଜିଂ,୧୦।୯: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ ମଧ୍ୟରେ ଭାରତ ଚାଇନାକୁ ଏକ ବଡ ବାର୍ତ୍ତା ଦେଇଛି। ଲଦ୍ଦାଖର ନ୍ୟୋମା ଠାରେ ଭାରତ...

କାଉଡିଆଙ୍କ ଉପରେ ଫୁଲ ବର୍ଷା କଲେ ପୋଲିସ କର୍ମୀ

ମୁଜାଫରପୁର,୨୭।୭: ଶ୍ରାବଣ ମାସରେ ଶିବଭକ୍ତମାନେ ଶିବଙ୍କୁ ଜଳଲାଗି କରିବାକୁ କାଉଡି ଯାତ୍ରାରେ ବାହାରିଥାଆନ୍ତି। ଚଳିତ ବର୍ଷ ମଧ୍ୟ ଗତବର୍ଷ ପରି ଏହି କାଉଡିଆଙ୍କ ପାଇଁ ସ୍ବତନ୍ତ୍ର...

ଉଦ୍ଧବଙ୍କ କାର୍ଯ୍ୟାନୁଷ୍ଠାନ: ବିଦ୍ରୋହୀ ମନ୍ତ୍ରୀଙ୍କଠାରୁ କାଢି ନେଲେ ବିଭାଗ

ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଥମୁନି। ସୋମବାର ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ...

କର୍ନାଟକ ଯାତ୍ରା ରଦ୍ଦ କଲେ ଶାହା

ନୂଆଦିଲ୍ଲୀ,୫।୫: ମଣିପୁରରେ ଉପୁଜିଥିବା ହିଂସା ପରେ ସେଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଏହା ଉପରେ ନଜର ରଖିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ଏବେ ଲାଇଭ ପଢ଼ିହେବ ସୁପ୍ରିମ୍‌କୋର୍ଟଙ୍କ ପ୍ରକ୍ରିୟା, ସିଜେଆଇ କଲେ ଶୁଭାରମ୍ଭ…

ନୂଆଦିଲ୍ଲୀ,୨୧।୨ : ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟଙ୍କର ପ୍ରକ୍ରିୟାର ଲାଇଭ ଟ୍ରାନ୍ସକ୍ରିପ ମଙ୍ଗଳବାର କରାଯାଇଛି। କୃତ୍ରିମ ବୁଦ୍ଧି ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ...

Advertisement
Archives

Model This Week