Posted inଜାତୀୟ

ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା; ଆତ୍ମହତ୍ୟା କରିଛନ୍ତି ଚାଷୀ: ପ୍ରିୟଙ୍କା

ସହାରନପୁର,୯।୩: ଉତ୍ତରପ୍ରଦେଶ ଭାଜପା ସରକାରଙ୍କୁ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟାଗେର୍ଟ କରିଛନ୍ତି। ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା ଯୋଗୁ ସାହରନପୁରରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସେ ଟୁଇଟ କରି କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଗତ ୩ ବର୍ଷ ଧରି ରାଜ୍ୟରେ ସାଧାରଣ ଲୋକଙ୍କୁ ଠକି ଚାଲିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀଙ୍କ ଉପରେ ଏକ ଲକ୍ଷ ୪୦ ହଜାର ଟଙ୍କାର ଋଣଥିଲା। ତେବେ ବ୍ୟାଙ୍କ ସମ୍ପୃକ୍ତ ଚାଷୀଙ୍କୁ ହଇରାଣ କରିବାରୁ ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଏହି କଥାବର୍ତ୍ତା ସମୟରେ ଉଭୟ ନେତା କହିଛନ୍ତି...

ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: ଶିଜାନଙ୍କୁ ଜାମିନ

ନୂଆଦିଲ୍ଲୀ,୪।୩: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ବନ୍ଧୁ ଶିଜାନ ଖାନଙ୍କୁ ଜାମିନ ମିଳିଛି। ମହାରାଷ୍ଟ୍ର କୋର୍ଟ ତାଙ୍କୁ ଶନିବାର ଜାମିନ ପ୍ରଦାନ କରିଥିବା...

କେରଳରେ ୫ମ ମଙ୍କିପକ୍ସ ମାମଲା ଚିହ୍ନଟ

ଥିରୁଭାନ୍ତପୁରମ,୨।୮: କରୋନା ଭାଇରସ୍‌ ପ୍ରକୋପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ବର୍ତ୍ତମାନ ମଙ୍କିପକ୍ସ ସଂକ୍ରମଣ ଲୋକଙ୍କ ଚିନ୍ତା ବଢ଼ାଇଛି। ଇତିମଧ୍ୟରେ ମଙ୍ଗଳବାର...

ଏମିତି କ’ଣ ହେଲା ଯେ, ଗତ ୩ମାସରୁ ଲୋକେ ମଦ ପିଇବା କମ୍‌ କରିଦେଇଛନ୍ତି

ନୂଆଦିଲ୍ଲୀ,୩୦।୪: ଗତ ୩ମାସରୁ ଏମିତି କ’ଣ ହେଲା ଯେ ଲୋକେ ମଦ ପିଇବା କମ୍‌  କରିଦେଇଛନ୍ତି। ବାସ୍ତବରେ ଲୋକମାନେ ମଦରୁ ନିଜେ ପିଛା ଛଡ଼େଇନାହାନ୍ତି ବରଂ...

ମୋଦିଙ୍କ ଯୋଜନା ଗୁଜରାଟରେ ପ୍ରତ୍ୟାଖ୍ୟାତ

ଅହମ୍ମଦାବାଦ/ନୂଆଦିଲ୍ଲୀ,୧୨ା୮ : ଭାଜପା ଶାସିତ ଗୁଜରାଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ)କୁ ଶକ୍ତ ଝଟ୍‌କା ଲାଗିଛି। ଗୁଜରାଟ ଏହି ମହତ୍ତ୍ୱାକାଂକ୍ଷୀ ଶସ୍ୟ ବୀମା ଯୋଜନାକୁ ଅତ୍ୟଧିକ...

‘ ଦିନେ ମୋଦିଙ୍କ ନାମରେ ନାମିତ ହେବ ଭାରତ ’

କୋଲକାତା,୮।୩ : ନିଜ ନାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମକରଣ କରିଛନ୍ତି। କୋଭିଡ୍‌-୧୯ ଭାକ୍ସିନ ପ୍ରମାଣପତ୍ରରେ ନିଜ ଫଟୋ ଛପାଇଛନ୍ତି। ନିଜ ଫଟୋକୁ ଇସ୍ରୋ...

ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ମିଠା ଆଦାନ ପ୍ରଦାନ…

ନୂଆଦିଲ୍ଲୀ, ୧୪।୮ : ଭାରତ ଏବଂ ପାକିସ୍ତାନ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୂୁଛନ୍ତି। ଏହା ସହିତ ଉଭୟ ଦେଶ ୭୬ ତମ ସ୍ବାଧୀନତା...

ଡେମ୍‌ଚୋକ୍‌ରେ ଚାଇନା କରି ନାହିଁ ଅନୁପ୍ରବେଶ: ଭାରତୀୟ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୩।୭: ଚାଇନା ସୈନ୍ୟ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଦ୍ଦାଖର ଡେମ୍‌ଚୋକ୍‌ ସେକ୍ଟରରେ ଅନୁପ୍ରବେଶ କରି ନାହାନ୍ତି ବୋଲି ଭାରତୀୟ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌...

Advertisement
Archives

Model This Week