Odisha Elections 2024
Posted inଜାତୀୟ

ଭାଜପା ଶିବିରରେ ଜ୍ୟୋତିରାଦିତ୍ୟ: ରାଜ୍ୟ ସଭା ପାଇଁ ଶୁକ୍ରବାର କରିବେ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ,୧୧।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପସ୍ଥିତ ଥିଲେ। ସେ ଶୁକ୍ରବାର ଭାଜପା ପକ୍ଷରୁ ମଧ୍ୟପ୍ରଦେଶରୁ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କୁହାଯାଉଛି। ଏହାପରେ ଭାଜପାର କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟଙ୍କୁ ସାମିଲ୍‌ କରାଯିବାର ଯୋଜନା ରହିଛି। କଂଗ୍ରେସ ଛାଡ଼ିବାର ୨୭ ଘଣ୍ଟା ପରେ ସେ ଭାଜପାରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଜ୍ୟୋତିରାଦିତ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ଆସନ କାହିଁକି ଚାହୁଁଛି ଭାଜପା? ଥରୁର କଲେ ବଡ ଦାବି

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ୨୦୨୪ର ଛଅଟି ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ସମସ୍ତ ଦଳ ଅନ୍ତିମ ଅର୍ଥାତ୍‌ ସପ୍ତମ ପର୍ଯ୍ୟାୟ ନିର୍ବାଚନର ପ୍ରସ୍ତୁତିରେ ବ୍ୟସ୍ତ...

ଭାଜପାକୁ ମିଳିବ ୨୦୦ ଆସନ, ସେଥିପାଇଁ…: ସଲମାନ କୁର୍ଶିଦଙ୍କ ଆକଳନ

ନୂଆଦିଲ୍ଲୀ,୨୮।୫: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ କୁର୍ଶିଦ ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ନେଇ ଏକ ବଡ଼ ଭବିଷ୍ୟବାଣୀ...

ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଆସନ୍ତ ଜୁନ୍‌ ୧ ଭୋଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ...

କେଜ୍‌ରିଓ୍ବାଲ୍‌ ଜେଲ୍‌ ଯିବାକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୮:ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପଥର ଖଣି ଧସି ୧୦ ମୃତ

ଆଇଜଲ,୨୮।୫: ମଙ୍ଗଳବାର ମିଜୋରାମର ଏକ ପଥର ଖଣିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜ୍ୟର ଆଇଜଲ ଜିଲାରେ ଏକ ପଥର ଖଣି ଭୁଶୁଡ଼ିବା ପରେ...

ସୁପ୍ରିମକୋର୍ଟରୁ କେଜରିଓ୍ବାଲଙ୍କୁ ଝଟକା

ନୂଆଦିଲ୍ଲୀ,୨୮।୫: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଝଯକା ଲାଗିଛି। ଜଷ୍ଟିସ ଏ ଏସ ଓକଙ୍କ ନେତୃତ୍ୱରେ ଏକ ବେଞ୍ଚ କେଜରିୱାଲଙ୍କ ସ୍ବାସ୍ଥ୍ୟ ଯାଞ୍ଚ...

ପ୍ରକାଶ ପାଇଲା ଅଗ୍ନିବୀର ନିଯୁକ୍ତି ପରୀକ୍ଷା ଫଳାଫଳ, ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୮।୫: ଭାରତୀୟ ସେନା ଅଗ୍ନିବୀର କମନ ଏଣ୍ଟ୍ରାସ୍‌ ଟେଷ୍ଟ ୨୦୨୪ର ଫଳାଫଳ ପ୍ରକାଶ କରିଛ। ରାଜସ୍ଥାନର ବିଭିନ୍ନ ସେନା ନିଯୁକ୍ତି କାର୍ଯ୍ୟାଳୟ ପାଇଁ ଏହି ଫଳାଫଳ...

ଜୁନ ୪ ନବୀନ ସରକାରଙ୍କ ଏକ୍ସପାଏରୀ ଡେଟ୍‌: ମୋଦି

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୪: ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri