ଭାଇରାଲ ହେଉଛି ବିଗ୍‌ ବିଙ୍କ ଫନି ଟିକ୍‌ଟକ୍‌ ଭିଡିଓ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ନିକଟରେ ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏମିତି ଏକ ଭିଡିଓ ଅପଲୋଡ କରିଛନ୍ତି ଯାହାକୁ ଦେଖିଲେ ନ ହସିବା ଲୋକେ ବି ହସି ପକାଇବେ। ଉକ୍ତ ଭିଡିଓରେ ଜଣେ କ୍ୟାମେରାମ୍ୟାନ ଏକ ରନିଂ କମ୍ପିଟିଶନର ଶୁଟିଂ କରୁଥିବା ଦେଖାଯାଇଛି। ହେଲେ କ୍ୟାମେରାମ୍ୟାନ ଜଣଙ୍କ ଏତେ ଜୋର୍‌ ଦୌଡୁଛନ୍ତି ସେ ଶେଷରେ ଆଥଲେଟଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ଭିଡିଓଟି ବିଗ୍‌ ବିଙ୍କୁ ଏମିତି ପସନ୍ଦ ଆସିଛି ଯେ ସେ ଏହାକୁ ଶେୟାର କରିବା ସହ ଲେଖିଛନ୍ତି ପ୍ରକୃତରେ ପୁରସ୍କାର ବିଜେତା ଆଥେଲେଟଙ୍କୁ ନୁହେଁ କ୍ୟାମେରାମ୍ୟାନଙ୍କୁ ମିଳିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଘରେ ବସି ବୋର୍‌ ହେଲେଣି ସୋନମ

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସବୁବେଳେ ସକ୍ରିୟ। ପ୍ରତିଦିନ ସେ କିଛି ନା କିଛି ଫଟୋ ଶେୟାର କରିଥାନ୍ତି। ଏବେ କିନ୍ତୁ...

କପିଲ ଶର୍ମା ଶୋ’ର କୋଟିପତି କମେଡିଆନ୍‌

ବମ୍ବେ: ଟେଲିଭିଜନ ଜଗତର ଲୋକପ୍ରିୟ ଶୋ’ ମଧ୍ୟରୁ ‘ଦ କପିଲ ଶର୍ମା ଶୋ’ ଅନ୍ୟତମ। ସେଲିବ୍ରିଟିମାନଙ୍କ ଗପ୍‌ସପ୍‌ ସାଙ୍ଗକୁ କମେଡିଆନ୍‌ମାନଙ୍କ ମଜାକଥା ଦର୍ଶକଙ୍କ ମନ ଜିଣେ।...

ଅଭ୍ୟାସରେ ମନ

‘ଦବଙ୍ଗ’ ଗର୍ଲ ସୋନାକ୍ଷୀ ସିହ୍ନା ନିକଟରେ ଏକ ନୂଆ ସିନେମା ସାଇନ୍‌ କରିଛନ୍ତି। ଖାସ୍‌ କଥା ହେଲା, ଏହି ଫିଲ୍ମରେ କାହାଣୀ ବ୍ୟତୀତ ଗୀତକୁ ଅଧିକ...

ଜୁନ୍‌ରେ ବିବାହ କରିବେ ଅର୍ଜ୍ଜୁନ-ମଲାଇକା!

ମୁମ୍ବାଇ: ବଲିଉଡ୍‌ ନାୟିକା ମଲାଇକା ଆରୋରା ଓ ଅଭିନେତା ଅର୍ଜ୍ଜୁନ କପୁରଙ୍କ ବିବାହକୁ ନେଇ ଅନେକଥର ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଛି। ତେବେ ଏମାନଙ୍କ...

ପ୍ରେମ ସମ୍ପର୍କ ବିଷୟରେ ସବୁ ଜାଣି ମଧ୍ୟ ଏହି ଅଭିନେତାଙ୍କୁ ଛାଡି ନ ଥିଲେ ସ୍ତ୍ରୀ

ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି...

ରେଷ୍ଟୁରାଣ୍ଟରୁ ବାହାରୁଥିବା ବେଳେ ଦୀପିକାଙ୍କ ପର୍ସ ଛଡ଼ାଇନେବାକୁ ଚେଷ୍ଟାକଲେ ମହିଳା: ଆଉ ତାପରେ…

କଳାକାରଙ୍କ ଲୋକପ୍ରିୟଙ୍କା ଅନେକ ସମୟରେ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ। ଏମିତି କିଛି ଘଟଣା ଘଟିଛି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ। ନିକଟରେ ଦୀପିକା...

ନିର୍ବନ୍ଧରେ ଐଶ୍ୱର୍ଯ୍ୟାଙ୍କୁ ମିଳିଥିଲା ଦାମୀ ମୁଦି, ମୂଲ୍ୟ ଜାଣିଲେ…

ବଲିଉଡ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ତେବେ ଆଜି ଆପଣଙ୍କୁ ସେମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ,...

ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଜୁବିନ !

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ। ଟେଲିଭିଜନ ତଥା ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ନିକିତା ଦତ୍ତାଙ୍କ ସହ ତାଙ୍କର ସମ୍ପର୍କ ଥିବା...

Advertisement
Archives

Model This Week