ଭାଇରାଲ ହେଉଛି ବିଗ୍‌ ବିଙ୍କ ଫନି ଟିକ୍‌ଟକ୍‌ ଭିଡିଓ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ନିକଟରେ ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏମିତି ଏକ ଭିଡିଓ ଅପଲୋଡ କରିଛନ୍ତି ଯାହାକୁ ଦେଖିଲେ ନ ହସିବା ଲୋକେ ବି ହସି ପକାଇବେ। ଉକ୍ତ ଭିଡିଓରେ ଜଣେ କ୍ୟାମେରାମ୍ୟାନ ଏକ ରନିଂ କମ୍ପିଟିଶନର ଶୁଟିଂ କରୁଥିବା ଦେଖାଯାଇଛି। ହେଲେ କ୍ୟାମେରାମ୍ୟାନ ଜଣଙ୍କ ଏତେ ଜୋର୍‌ ଦୌଡୁଛନ୍ତି ସେ ଶେଷରେ ଆଥଲେଟଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ଭିଡିଓଟି ବିଗ୍‌ ବିଙ୍କୁ ଏମିତି ପସନ୍ଦ ଆସିଛି ଯେ ସେ ଏହାକୁ ଶେୟାର କରିବା ସହ ଲେଖିଛନ୍ତି ପ୍ରକୃତରେ ପୁରସ୍କାର ବିଜେତା ଆଥେଲେଟଙ୍କୁ ନୁହେଁ କ୍ୟାମେରାମ୍ୟାନଙ୍କୁ ମିଳିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ନେଇ ଖୁସି ନାହାନ୍ତି ରାକ୍ଷୀ, ଭିଡିଓ ଶେୟାର କରି କହିଲେ,‘ବିବାହ କରିବା ଉଚିତ ନୁହେଁ’

ବମ୍ବେ: ସବୁବେଳେ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ନିକଟରେ ସେ ବିବାହ କରିଥିବା କଥା ସାମ୍ନାକୁ ଆସିଥିଲା। ସେ ବେକରେ...

ସୁଶାନ୍ତଙ୍କ ପ୍ରଥମ ପୁଣ୍ୟତିଥିରେ ଘରେ ପୂଜା କଲେ ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଭେଟେରାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆଜି ପ୍ରଥମ ପୁଣ୍ୟତିଥି। ଜୁନ ୧୪ ୨୦୨୦ରେ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ।...

ବନ୍ଧୁଙ୍କ ପାଇଁ ଘର ବନ୍ଧା ପକାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ନାନା ପାଟେକର ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୧ ଜାନୁଆରୀ ୧ରେ ସେ ମହାରାଷ୍ଟ୍ରର ମୁରୁଦରେ ଜନ୍ମଗ୍ରଣ କରିଥିଲେ। ନାନା ପାଟେକର...

କ୍ଷମା ମାଗିଲେ ବିଗ୍‌ ବି

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବିଗ ବି ପ୍ରାୟତଃ ପ୍ରଶଂସକଙ୍କ ସହିତ ତାଙ୍କ ଜୀବନ ସହିତ ଜଡିତ ଅନେକ ପ୍ରସଙ୍ଗ...

ପରଦାରେ ଏମିତି ସିନ୍‌ କରିଥିଲେ ମାଧୁରୀ, ଯାହାକୁ ନେଇ ଆଜି ବି ଅନୁତପ୍ତ

ମାଧୁରୀ ଦୀକ୍ଷିତ ଖାଲି ଧକ୍‌ଧକ୍‌ ଗାର୍ଲ ନୁହନ୍ତି, ତାଙ୍କର ପ୍ରତି ଫିଲ୍ମରେ ରହିଛନ୍ତି କୋଟି କୋଟି ପ୍ରଶଂସକ। ମାଧୁରୀଙ୍କ ଅଭିନୀତ ଫିଲ୍ମ ଦେଖିଲେ ଯେ କେହି...

ଜାଣନ୍ତୁ ‘ଏକ୍‌ ଭିଲେନ୍‌ ରିଟର୍ନସ’ ପାଇଁ କେଉଁ ଷ୍ଟାର୍‌କାଷ୍ଟ କେତେ ଫି ନେଇଛନ୍ତି

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ତେବେ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଏଥିରେ...

ତୁଟିଲା ୧୯ ବର୍ଷର ସମ୍ପର୍କ, ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ଅଭିନେତ୍ରୀ

ବମ୍ବେ: ବିବାହର ୧୯ ବର୍ଷ ପରେ ହେଲା ବାଟ ଅଲଗା। ଆମେ କଥା ହେଉଛୁ ‘ଭାବିଜୀ ଘର ପେ ହୈ’ର ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେଙ୍କ ବିଷୟରେ।...

‘ସୋସିଆଲ ମିଡିଆ ବିନା ମୁଁ ଭଲ ଅଛି’

ମୁମ୍ବାଇ: ପ୍ରଶଂସକମାନେ ଦୀର୍ଘଦିନ ଧରି ଅଭିନେତା ରଣବୀର କପୁରଙ୍କ ଇନ୍‌ଷ୍ଟାଗ୍ରାମ ଡେବ୍ୟୁକୁ ଅପେକ୍ଷା କରି ରହିଛନ୍ତି। କରଣ ଜୋହର କହିଛନ୍ତି, ରଣବୀର ସୋସିଆଲ ମିଡିଆରେ ଅଛନ୍ତି...

Advertisement
Archives

Model This Week