ଭାଇରାଲ ହେଉଛି ଦିଶାଙ୍କ ବୋଲ୍ଡ ଲୁକ୍‌

ବମ୍ବେ: ଅଭିନୟ ସାଙ୍ଗକୁ ନିଜର ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ସେଥିପାଇଁ ତ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ହଟ୍‌ ଫଟୋକୁ ଶେୟାର କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏବେ ଦିଶା ନିଜ ଆକାଉଣ୍ଟରେ କଳା ବିକିନି ପିନ୍ଧି ଏକ ଫଟୋ ପୋଷ୍ଟ କରିଛନ୍ତି। ପୁଲ୍‌ ନିକଟରେ ଉଠାଯାଇଥିବା ଏହି ଫଟୋଟିରେ ସେ ଅଧିକ ବୋଲ୍ଡ ଲାଗୁଛନ୍ତି। ଶେୟାର କରିବାର କିଛି ସମୟ ମଧ୍ୟରେ ଏହା ଭାଇରାଲ ହେବାରେ ଲାଗିଛି। ତେବେ ଦିଶା ଏବେ ଥାଇଲାଣ୍ଡରେ ଛୁଟି କଟାଉଛନ୍ତି। ଏହି ସମୟର ଅନେକ ଫଟୋ ସେ ନିଜ ସୋସିଆଲ ପୃଷ୍ଠାରେ ଶେୟାର କରୁଛନ୍ତି।

 

View this post on Instagram

 

🦋

A post shared by disha patani (paatni) (@dishapatani) on


ଜିମ୍‌ ଲୁକ୍‌ ହେଉ ଅଥବା ଶୁଟିଂର, ସବୁବେଳେ ଦିଶାଙ୍କ ଫଟୋ ଭାଇରାଲ ହୋଇଥାଏ। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଟାଇଗରଙ୍କ ସହ ସମ୍ପର୍କକୁ ନେଇ ଲାଇମ୍‌ଲାଇଟ୍‌ରେ ରହୁଛନ୍ତି। ଆଗାମୀ ଦିନରେ ଆଦିତ୍ୟ ରୟ କପୁରଙ୍କ ସହ ଫିଲ୍ମ ମଲଙ୍ଗରେ ସେ ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ମୋହିତ ସୁରୀ। ଫିଲ୍ମଟି ଏକ ରୋମାଣ୍ଟିକ୍‌ ଥ୍ରିଲର। ଫେବୃଆରୀ ୨୦୨୦ରେ ଏହା ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

‘କାନ୍ତାରା-୨’ରେ ନଜର ଆସିବେ କି ଉର୍ବଶୀ? ଜାଣନ୍ତୁ କ’ଣ କହିଲେ ରିଷଭ ଶେଟ୍ଟୀ

ମୁମ୍ବାଇ: ଅଭିନେତା-ନିର୍ଦ୍ଦେଶକ ରିଷଭ ଶେଟ୍ଟୀଙ୍କ ଚଳଚ୍ଚିତ୍ର ‘କାନ୍ତାରା’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରର ସଫଳତା ପରେ ରିଷବ ଶେଟ୍ଟୀ ପାନ ଇଣ୍ଡିଆ ମାନ୍ୟତା...

୭ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ରିୟା: ଲେଖିଲେ ଏମିତି ବାର୍ତ୍ତା

ଆଜି ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ବଲିଉଡ ତାରକାମାନେ ମଧ୍ୟ ମହିଳାଙ୍କ ପାଇଁ ପୋଷ୍ଟ ଶେୟାର କରି ଏହି ବିଶେଷ ଦିନରେ...

ରିଲିଜ ହେଲା ‘ଅନ୍ତିମ’

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଲମାନ୍‌ ଖାନ୍‌ ଓ ଆୟୁଷ ଶର୍ମାଙ୍କ ଅଭିନୀତ ‘ଅନ୍ତିମ୍‌’(ଦ ଫାଇନାଲ୍‌ ଟ୍ରୁଥ୍‌)ର ଟ୍ରେଲର ରିଲିଜ ହୋଇଛି। ମହେଶ ମଞ୍ଜରେକାଙ୍କ ନିର୍ଦ୍ଦେଶିତ ଏହି...

କାହାକୁ ବଲିଉଡ୍‌ର ସେକ୍ସି ଅଭିନେତ୍ରୀ କହିଥିଲେ ଅକ୍ଷୟ ଖାନ୍ନା

ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା...

କିଏ ଦହି ତ ଆଉ କିଏ ନଡିଆ ତେଲ, ଏମିତି କେଶର ଯତ୍ନ ନିଅନ୍ତି ୭ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀଙ୍କ ସୁନ୍ଦର କେଶ ପ୍ରାୟତଃ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଅଭିନେତ୍ରୀ ନିଜ ଶରୀର ସହିତ କେଶର ବିଶେଷ ଯତ୍ନ ନିଅନ୍ତି। ଅଧିକାଂଶ ଅଭିନେତ୍ରୀମାନେ କେଶକୁ...

ଦୀପିକାଙ୍କ ଭଳି ଅବିକଳ ଚେହେରା

ବମ୍ବେ: ନାମ ରିଜୁତା ଘୋଷ ଦେବ। ହେଲେ ଦେଖିବାକୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନଙ୍କ ଭଳି ହୋଇଥିବାରୁ ଏବେ ଚର୍ଚ୍ଚାରେ ସେ। ଲୋକେ ତାଙ୍କୁ ଦୀପିକାଙ୍କ...

ଅଙ୍ଗ ଦାନ କରିବେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ଯୋଡି ହୋଇ ରହିଥାନ୍ତି। ଅନେକ ସମୟ ନିଜ ଫଟୋ ଶେୟାର...

ଆଖିରୁ ଲୁହ ଗଡ଼ାଇ ଟ୍ରୋଲ୍‌ ହେଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ସିଙ୍ଗର୍‌ ନେହା କକ୍କର ଏବେ ଚର୍ଚ୍ଚାରେ ଅଛନ୍ତି। ଛୋଟ ପରଦାରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ...

Advertisement
Archives

Model This Week