ଭତା ପାଏଲେ ଦୁଇ ଦିବ୍ୟାଙ୍ଗ ବହେନ୍‌

ଲୋଇସିଂହା,୧୩।୭(ଡି.ଏନ୍‌.ଏ): – ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ସଦର ଗଁ। ର ଦୁଇ ଦିବ୍ୟାଙ୍ଗ ବହେନ୍‌ ଚାର ଭୋଇ(୪୫) ଆର ସୁଦ୍ରା(୪୦)। ବ୍ଲକ ପରଶାସନ ତରଫୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରି ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡ଼ିଆ ସେମାନକୁ ଗୁଟେ ମାସର ଭତା ଦେଇଛନ୍‌। ଭତା ଟଁକା ପାଏଲା ଉତାରୁ ଦୁଇ ବହେନ୍‌ ଖୁସିରେ ଗଦ୍‌ଗଦେଇ ଯାଇଥିଲେ।
ପୂରବର ସୂଚନା ହିସାବେ ବାଦିବାହାଲ ଗଁ। ର ବେହେରା ପଡ଼ାର ଅମର ଭୋଇ (୯୦)। ୧୫ ବଛର ଆଗରୁ ତାକର ମାଏକିନାର ମୁରତୁ ହେଇଛେ। ବୁରୁଧ୍‌ ଅମର ବଏସ୍‌ ଅଧ୍‌କା ହେବାର ଲାଗି ଏହେଦ୍‌କା ଅପାରୁ ହେଇଯାଇଛନ୍‌। ଇଆଡ଼େ ଦୁଇ ଦିବ୍ୟାଙ୍ଗ ଝି’ ଚାର ଆର ସୁଦ୍ରା କେହେନ୍‌ସି କାମ୍‌ବୁତା ନାଇଁ କରିପାରବାର। ଇଆଡ଼େ ଇ ଦୁଖି ପରିବାର ଆଏଜ୍‌ତକ ସରକାରକଁର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଦିବ୍ୟାଙ୍ଗ ଦୁଇ ବହେନ୍‌ ଚାର ଆର ସୁଦ୍ରା ଭତା ଯୋଜନାରୁ ବଁଚିତ୍‌ ହେଇ ରହିଥିଲେ। ଇ ବାବ୍‌ଦେ ଗଲା ୭ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ବୁରୁଧ୍‌କଁର ଉପରେ ଦୁଇ ଦିବ୍ୟାଙ୍ଗ ଝି’ର ବୋଝ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ କେତେ ସାମାଜିକ ସଂଗଠନ, ନିରବାଚିତ ଜନ ପରତିନିଧି ଆର ପରଶାସନ ତତ୍‌ପରତା ଦେଖେଇଥିଲେ। ଗୁରୁବାର ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ବାଦିବାହାଲ ଗଁାର ଦୁଇ ଦିବ୍ୟାଙ୍ଗ ବହେନ୍‌କେ ଯେତେ ଜଲଦି ହେବା ଭତା ଯୋଜନାରେ ସାମିଲ କରବାକେ ବିଡିଓ ରାମଚନ୍ଦ୍ର ଖାଡ଼ିଆକୁଁ ନିରଦେଶ ଦେଇଥିଲେ। ଶୁକୁରବାର ବାଦିବାହାଲର ଯୁବମୋର୍ଚ୍ଚା ସଦସ୍ୟ ସୁନୀଲ ଦାସ, ଗୋପବନ୍ଧୁ ବଗର୍ତ୍ତି ଆର ମାହେଶ୍ୱରୀ ସଂଗଠନର କରମକରତାକଁର ଉପସ୍ଥିତିରେ ଦୁଇ ଦିବ୍ୟାଙ୍ଗ ବହେନ୍‌କେ ବିଡିଓ ଖାଡ଼ିଆ ପହେଲା ମାସର ଭତା ଦେଇଥିଲେ। ଇ ଦୁଖି ପରିବାରକେ ଯେତେ ଜଲଦି ହେବା ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ ଆର ପକାଘର ଖଁଡ଼େ ଯୁଗେଇ ଦେବାକେ ଦୁଇ ସଂଗଠନ୍‌ର କରମକରତା ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଡିଆଳ ସ୍ବୟଂଶାସିତ କଲେଜ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୭୮.୭୧ %

ଖଡିଆଳ,୩୧।୫(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ସ୍ବୟଂଶାସିତ କଲେଜର ଯୁକ୍ତ ୩ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ହୋଇଛି । ସମ୍ବଲପୁର...

ସମ୍ବଲପୁରରେ କଟକଣା ନ ମାନିଲେ ଜରିମାନା

ସମ୍ବଲପୁର,୭।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲାରେ କଟକଣା କଡାକଡି କରାଯାଇଛି। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବୁଧବାର ମାସ୍କ ଚେକିଂ କରାଯାଇଥିଲା। ଏହାସହ...

ଖାଉଟି ଅଦାଲତ ଅବମାନନା ମାମଲାରେ ବଲାଙ୍ଗୀର ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ଗିରଫ

ବଲାଙ୍ଗୀର ଅଫିସ,୧୪।୬: ବଲାଙ୍ଗୀର ଟାଉନଥାନା ପୋଲିସ ପକ୍ଷରୁ ଶୁକ୍ରବାର ବଲାଙ୍ଗୀର ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଗିରଫ କରାଯାଇଛି। ଏକ ଖାଉଟି ଅଦାଲତ ଅବମାନନା ମାମଲାକୁ ନେଇ ତାଙ୍କ...

ଚିକିତ୍ସା ଲାଗି ଟଁକା ବାଧକ:ଅଜନା ରୋଗ୍‌ରେ ବାପ୍‌ ଖଟେ, ପୁଓ ମାନ୍‌ସିକ ରୁଗୀ

ସିନାପାଲି, ୨୮।୬ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ବ୍ରାହ୍ମଣୀଗୁଡ଼ା ଗଁା। ସିନାପାଲି ସଦରନୁ ୧୨ କି.ମି. ଦୂରେ ରହିଥିବାର ଇ ଗଁାରେ ବାସ କରୁଛନ୍‌...

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ଟିଟଲାଗଡ଼,୨୦।୬(ଡି.ଏନ୍‌.ଏ.): ବଲାଙ୍ଗିର ଜିଲା ଟିଟଲାଗଡ଼ ବ୍ଲକ ଅନ୍ତର୍ଗତ ବାଗଡ଼େର ଗାମର ରାସ୍ତାକଡରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଘଣ୍ଟବାହାଲି ଗ୍ରାମର...

୧୧ ଟଙ୍କାରେ ମିଳିବ ଆମ୍ବୁଲାନ୍ସ ସେବା

ସମ୍ବଲପୁର,୨୧ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ବିଭିନ୍ନ ଅନୁଷ୍ଠାନ, ସମାଜିକ କର୍ମୀଙ୍କ ପକ୍ଷରୁ ଲୋକଙ୍କୁ ସହାୟତା କରାଯାଉଛି। ଏହି ଧାରାରେ ସାମିଲ ହୋଇଛି ସମ୍ବଲପୁରର ‘ସାଥୀ’ ଚାରିଟେବୁଲ...

ସହାୟତା ଦାବି କଲେ ଘରୋଇ ଗାଡି ଚାଳକ

ସମ୍ବଲପୁର,୧୯ା୪(ବ୍ୟୁରୋ)-ଲକ୍‌ଡାଉନର ପ୍ରଭାବ ଘରୋଇ ବସ୍‌, ଟ୍ରକ, କାର ଓ ସମସ୍ତ ଚାରିଚକିଆ ଯାନ ଚଲାଇଥିବା ଡ୍ରାଇଭରମାନଙ୍କ ଉପରେ ପଡିଛି । ଗାଡି ଚଳାଚଳ ବନ୍ଦ ହେବାରୁ...

ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଅଭାବ ଆଶଙ୍କା

ସମ୍ବଲପୁର,୨୬।୪(ବ୍ୟୁରୋ): ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟସେବା ଭଳି ଟିକାକରଣ...

Advertisement
Archives

Model This Week