ବେଡ୍‌ ଟି’ ପିଇବା ଅଭ୍ୟାସ ଅଛି କି? ହୋଇଯାଆନ୍ତୁ ସାବଧାନ

ଅନେକଙ୍କ ଅଭ୍ୟାସ ବିନା ବେଡ୍‌ ଟି’ରେ ସକାଳୁ ବିଛଣାରୁ ତଳକୁ ଓହ୍ଲାଇବେ ନାହିଁ। କିନ୍ତୁ ଏହା ଯେ ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ସେମାନେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିବେ। ଏକ ଗବେଷଣାରୁ ଜଣାପଡ଼ିଛି, ସକାଳୁ ସକାଳୁ ଉଠି ଖାଲିପେଟରେ ଚା’ ପିଇବା ଦ୍ୱାରା ପେପ୍ଟିକ୍‌ ଅଲସର୍‌ ସାଙ୍ଗକୁ ପେଟରେ ସଂକ୍ରମଣ ଆଶଙ୍କା ବଢ଼ିଯାଏ। ଏମିତିକି ଦାନ୍ତର କ୍ୟାଭିଟିଜ୍‌ ନଷ୍ଟ ହେବାର ସମ୍ଭାବନା ରହିଥାଏ। ବ୍ୟାକ୍ଟେରିଆ ବଢ଼ିବା ସହ ଦାନ୍ତ ମାଢ଼ିରେ କ୍ୟାନସର୍‌ ହୋଇପାରେ। ଏହାବ୍ୟତୀତ ଶରୀର ଆଇରନ୍‌କୁ ସଂଗୃହୀତ କରି ରଖିପାରେ ନାହଁି। ଏଣୁ ଶରୀରରେ ଆଇରନ୍‌ ଅଭାବ ଅନୁଭୂତ ହୁଏ। ଏଥିପାଇଁ ଏନିମିଆ ଭଳି ସମସ୍ୟା ସୃଷ୍ଟି ହୁଏ। କେବଳ ସେତିକି ନୁହେଁ, ବେଡ୍‌ ଟି’ ପିଇବା ଦ୍ୱାରା ପେଟରେ ଅମ୍ଳଦୋଷ ବୃଦ୍ଧିପାଏ। ଏହାଦ୍ୱାରା ଏସିଡିଟି ସମସ୍ୟା ଅହରହ ଲାଗି ରହିଥାଏ ଏବଂ ପାଚନ ତନ୍ତ୍ରର କାର୍ଯ୍ୟପ୍ରଣାଳୀ ଠିକ୍‌ ଭାବେ ହୋଇପାରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାର ଶେଷ

ନୂଆଦିଲ୍ଲୀ,୧୨ା୨: ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ, ଉତ୍ତରାଖଣ୍ଡ ଏବଂ ଗୋଆ ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ଟି...

ଓମାର ଅବଦୁଲ୍ଲାଙ୍କ ପ୍ରଶ୍ନ, ଇଡି-ସିବିଆଇ କଂଗ୍ରେସ ପାଇଁ ଭାଜପା ଏଜେଣ୍ଟ,ଏଏପି କ୍ଷେତ୍ରରେ ବିଶ୍ୱସନୀୟ…

ଶ୍ରୀନଗର, ୨୨।୮ : ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ସିବିଆଇ, ଇଡି ଏବଂ ଏନଆଇଏ ଭଳି କେନ୍ଦ୍ରୀୟ ଏଜେନ୍ସିର ଭୂମିକା ଉପରେ କଂଗ୍ରେସର ଦୋମୁହାଁ...

ମେଡିକାଲ କଲେଜରେ ସ୍ଥାନ ସଂରକ୍ଷରକୁ ନେଇ ମାୟାବତୀ କହିଲେ ଏହା ସରକାରଙ୍କ ନିର୍ବାଚନୀ ନିଷ୍ପତ୍ତି

ଲକ୍ଷ୍ନୌ,୩୦ ।୭: ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ଅଧ୍ୟକ୍ଷା ମାୟାବତୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମେଡିକାଲ କଲେଜରେ ଅଦର ବ୍ୟାକୱାର୍ଡ କ୍ଲାସେସ(ଓବିସି)ଙ୍କ ପାଇଁ ୨୭...

କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !

ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ...

୪ ଏୟାର ଲାଇନ ଉପରେ ଦିଲ୍ଲୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୮।୪: ମହାରାଷ୍ଟ୍ରରୁ ଦିଲ୍ଲୀ ଆସୁଥିବା ସମସ୍ତ ଯାତ୍ରୀଙ୍କ କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟକୁ ଯାଞ୍ଚ କରୁ ନାହାନ୍ତି ୪ ଏୟାର ଲାଇନ। ଏଥିଯୋଗୁ ଇଣ୍ଡିଗୋ, ବିସ୍ତାରା, ସ୍ପାଇସଜେଟ...

ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଆରମ୍ଭ ପ୍ରଧାନମନ୍ତ୍ରୀ ହେଲେ ସାମିଲ

ନୂଆଦିଲ୍ଲୀ,୨୪ ।୭: ଭାରତୀୟ ଜନତାପାର୍ଟି(ଭାଜପା) ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାଜପା ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମ।।ନ...

୨୦ରେ ଚନ୍ଦ୍ରକକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଅହମଦାବାଦ: ଭାରତର ଦ୍ୱିତୀୟ ମୁନ୍‌ ମିଶନ୍‌ ‘ଚନ୍ଦ୍ରୟାନ-୨’ ଅଗଷ୍ଟ ୨୦ରେ ଚନ୍ଦ୍ର କକ୍ଷରେ ପହଞ୍ଚତ୍ବା ଆଶା କରାଯାଉଛି। ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ...

ଟିଏମ୍‌ସି ମୁଖପାତ୍ର ଗିରଫ

ଜୟପୁର,୬।୧୨: ଗୁଜରାଟ ପୋଲିସ ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ନିକଟ ସାକେଟ ଗୋଖଲେଙ୍କୁ ଗିରଫ କରିଛି। ଗିରଫ ସମ୍ପର୍କରେ ସୂଚନା ଟିଏମସି...

Advertisement
Archives

Model This Week