ମୁମ୍ବାଇ,୨।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଉଦ୍ଧବ ଠାକରେ ବୁଲେଟ୍ ଟ୍ରେନ୍ ପରିଯୋଜନା ସହ ମହାରାଷ୍ଟ୍ରର ଅନ୍ୟ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ବୁଲେଟ୍ ଟ୍ରେନ୍ ପରିଯୋଜନାକୁ କୃଷକ ଓ ଅନୁସୂଚିତ ଜନଜାତି ବିରୋଧ କରୁଛନ୍ତି। କାରଣ ଏଥିରେ ସେମାନଙ୍କୁ ଜମି ହରାଇବାକୁ ପଡୁଛି। ହେଲେ ଏହାକୁ ସରକାର ଅଧିଗ୍ରହଣ କରୁଛନ୍ତି। ରବିବାର ରାତିରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ଉଦ୍ଧବ କହିଛନ୍ତି ଏହାର ସମୀକ୍ଷା ନିର୍ଦ୍ଦେଶ ଦିଆଯାଇଛି। କାରଣ ଏ ସରକାର ସାଧାରଣ ଜନତାଙ୍କ ସରକାର।
ପଞ୍ଚଭୂତରେ ଲୀନ ହେଲା ରାଜାଙ୍କ ପାର୍ଥିବ ଶରୀର, ଯୁବରାଜ ଦେବଦେବ ସିଂଦେଓଙ୍କ ରାଜାଭିଷେକ
ଖଡ଼ିଆଳ,୬ା୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ରାଜା ସ୍ବର୍ଗତ ଡ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କ ପାର୍ଥିବ ଶରୀର ସୋମବାର ନେହେନା ସୁନ୍ଦର ନଦୀ ରାଣୀଘାଟରେ...
ବେକାକୁ ହେଲାଣି ଇରାନ ହିଂସା, ଏବେ ପର୍ଯ୍ୟନ୍ତ ୩୫ ମୃତ
ତେହରାନ,୬।୧: ଇରାନରେ ଏକ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ହିଂସା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ହିଂସାତ୍ମକ ପ୍ରତିବାଦରେ ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ...
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ
ନୂଆଦିଲ୍ଲୀ,୬।୧: ପୂର୍ବତନ ଏମପି ଏବଂ ବରିଷ୍ଠ କଂଗ୍ରେସ ନେତା ସୁରେଶ କାଲମାଡିଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି। ସେ ମହାରାଷ୍ଟ୍ରର ପୁଣେରେ ଶେଷ ନିଶ୍ୱାସ...
ଶୀତରେ ଆସୁଛି ବଡ଼ ବର୍ଷା! ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ଭୁବନେଶ୍ୱର,୬ା୧: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ସମ୍ଭାବନା ରହିଛି । ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ...
ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା, ୨୪ ଘଣ୍ଟାରେ ଦ୍ୱିତୀୟ ଘଟଣା
ଢାକା,୬।୧: ବାଂଲାଦେଶରେ ଜଣେ ଦୋକାନ ମାଲିକଙ୍କ ପାଇଁ କାମ କରୁଥିବା ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ...
ଆଗକୁ ଆସିପାରନ୍ତି ନୂଆ ଆଇଏଏସ୍ ଅଫିସର, ଅନୁ ଗର୍ଗ…
ଭୁବନେଶ୍ୱର,୬ା୧(ସୁନିତ୍ ମିଶ୍ର): ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର ଅନୁ ଗର୍ଗ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିବା ପରେ କେତେଜଣ ବରିଷ୍ଠ ଆଇଏଏସ୍...
ଆସନ୍ତା ୩୦ ଦିନ ମଧ୍ୟରେ ଭେନେଜୁଏଲାରେ ହେବ ନିର୍ବାଚନ? ମାଦୁରୋ ଅଦାଲତରେ ହାଜର ହେବା ପରେ ଟ୍ରମ୍ପ କଲେ ବଡ଼ ଘୋଷଣା
ଓ୍ବାଶିଂଟନ,୬।୧: ଭେନେଜୁଏଲାରେ କ୍ଷମତା ପରିବର୍ତ୍ତନ ପରେ, ଆମେରିକା ସ୍ପଷ୍ଟ କରିଛି ଯେ ନିର୍ବାଚନ ତୁରନ୍ତ ଅନୁଷ୍ଠିତ ହେବ ନାହିଁ। ଆମେରିକା କହିଛି ଯେ ସାଧାରଣ ଜନତା...
ଏଇ ଭାରତରେ
ବେଆଇନ ଶିକାର ଯୋଗୁ ବହୁ ପ୍ରାଣୀଙ୍କ ଜୀବନ ଯାଉଛି। ଶିକାରୀଙ୍କୁ ରୋକିବା ପାଇଁ ବନ ବିଭାଗ ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ବେସରକାରୀ ସ୍ତରରେ ପ୍ରାଣୀଙ୍କ...
Archives


