ବୁଦ୍ଧିମତ୍ତା ବଢ଼ାଏ ଡିଜିଟାଲ ଡିଭାଇସ୍‌

ଆଜିକାଲ ଡିଜିଟାଲ ଯୁଗ। ହାତ ପାଆନ୍ତାରେ ଅନେକ ଜିନିଷ ମିଳିଯାଉଛି। ଇଲେକ୍‌ଟ୍ରୋନିକ ଗ୍ୟାଜେଟ୍‌ ଦ୍ୱାରା ମାନବ ସମାଜ କେତେ ଉପକୃତ ହେଉଛି ତାହା କହିବା ବାହୁଲ୍ୟ। କେବଳ ଯୁବପିଢ଼ି ନୁହନ୍ତି ଏହି ନିଶା ଛୋଟ ପିଲାଙ୍କୁ ମଧ୍ୟ ଘାରିଛି। ଛାତ୍ରୀଛାତ୍ର ପାଠ ସମ୍ପର୍କିତ ଅନେକ ତଥ୍ୟ ଏଥିରୁ ପାଇପାରୁଛନ୍ତି। ତା’ସହ ଡିଜିଟାଲ ଡିଭାଇସ୍‌ରେ ଗେମ୍‌ ଖେଳିବା ଅନେକ ପିଲାଙ୍କର ଏକ ଅଭ୍ୟାସ ପାଲଟିଯାଇଛି କହିଲେ ଭୁଲ୍‌ ହେବନାହିଁ। କିନ୍ତୁ ଏହାଦ୍ୱାରା ସେମାନଙ୍କର ବୁଦ୍ଧିମତ୍ତାରେ ବିକାଶ ଘଟିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିିଛି। ଡିଜିଟାଲ ଡିଭାଇସ୍‌ ଏବଂ ପିଲାଙ୍କ ବୁଦ୍ଧିମତ୍ତା’ ଶୀର୍ଷକ ବିଷୟକୁ ନେଇ ଲଣ୍ଡନ ୟୁନିଭର୍ସିଟି ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏଥିରେ ଅଧିକାଂଶ ସମୟ ଡିଜିଟାଲ ଡିଭାଇସ୍‌ ସହ ଜଡ଼ିତ ରହୁଥିବା ପିଲାଙ୍କର ବୁଦ୍ଧିମତ୍ତାରେ କି ପ୍ରକାର ବିକାଶ ଘଟୁଛି ତାହାକୁ ତନ୍ନ ତନ୍ନ କରି ଲକ୍ଷ୍ୟ କରାଯାଇଥିଲା। ଏହାଦ୍ୱାରା ସେମାନଙ୍କର ବୁଦ୍ଧିମତ୍ତା ପୂର୍ବାପେକ୍ଷା ପ୍ରଖର ରହୁଥିବାର ଜଣାପଡ଼ିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଆବଶ୍ୟକତାଠାରୁ ଅଧିକ ସମୟ ସେମାନେ ଡିଜିଟାଲ ଡିଭାଇସ ସହ ଜଡ଼ିତ ହେବା ଠିକ୍‌ ନୁହେଁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମିଷକ ମଧ୍ୟରେ ଦୂର ହେବ କଳାଦାଗ

ଅଧିକାଂଶ ଲୋକ ମୁହଁରେ କଳାଦାଗକୁ ନେଇ ଚିନ୍ତାରେ ରହିଥାନ୍ତି। ତେବେ ନିମିଷକ ମଧ୍ୟରେ ଏହି ଦାଗ ଦୂର ହେବ। ଜାଣନ୍ତୁ ଏହାର ଟିପ୍ସ ସମ୍ପର୍କରେ… –...

ଭଲ ସାଙ୍ଗଙ୍କୁ ଚିହ୍ନିବା ପାଇଁ କିଛି ଟିପ୍ସ: ଯାହା ଜଣାଇବ କିଏ ଭଲ କିଏ ଖରାପ

କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର...

ଇଣ୍ଟର୍ନଶିପ୍

କର୍ମକ୍ଷେତ୍ରରେ ସଫଳତା ହାସଲ କରିବାର ଚାବିକାଠି ହେଉଛି କାର୍ଯ୍ୟଦକ୍ଷତା। ଏହା ଯାହା ପାଖରେ ଯେତେ ଅଧିକ, କର୍ମକ୍ଷେତ୍ରରେ ତା’ର ସ୍ଥିତି ସେତେ ମଜଭୁତ୍‌ ଏବଂ ସଫଳତାର...

ଜୀବନରେ ବହୁ ଚେଷ୍ଟା ସତ୍ତ୍ୱେ ଏହା ମିଳିବା ଅସମ୍ଭବ

ଆଚାର୍ଯ୍ୟ ଚାଣକ୍ୟ, ତାଙ୍କ ନୀତି ଶାସ୍ତ୍ରରେ ଜୀବନ ସହିତ ଜଡ଼ିତ ସମସ୍ତ ଦିଗକୁ ଗଭୀର ଭାବରେ ଆଲୋକପାତ କରିଛନ୍ତି। ତାଙ୍କ ନୀତିରେ ସେ ବ୍ୟକ୍ତିଙ୍କ ସହ...

ସୁଖ ନିଦ୍ରା ଲାଗି…

ଏକ ସୁସ୍ଥ ଜୀବନ ଲାଗି ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନିତାନ୍ତ ଆବଶ୍ୟକ। ହେଲେ ବର୍ତ୍ତମାନ କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ମହିଳା...

୨୨୫ ଟଙ୍କାରେ ମାତ୍ର ୧୫ ମିନିଟରେ ହୋଇପାରିବ କରୋନା ଚିହ୍ନଟ !

ଢାକା,୩୦।୩: ସାରା ପୃଥିବୀରେ କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରତି ଦେଶର ବୈଜ୍ଞାନିକ କରୋନାକୁ ରୋକିବା ଲାଗି ଔଷଧ ତଥା ଯାଞ୍ଚ୍‌...

ଫେରିପାରେ ବରଫ ଯୁଗ

ପୃଥିବୀର ଜଳବାୟୁ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି। ତା’ସହ ବାୟୁମଣ୍ଡଳରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହି ଧାରା ଯଦି ଲାଗି ରହେ ତେବେ...

ହସଖୁସିର ପରିବାର ପାଇଁ …

ହସଖୁସିର ପରିବାର ଜୀବନରେ ଶାନ୍ତି ଭରିଥାଏ। କାରଣ ପରିବାରରୁ ଆମକୁ ସବୁ ବିପଦକୁ ସାହସର ସହ ସାମ୍ନା କରିବାକୁ ଶକ୍ତି ମିଳିଥାଏ। ତେଣୁ ପରିବାର ସଦସ୍ୟଙ୍କ...

Advertisement
Archives

Model This Week