ବିବାହ ବାର୍ଷିକୀ ପୂର୍ବରୁ ପିତା ହେଲେ କପିଲ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଏବେ ପିତା ହୋଇଯାଇଛନ୍ତି। ତାଙ୍କ ସ୍ତ୍ରୀ ଗିନି ଛତରାଥ ମଙ୍ଗଳବାର ଏକ କନ୍ୟା ସନ୍ତାକୁ ଜନ୍ମ ଦେଇଥିବା ନିଜେ କପିଲ ଟୁଇଟ୍‌ କରି ଜଣାଇଛନ୍ତି। ଏହି ଖବର ଜାଣିବା ପରେ କପିଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡ୍‌ ଗାୟକ ଗୁରୁ ରନଧ୍ୱା କପିଲଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ନିଜେ ଚାଚା ହୋଇଯାଇଛନ୍ତି ବୋଲି ଲେଖିଛନ୍ତି। ସୂଚନାଯୋଗ୍ୟ, କପିଲ ଓ ଗିନି କଲେଜ ମେଟ୍‌ ହୋଇଥିବା ବେଳେ ୨୦୧୮ ଡିସେମ୍ବର ୧୨ରେ ଜଳନ୍ଧରରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହେଶ ହିଁ ବେଷ୍ଟ

କିଆରା ଆଡଓ୍ବାନୀଙ୍କ ଆଇଡିଆକୁ ମାନିବାକୁ ପଡିବ। ନିକଟରେ ସେ ସାଇନ୍‌ କରିଥିବା ଏକ ସିନେମାରେ କିଏ ମେଲ୍‌ ଲିଡ୍‌ରେ ଆକ୍ଟିଂ କରିବ ସେ ନେଇ ତାଙ୍କର...

ଏକ ଚାପୁଡ଼ା ବଦଳାଇ ଦେଇଥିଲା ଏହି ଅଭିନେତ୍ରୀଙ୍କ ଜୀବନ: ମାଡ଼ ଖାଇ…

କୁହାଯାଏ ଯେ, ପ୍ରତ୍ୟେକ ଭଲ ସମୟ ପରେ ଏକ ଖରାପ ସମୟ ଆସିଥାଏ। ଅଭିନେତ୍ରୀ ଲଲିତା ପାୱାରଙ୍କ ସହ ସମାନ ଘଟଣା ଘଟିଥିଲା । ଏକ...

ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟରେ ସିଙ୍ଗଡାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ନିକଟରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଶିଳ୍ପ ଜଗତରେ ପ୍ରବେଶ କରିଛନ୍ତି। ସେ ନ୍ୟୁୟର୍କରେ ‘ସୋନା’ ନାମକ ଏକ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ନିକଟରେ...

ଏହି ଲୋକପ୍ରିୟ ଅଭିନେତାଙ୍କ ଜନ୍ମଦିନରେ ପୁରା ପରିବାର ହୋଇଯାଇଥିଲା ଛାରଖାର

ବଲିଉଡ୍‌ ଅଭିନେତ୍ରୀ କାଜଲ ଏବଂ ଅଭିନେତା କମଲ ସଦାନା ୧୯୯୨ ମସିହାରେ ଫିଲ୍ମ ‘ବେଖୁଦି’ରୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ୨୧ ଅକ୍ଟୋବର , ୧୯୭୦ରେ...

କଳାକାର ହେବା ସହଜ ନୁହେଁ: ଅଜୟ

କଳାକାର ହେବା ଛୋଟିଆ କଥା ନୁହେଁ। ଯିଏ ନିଜର ସବୁ ସୁଖଦୁଃଖକୁ ପଛରେ ପକେଇ ମଞ୍ଚ ଉପରେ ଅଭିନୟ କରିପାରେ ସେ ହିଁ ସଚ୍ଚା କଳାକାରଟିଏ...

୧୨ ବର୍ଷ ସାନ ଅଭିନେତାଙ୍କୁ ବିବାହ କରିଥିଲେ ଏହି ବୋଲ୍ଡ ଅଭିନେତ୍ରୀ

ଅଭିନେତ୍ରୀ କଶ୍ମୀରା ଶାହା ନିଜର ସାହସିକତା ପାଇଁ ଜଣାଶୁଣ। କଶ୍ମୀରାଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ଅଭିନେତ୍ରୀ ବିକିନିରେ ଅନେକ ଫଟୋ ମଧ୍ୟ...

ଦରମାରେ ପାଠାଗାର ପାଇଁ ଗୀତା କିଣିଥିଲି

ସାମାଜିକ କର୍ମୀ ତଥା ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରର ପ୍ରତିଷ୍ଠାତା ସଞ୍ଜୟ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ନୟାଗଡ଼ ଜିଲା ନୂଆଗାଁ...

୭ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ରିୟା: ଲେଖିଲେ ଏମିତି ବାର୍ତ୍ତା

ଆଜି ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ବଲିଉଡ ତାରକାମାନେ ମଧ୍ୟ ମହିଳାଙ୍କ ପାଇଁ ପୋଷ୍ଟ ଶେୟାର କରି ଏହି ବିଶେଷ ଦିନରେ...

Advertisement
Archives

Model This Week