Advertisement

ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ ମୁଭି ‘ସିଙ୍ଘମ’ରେ ନଜର ଆସିଥିବା ନାୟିକା କାଜଲ ଅଗ୍ରଓ୍ବାଲ ନିକଟରେ ଏକ ସାକ୍ଷାତ୍‌କାରରେ ନିଜ ବିବାହକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ଏବେ ସେ ବିବାହ ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି। ତେବେ ତାଙ୍କ ସ୍ବାମୀ କେମିତି ଗୁଣର ହୋଇଥିବା କଥା ପଚାରିବାରୁ ସେ କହିଛନ୍ତି, ମୋ ସ୍ବାମୀ ପଜେସିଭ, ପ୍ରଶ୍ନ ପଚାରି ପାରୁଥିବା ଓ ଆଧ୍ୟାତ୍ମିକ ସ୍ବଭାବର ହୋଇଥିବା ଦରକାର। କାରଣ ମୋ ପାଖରେ ଶିବଙ୍କର ଏକ ଛୋଟିଆ ମୂର୍ତ୍ତି ଅଛି ଆଉ କାଜଲ ତାକୁ ସବୁ ଆଡକୁ ନେଇ ଯାଇ ଥାଆନ୍ତି ବୋଲି କହିଛନ୍ତି। ଏମିତି ଆଉ କିଛି ପ୍ରଶ୍ନର ଉତ୍ତର ଦେବା ବେଳେ କାଜଲ କହିଛନ୍ତି ସେ ସାଉଥ୍‌ ଷ୍ଟାର ପ୍ରଭାସଙ୍କୁ ବିବାହ କରିବାକୁ ଚାହାଁନ୍ତି। ତେବେ କେବଳ ନାୟିକମାନେ ନୁହେଁ ସାଧାରଣ ଯୁବତୀ ମଧ୍ୟ ପ୍ରଭାସଙ୍କ ପ୍ରେମରେ ପଡିବା ସ୍ବାଭାବିକ କଥା।


Enter your email to get our daily news in your inbox.

All Right Reserved By Dharitri.Com

‘ତୁ ଝୁଠି ମେ ମକ୍କାର’ର ଟ୍ରେଲର ଆଉଟ, ହଟ ବିକିନି, କିସିଂ ସିନ୍‌ର ଜବରଦସ୍ତ ତଡକା

ମୁମ୍ବାଇ; ପ୍ରେମରେ ପଡିବା ସହଜ କଥା, ହେଲେ ପ୍ରେମରୁ ବାହାରି ଆସିବା ଗୋଟିଏ କାମ ହୋଇପାରେ ଆଉ ଏହା କେବେ କେବେ ଫିଚର ଫିଲ୍ମର ବିଷୟ...

ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତା, ବନ୍ଧୁଙ୍କ ଘରୁ…

ବମ୍ବେ: ଅଭିନୟଜଗତ ସହ ଜଡ଼ିତ ଅନେକ କଳାକାର ଏବେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। କିଛି ଦିନ ତଳେ ବଲିଉଡ୍‌ ଅଭିନେତା ସନ୍ଦିପ ନାହର ସୁଇସାଇଡ୍‌...

ଲାଗେ ପ୍ରେମ ନଜର

ଏକ ଭିନ୍ନ ଧରଣର ତ୍ରିକୋଣୀୟ ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ‘ଲାଗେ ପ୍ରେମ ନଜର’। ଫିଲ୍ମଟିର ସମସ୍ତ କାମ ଶେଷ ହୋଇଛି ଏବଂ...

ବିବାହ କରିବାକୁ ଚାହୁଁଛନ୍ତି ସଲମାନ୍‌: ହେଲେ…

ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ଦବଙ୍ଗ ଖାନ ନାମରେ ଜଣାଶୁଣା ସଲମାନ ଖାନ ଆଜିକାଲି ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ମୈନେ ପ୍ୟାର କିୟା’ରୁ...

ମାତ୍ର ୨୮ ବର୍ଷ ବୟସରେ ହାସଲ କରିଛନ୍ତି ଅନେକ ସଫଳତା: କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ

ପପ୍‌ ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜଙ୍କ ଜୁଲାଇ ୨୨ରେ ଜନ୍ମଦିନ। ସେ ଏବେ ୨୮ ବର୍ଷରେ ପାଦଦେଇଛନ୍ତି। ସେ ଜଣେ ପ୍ରସିଦ୍ଧ ଗାୟିକା। ସେଲିନା...

ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଏହି ଅଭିନେତ୍ରୀ, ମୂଲ୍ୟ ଜାଣିଲେ…

ବିବାହକୁ ନେଇ ସମସ୍ତେ ଉତ୍ସାହିତ ଥାନ୍ତି। ସେ ସେଲିବ୍ରେଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ। ବିବାହ ବେଳେ ଅନେକ ରୀତିନୀତି କରାଯାଉ ଥିବାବେଳେ ସେଥିମଧ୍ୟରୁ ନିର୍ବନ୍ଧ...

ଆଖି ବୁଜିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଟିଭି ସିରିଏଲ ‘ଅନୁପମା’ର ଅଭିନେତ୍ରୀ ମାଧବୀ ଗୋଗଟେଙ୍କ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।...

ସୋସିଆଲ ମିଡିଆ ବ୍ୟବହାର କରନ୍ତିନି ଏହି ଅଭିନେତ୍ରୀ, କହିଲେ ଏହା ପଛର କାରଣ

ମୁମ୍ବାଇ: ବର୍ତ୍ତମାନ ସମୟରେ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ବେଳେ କିଛି ସେଲିବ୍ରିଟି ଏଥିରୁ ଦୂରରେ ଅଛନ୍ତି। ସେଥିମଧ୍ୟରୁ ରାଣୀ ମୁଖାର୍ଜୀ ଅନ୍ୟତମ। ଏହା...

Advertisement
Archives

Model This Week