ବିବାହ ପରେ ସିନେମାଠାରୁ ନିଜକୁ ଦୂରେଇ ନେଇଛନ୍ତି ଆସିନ୍‌

ମୁମ୍ବାଇ: କୁଇନ୍‌ ଅଫ୍‌ ଟଲିଉଡ୍‌ ଆସିନ୍‌ ଏବେ ଫିଲ୍ମଠାରୁ ନିଜକୁ ଦୂରେଇ ନେଇଛନ୍ତି। କାରଣଟା ନିଜର ବ୍ୟକ୍ତିଗତ ଜୀବନ। ୨୦୧୬ରେ ସେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ଗୋଟିଏ ସନ୍ତାନ ରହିଛି। ହେଲେ ଏବେ ପରିବାରକୁ ସମସ୍ତ ସମୟ ଦେବାକୁ ଚାହୁଁଥିବାରୁ ସିନେମା ଜଗତକୁ ଫେରିବାକୁ ଚାହୁଁନାହାନ୍ତି ସେ।

ଏକଦା ଦକ୍ଷିଣ ଭାରତୀୟ ସିନେମା ଜଗତରେ ହିଟ୍‌ ନାୟିକା ଥିଲେ ଆସିନ। ସେ ମାଲାୟାଲାମ, ତାମିଲ, ତେଲୁଗୁ, ହିନ୍ଦି, ଇଂରାଜୀ, ସଂସ୍କୃତ ଏବଂ ଇଟାଲିୟନ ଭାଷା କହିବା ଏବଂ ଲେଖିବାରେ ପାରଙ୍ଗମ। ଏଣୁ ସେ ଅଭିନୟ କରୁଥିବା ଅନ୍ୟ ଫିଲ୍ମରେ ସେ ନିଜେ ଡବିଂ କରିଥାନ୍ତି।

୨୦୦୧ରେ ମାଲାୟାଲାମ ଫିଲ୍ମ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ଆସିନ। ହେଲେ ୨୦୦୩ରେ ତେଲୁଗୁରେ ନିର୍ମିତ ଏକ କମର୍ସିଆଲ ଚଳଚ୍ଚିତ୍ର ତାଙ୍କୁ ସଫଳତା ଆଣି ଦେଇଥିଲା। ପରେ ଆସିନ ୨୦୦୮ରେ ବଲିଉଡ୍‌ରେ ନିଜର ଡେବ୍ୟୁ କରିଥିଲେ। ସେ ବି ମିଷ୍ଟର ପର୍‌ଫେକ୍ଟନିଷ୍ଟ ଆମିର ଖାନ୍‌ଙ୍କ ଚଳଚ୍ଚିତ୍ର ‘ଗଜନୀ’ରେ। ଏଥିରେ ତାଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା। ଫିଲ୍ମର ସଫଳତା ପରେ ସେ ‘ରେଡି’, ‘ହାଉସଫୁଲ ୩’, ଖିଲାଡି ନଂ ୭୮୬, ବୋଲ ବଚ୍ଚନ ଏବଂ ଅଲ୍‌ ଇଜ୍‌ ଓ୍ବେଲ୍‌ ଆଦି ଚଳଚ୍ଚିତ୍ରରେ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ହେଲା ଦୀପିକାଙ୍କ ଡ୍ରେସ୍‌

ମୁମ୍ବାଇ: ବଲିଉଡ୍‌ ମସ୍ତାନୀ ଦୀପିକା ପାଦୁକୋନ୍‌ ରିଲ୍‌ ଲାଇଫ୍‌ରେ ନିଜ ଅଭିନୟ ଏବଂ ରିୟଲ୍‌ ଲାଇଫ୍‌ରେ ନିଜ ଲୁକ୍‌ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଆଉ...

ଭାଜପା ପାଇଁ ଭୋଟ ମାଗିଲେ କଙ୍ଗନା!

ଲକ୍ଷ୍ନୌ,୧୯ ।୨: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ବେକାବୁ ବୟାନକୁ ନେଇ । ଅନେକ...

ବିବାହ ଫଟୋ ଶେୟାର କରି ଟ୍ରୋଲ ହୋଇଥିଲେ ଅଙ୍କିତା, ଏବେ କହିଲେ ଏମିତି

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିକଟରେ ତାଙ୍କ ପ୍ରେମିକ ବିକି ଜୈନଙ୍କୁ ବିବାହ କରିଛନ୍ତି। ପରେ ଅଙ୍କିତା ସେମାନଙ୍କର ବିବାହ ସମାରୋହର ଅନେକ ଫଟୋ ସୋସିଆଲ ମିଡିଆରେ...

ବଲିଉଡ୍‌ର ଏହି ସୁପରଷ୍ଟାରଙ୍କୁ ଡ୍ରଗ୍ସ ଯୋଗାଉଥିଲେ ଅର୍ଜୁନ ରାମପାଲ!

ବଲିଉଡ୍‌ରେ ଡ୍ରଗ୍ସ ମାମଲାର ଆଉ ଏକ ବଡ଼ କଥା ସାମ୍ମାକୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅଭିନେତ୍ରୀଙ୍କ ନାମ ସମ୍ମୁଖକୁ ଆସୁଥିବା ବେଳେ ଗତ ୨...

ବିଗ୍‌ବସ୍‌-୧୫ର ଗ୍ରାଣ୍ଡ୍‌ ପ୍ରିମିୟର ତାରିଖ ଘୋଷଣା କଲେ ସଲମାନ

ମୁମ୍ବାଇ: ରିୟାଲିଟି ଶୋ’ ବିଗ୍‌ବସ୍‌ -୧୪ ଶନିବାର ଶେଷ ହୋଇଥିବା ବେଳେ ବିଗ୍‌ବସ୍‌ -୧୫ର ଗ୍ରାଣ୍ଡ୍‌ ପ୍ରିମିୟର ପାଇଁ ପ୍ରସ୍ତୁତ ହେବାକୁ ଘୋଷଣା କରିଛନ୍ତି ସଲମାନ।...

ସତ ହେଲା ନିଶାଙ୍କ କଥା! ଏହି ଯୁବତୀଙ୍କ ପ୍ରେମରେ ପଡ଼ିଛନ୍ତି କରନ୍‌; ରୋମାଣ୍ଟିକ୍‌ ଚାଟ୍‌ ଭାଇରାଲ

ବମ୍ବେ: ନିକଟରେ ଅଭିନେତା କରନ୍‌ ମେହେରା ଗିରଫ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ...

‘ଗଙ୍ଗୁବାଈ କାଠିୟାଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି। ବି-ଟାଉନର ସବୁ କଳାକାରଙ୍କ ସ୍ବପ୍ନ, ଜୀବନରେ ଥରେ...

୧୪ କୋଟିର ଏହି ଘରେ ପରିବାର ସହ ରହୁଛନ୍ତି ବିବେକ ଓବରୟ: ରାଜନେତାଙ୍କ ଝିଅଙ୍କୁ କରିଛନ୍ତି ବିବାହ

ବମ୍ବେ: ବିବେକ ଓବରୟ ବଲିଉଡର ଚର୍ଚ୍ଚିତ ଅଭିନେତାଙ୍କ ମଧ୍ୟରୁ ଜଣେ। ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘କମ୍ପାନୀ’ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ...

Advertisement
Archives

Model This Week