Posted inଜାତୀୟ

ବିଧାୟକ ଦଳ ନେତାରୁ ଇସ୍ତଫା ଦେଲେ ସିଦ୍ଧରମୟା

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ସୁଦ୍ଧା ୭ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୫ଟି ଆସନରେ ଆଗୁଆ ରହିଛି। ତେଣୁ ଭାଜପା ଖାତାକୁ ୧୨ ଆସନ ଯାଉଥିବା ବେଳେ କଂଗ୍ରେସକୁ ୨ଟିରେ ସନ୍ତୁଷ୍ଟ ହେବାକୁ ପଡୁଛି। ତେବେ ଏଠାରେ କଂଗ୍ରେସର ଏକ ପ୍ରକାର ପରାଜୟ ହୋଇଥିବାରୁ ବିଧାୟକ ଦଳ ନେତା ସିଦ୍ଧରାମୟା ତାଙ୍କ ପଦରୁ ଇସ୍ତାଫା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ମିଳିଲାନି ଗନ୍‌ କ୍ୟାରେଜ, ଭ୍ୟାନରେ ଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛିଦିନର ଅସୁସ୍ଥତା ପରେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍‌ ସର୍ଜରୀ ସହ କରୋନାରେ ଆକ୍ରାନ୍ତ...

ଭାଜପା ଘୋଷଣା ପତ୍ର, ପ୍ରତି ପରିବାରରେ ଜଣଙ୍କୁ ଚାକିରି-ଛାତ୍ରୀଙ୍କୁ ସ୍କୁଟି-ଛାତ୍ରଙ୍କୁ ଲାପଟପ୍‌…

ଲକ୍ଷ୍ନୌ, ୮।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପକ୍ଷରୁ ମଙ୍ଗଳବାର ନିଜର ଘୋଷଣା ପତ୍ର ପ୍ରକାଶ କରାଯାଇଛି। ଏହାର ନାମ ‘ଲୋକ କଲ୍ୟାଣ...

ମୁମ୍ବାଇ ମେରାଇନ୍‌ ଡ୍ରାଇଭରେ ଉଚ୍ଚ ଜୁଆରର ମଜା ନେଲେ ପର୍ଯ୍ୟଟକ

ମୁମ୍ବାଇ,୪।୮: ମୁମ୍ବାଇ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇ ଯାଇଥିବା ବେଳେ ରବିବାର ମେରାଇନ ଡ୍ରାଇଭରେ ଆସିଥିବା ଉଚ୍ଚ ଜୁଆର ପର୍ଯ୍ୟଟକଙ୍କୁ ଆନନ୍ଦ ଦେଇଛି। ହେଲେ ଅନ୍ୟପଟେ...

ଶ୍ରୀଲଙ୍କା ବିସ୍ଫୋରଣ: ଦୁଇ ବିସ୍ଫୋରଣକାରୀ କୋଟିପତି ବ୍ୟବସାୟୀଙ୍କ ପୁଅ

ନୂଆଦିଲ୍ଲୀ,୨୪ା୪: ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଥିବା ଦୁଇ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମ୍ପର୍କରେ ସୂଚନା ମିଳିଛି। ଏହି ଦୁଇଜଣ କୋଟିପତି ବ୍ୟବସାୟୀ ମହମ୍ମଦ ୟୁସୁଫ ଇବ୍ରାହିମଙ୍କ ପୁଅ...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ଗାନ୍ଧୀଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଦିଲୀପ ଗାନ୍ଧୀଙ୍କ ଦେହାନ୍ତ ହୋଇଛି। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଦିଲୀପ ଗାନ୍ଧୀଙ୍କ କରୋନା ଯୋଗୁ...

ସେଣ୍ଟ୍ରାଲ ଜେଲ୍‌ରେ ୩୫୯ କଏଦୀ କରୋନା ପଜିଟିଭ୍‌

ଥିରୁଭାନନ୍ତପୁରମ,୧୬।୮: କେରଳର ଥିରୁଭାନନ୍ତପୁରମରେ ଥିବା ସେଣ୍ଟ୍ରାଲ ଜେଲରେ ଗତ ସପ୍ତାହ ମଧ୍ୟରେ ୩୫୦ରୁ ଅଧିକ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଜଣେ ବିଚାରାଧୀନ କଏଦିଙ୍କ କରୋନାରେ...

ଭିକ୍ଟୋରିଆ ମେମୋରିଆଲରେ ବିରଳ ଦୃଶ୍ୟ: ଏକାଠି ହେଲେ ଦିଦି-ମୋଦି

କୋଲକାତା,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର...

ଖବରଦାତାଙ୍କ ରିପୋର୍ଟ ଆସିଲା ପଜିଟିଭ

ବେଙ୍ଗାଲୁରୁ,୨୫।୪: କର୍ନାଟକ ମେଡିକାଲ ଶିକ୍ଷାମନ୍ତ୍ରୀ ଡାକ୍ତର କେ. ସୁଧାକର ଶନିବାର ସୂଚନା ଦେଇ କହିଛନ୍ତି, ବେଙ୍ଗାଲୁରୁ ସହରାଞ୍ଚଳର ଜଣେ ଖବରଦାତା କରୋନାରେ ସଂକ୍ରମିତ ହୋଇଛନ୍ତି। ୨୪...

Advertisement
Archives

Model This Week