Advertisement

ବାହୁବଳୀ ପରେ କୌଣସି ଫିଲ୍ମ ସାଇନ୍‌ କରି ନ ଥିଲେ ପ୍ରଭାସ

ମୁମ୍ବାଇ,୨୩।୧୦: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସ ବୁଧବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଅକ୍ଟୋବର ୨୩ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ହେଉଛି ଭେଙ୍କଟ୍‌ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟ୍ଟି। ତାଙ୍କ ପିତା ସୂର୍ଯ୍ୟନାରାୟଣ ରାଜୁ ଜଣେ ଫିଲ୍ମ ନିର୍ମାତା। ପିଲାଦିନେ ପ୍ରଭାସ ହୋଟେଲ ଇଣ୍ଡଷ୍ଟ୍ରିରେ କାମ କରିବାକୁ ବେଶ୍‌ ଆଗ୍ରହୀ ଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ଫିଲ୍ମ ଦୁନିଆକୁ ଟାଣି ହୋଇ ଚାଲିଆସିଥିଲେ। ଆମିର ଖାଁଙ୍କ ଫିଲ୍ମ ଥ୍ରୀ-ଇଡିୟଟସ୍‌ ସେ ୨୦ ଥର ହଲ୍‌ରେ ଦେଖିଥିବା ଏକ ସାକ୍ଷାତକାର୍‌ରେ କହିଥିଲେ। ବାହୁବଳୀ ଫିଲ୍ମର ଶୁଟିଂ ପରେ ପ୍ରଭାସ ଅନ୍ୟ କୌଣସି ଫିଲ୍ମ ସାଇନ୍‌ କରି ନ ଥିଲେ। ବାହୁବଳୀ ତାଙ୍କ ପାଇଁ ଦେଶ ତଥା ବିଦେଶରେ ନୂଆ ପରିଚିତି ଆଣିଦେଇଥିବା ପ୍ରଭାସ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଗେ ସଙ୍ଗୀତ ବିଶାରଦ ଲି ପେରିଙ୍କ ପରଲୋକ

କିଙ୍ଗ୍‌ଷ୍ଟନ, ୩୧।୮: ଜାମାଇକାରେ ୬୦ ଦଶକରେ ବିକଶିତ ଲୋକପ୍ରିୟ ସ୍ବତନ୍ତ୍ର ସଙ୍ଗୀତ ଶୈଳୀ ‘ରେଗେ’ର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିବା ଲି ସ୍କ୍ରାଚ୍‌ ପେରିଙ୍କର ୮୫...

ଜୀବନ ଯୁଦ୍ଧରେ ହାରିଗଲେ ଏହି ଅଭିନେତା: ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କରିଥିଲେ ହୃଦୟ ବିଦାରକ ପୋଷ୍ଟ

ଅଭିନେତା ରାହୁଲ ବୋହରା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ସେ ଦୀର୍ଘ ଦିନ ଧରି କରୋନା ସହିତ ଲଢୁଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ରାହୁଲ...

ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ,୩।୧୧- ବିବାଦରେ ଫସିଛି ଲୋକପ୍ରିୟ ଟେଲିଭିଜନ ଶୋ’ କୌନ ବନେଗା କରୋଡ ପତି ସିଜନ ୧୨। ଅକ୍ଟୋବର ୩୦ରେ ଶୋ’ର କରମବୀର ଏପିସୋଡରେ ଅଭିନେତା ଅମିତାଭ...

ଆଜିଠାରୁ ଆଡଭାନ୍ସ ବୁକିଂ; ଦୁଇ ଦିନ ଲାଗି ବମ୍ପର ଅଫର୍‌ ଦେଉଛନ୍ତି ନିର୍ମାତା

ବମ୍ବେ: ପୁଣିଥରେ ଦର୍ଶକଙ୍କୁ ଏଣ୍ଟରଟେନ୍‌ କରିବାକୁ ପ୍ରସ୍ତୁତ ଅଜୟ ଦେବଗନଙ୍କ ‘ଦୃଶ୍ୟମ-୨’। ଏହାର ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିବା ଯୋଗୁ ଫିଲ୍ମଟି ଭଲ ରୋଜଗାର କରିବ...

ବାପି ଯାହା ଚାହୁଁଥିଲେ..

ବେଳେବେଳେ ମଣିଷ ଯାହା ଚାହେଁ ତାହା ତାଙ୍କୁ ହାତ ପାଆନ୍ତାରେ ମିଳିଯାଏ। ଠିକ୍‌ ସେମିତି ଜଲିଉଡ୍‌ରେ ଏଣ୍ଟ୍ରି କରିବା ସମୟରେ ଯାତ୍ରା ଜଗତର ଅନ୍ୟତମ ଆଗଧାଡିର...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଛୁଇଁବାକୁ ମନା କରିଦେଇଥିଲେ ଅଭିନେତା ରାଜା ମୁରାଦ

ବଲିଉଡରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ରାଜା ମୁରାଦ ନଭେମ୍ବର ୨୩, ୧୯୫୦ରେ ଉତ୍ତରପ୍ରଦେଶର ରାମପୁରରେ ଜନ୍ମଗ୍ରହଣ କରିଥିଲେ। ୨୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ...

‘ଓ୍ବାର’ରେ ହ୍ରିତିକ୍‌, ଟାଇଗର

ମୁମ୍ବାଇ: ଆଗାମୀ ଫିଲ୍ମ ‘ଓ୍ବାର’ ପାଇଁ ବଲିଉଡ ଷ୍ଟାର ହ୍ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦୃଶ୍ୟ ବେଶ୍‌ ଆମୋଦଦାୟକ। ଏଥି...

ଏହି ପ୍ରଶଂସକଙ୍କ ପାଇଁ ରାସ୍ତାରେ ଅଟକି ଫଟୋ ଉଠାଇଲେ ଅନୁଷ୍କା, ସେ କିଏ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହିତ ସୋସିଆଲ ମିଡିଆରେ ମଜାଳିଆ ଫଟୋ ସବୁ ଶେୟାର କରୁଛନ୍ତି। ଶନିବାର...

Advertisement
Archives

Model This Week