ବାଲେଶ୍ୱର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା

ବାଲେଶ୍ୱର ଅଫିସ,୧୫ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ଆଉ ୧୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲିଆପାଳ ବ୍ଲକର ୪ ଜଣ, ବାହାନଗା ବ୍ଲକର ୩, ସିମୁଳିଆ ବ୍ଲକର ୩ ଏବଂ ବାଲେଶ୍ୱର ପୌରାଞ୍ଚଳର ୨ ଜଣ ବୋଲି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନାରୁ ଜଣାପଡ଼ିଛି। ତେବେ ଚିହ୍ନଟର ହୋଇଥିବା ନେଳିଆବାଗ ଅଞ୍ଚଳର ମହିଳା ଜଣକ ବାଲେଶ୍ବରର ପ୍ରଥମ ଏବଂ ରାଜ୍ୟର ୬୧ ନମ୍ବର ଆକ୍ରାନ୍ତଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଯୁବକଙ୍କ ଘର ମାଣିଖମ୍ବ ଅଞ୍ଚଳରେ। ସେ ଦିଲ୍ଲୀରୁ ଆସି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଦ୍ଧାମୂର୍ତ୍ତିଙ୍କ ସାହାଣମେଲା ଦର୍ଶନ

ବଡବିଲ, ୧୫।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲସ୍ଥିତ ହରିହର ମନ୍ଦିରରେ ସୋମବାର ପୂର୍ବାହ୍ନରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ପହଣ୍ଡି ହୋଇ ନିଳାଦ୍ରୀ ବିଜେ କରିଛନ୍ତି। ରୀତି ନୀତି ଅନୁଯାୟୀ, ଶ୍ରୀ...

ଏନ୍‌ଏସି ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

କେସିଙ୍ଗା,୩୦ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନ୍‌ଏସିର ନିର୍ବାହୀ ଅଧିକାରିଣୀ ମିସ୍‌ କିରଣ...

ବଡ଼ବଡିଆଙ୍କୁ ଛାଡ଼,ଛୋଟ ବ୍ୟବସାୟୀଙ୍କୁ ମାଡ଼

ଖଇରା, ୨୯।୩(ଡି.ଏନ.ଏ.)-ଏବେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଖଇରା ସମେତ ବିଭିନ୍ନ ବଜାରରେ ଦୋକାନ ବଜାର ବନ୍ଦ ଥିବା...

ହାଟପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୯।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନାଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ହାଟପଡ଼ିଆରୁ ସୋମବାର ସକାଳେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।...

ବିଆର୍‌ପିଏଲ୍‌ରୁ ଗଣ୍ଡାନାଳକୁ ଯାଉଛି ବର୍ଜ୍ୟଜଳ

ଯାଜପୁର ଅଫିସ,୧୩ା୬:  କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କାରଖାନା ପାଇଁ ବାର୍ଷିକ ୪ ନିୟୁଟ ଟନ୍‌ ବିଶୋଧିତ ଲୌହଧାତୁ ହେଉଛି ମୁଖ୍ୟ କଞ୍ଚାମାଲ।...

୨ଶହ ମିଟର ଦୂର ଗଲେ ମିଳୁଛି ପିଇବା ପାଣି

ନନ୍ଦାହାଣ୍ଡି,୬।୧୨(ଡି.ଏନ୍‌.ଏ.):ଛୋଟ ଛୋଟ ଶିଶୁଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ ଏବଂ ଉତ୍ତମ ପ୍ରାକ୍‌ ଶିକ୍ଷା ପ୍ରଦାନ ପାଇଁ ସରକାରଙ୍କ ଅଙ୍ଗନଓ୍ବାଡି ଯୋଜନାର ପରିକଳ୍ପନା। କିନ୍ତୁ ଏହି ଯୋଜନାରେ...

ଭୟଙ୍କର ରୂପ ନେଉଛି କରୋନା: ଗଜପତି ଜିଲାପାଳ ଜାରିକଲେ କଟକଣା

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଉଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ପୁଣି ଗଜପତି ଜିଲାରେ ୬୭ ଜଣ ପଜିଟିଭ୍‌...

ସରୁନି ଓଡିଆର୍‌ପି ଡ୍ରେନ୍‌, ରାସ୍ତା କାର୍ଯ୍ୟ ବିପଦସଙ୍କୁଳ ପ୍ରେମନଗର ମୁଖ୍ୟରାସ୍ତା

ବ୍ରହ୍ମପୁର ଅଫିସ,୧୨ା୧୧-ବ୍ରହ୍ମପୁର ସହରକୁ ସବୁଜ, ସୁନ୍ଦର ସହ ସ୍ମାର୍ଟ ସିଟିରେ ପରିଣତ କରିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି...

Advertisement
Archives

Model This Week