Posted inଜାତୀୟ

ବାରୁଦ ଗଦାରେ କଶ୍ମୀର: ନିଜ ସନ୍ତାନଙ୍କୁ ବିଦେଶରେ ପଢ଼ାଇ ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦ ଶିକ୍ଷା ଦେଉଛନ୍ତି ବିଚ୍ଛିନ୍ନତାବାଦୀ

ଶ୍ରୀନଗର,୪।୭:ଜମ୍ମୁ-କଶ୍ମୀରକୁ ଆତଙ୍କବାଦର ବାରୁଦ ଗଦାରେ ରଖିବାରେ ବିଚ୍ଛିନ୍ନତାବାଦୀ ନେତାଙ୍କର ହାତ ରହିଛି। ସେମାନେ ନିଜ ସନ୍ତାନଙ୍କୁ ଉଚ୍ଚଶିକ୍ଷା ପାଇଁ ବିଦେଶରେ ପାଠ ପଢ଼ାଉଥିବାବେଳେ ସ୍ଥାନୀୟ ଯୁବକଙ୍କୁ ଜେହାଦୀ ଶିକ୍ଷାଦେଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଇବା କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ୧୧୨ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କର ୨୧୦ ଜଣ ସନ୍ତାନ ବିଭିନ୍ନ  ରାଷ୍ଟ୍ରରେ ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ସେଥିମଧ୍ୟରେ ୧୪ ହୁରିଆତ୍‌ ନେତାଙ୍କର ୨୧ ସନ୍ତାନ ରହିଛନ୍ତି। ସ୍ଥାନୀୟ ବେକାର ଯୁବକଙ୍କୁ ପଥରଫିଙ୍ଗା କାର୍ଯ୍ୟରେ ଲଗାଇ ରାଜ୍ୟରେ ଅଶାନ୍ତି ତଥା ହିଂସାକାଣ୍ଡ ଘଟାଇବା ଏଭଳି ନେତାଙ୍କ ମୁଖ୍ୟ କାର୍ଯ୍ୟ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହାଇଦ୍ରାବାଦ, ୧୩ା୧୦: ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ସୋସିଆଲ ମିଡିଆରେ ଭୁଲ୍‌ ଭାବେ ଦର୍ଶାଇ ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦିଆଯିବା ପରେ ସୋମବାର ଏହାର...

ରାଜ୍ୟଗୁଡିକୁ ଗୃହ ମନ୍ତ୍ରଣାଳୟର ଚିଠି: ପ୍ଲାଷ୍ଟିକ ତ୍ରିରଙ୍ଗା ବ୍ୟବହାର ବନ୍ଦ କରାଯାଉ

ନୂଆଦିଲ୍ଲୀ,୮।୮:ସ୍ବାଧୀନତା ଦିବସ ପୂର୍ବରୁ ପ୍ଲାଷ୍ଟିକରେ ପ୍ରସ୍ତୁତ ତ୍ରିରଙ୍ଗା ବ୍ୟବହାରକୁ ଅନୁମତି ନ ଦେବାକୁ କେନ୍ଦ୍ର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି। ଲୋକମାନେ ପ୍ଲାଷ୍ଟିକର ଜାତୀୟ ପତାକା ବ୍ୟବହାର...

କୋଭିଡ-୧୯: ଏସିପି ଅନିଲ କୋହଲିଙ୍କ ପରଲୋକ

ଚଣ୍ଡିଗଡ଼,୧୮।୪: ପଞ୍ଜାବରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଶନିବାର ଲୁଧିଆନାର ଆସିଷ୍ଟାଣ୍ଡ କମିଶନର ଅଫ୍‌ ପୋଲିସ ଅନିଲ କୋହଲିଙ୍କର କରୋନା ସଂକ୍ରମଣରେ...

କୃଷକ ଆନ୍ଦୋଳନ ସମର୍ଥନରେ ବିରୋଧିଙ୍କ ଜନ୍ତର ମନ୍ତରରେ ପ୍ରଦର୍ଶନ

ନୂଆଦିଲ୍ଲୀ,୬ ।୮: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କୁ ସମର୍ଥନ କରି ଶୁକ୍ରବାର ପାଖାପାଖି ୧୪ ବିରୋଧି ଦଳ ନେତା ଜନ୍ତରମନ୍ତର ପହଞ୍ଚିଛନ୍ତି । ଏଥିରେ...

ଏକାସାଙ୍ଗରେ ୪ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଜୟପୁର,୧୭।୬: କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜସ୍ଥାନର ନାଗୋରରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଡିଡଓ୍ବାନାର ଉତ୍ତମ ହସ୍ପିଟାଲରେ ସଞ୍ଜୁ ଦେବୀ ନାମ୍ନୀ ଜଣେ...

କୋଭିସିଲ୍ଡ ପରେ ‘କୋଭାକ୍ସିନ’ ଦର ହ୍ରାସ: ଡୋଜ୍‌ ପିଛା ୨୦୦ ଟଙ୍କା କମ୍‌ରେ ମିଳିବ

ନୂଆଦିଲ୍ଲୀ,୨୯।୪: କମିଲା ‘କୋଭାକ୍ସିନ’ ଟିକା ଦର। ପୂର୍ବରୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ‘କୋଭିସିଲ୍ଡ’ ଟିକାର ଦାମ ହ୍ରାସ କରିିଥିବା ବେଳେ ଗୁରୁବାର ଭାରତ ବାୟୋଟେକ୍‌...

ବେରୋଜଗାର ଚିନ୍ତା ବଢ଼ାଇଛି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିଛି। ଏହି ମହାମାରୀ ଯୋଗୁ କେବଳ ଲୋକଙ୍କ ଜୀବନ ଯାଇନାହିଁ, ଜୀବିକା ମଧ୍ୟ ଛଡ଼ାଇ ନେଇଛି। ସରକାରଙ୍କ...

ଏକକ ଦେଓ୍ବାନୀ ସଂହିତା ସପକ୍ଷରେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୧୦।୭: ୟୁନିଫର୍ମ ସିଭିଲ୍‌ କୋଡ୍‌ ବା ଏକକ ଦେଓ୍ବାନୀ ସଂହିତାର ଆବଶ୍ୟକତାକୁ ଦିଲ୍ଲୀ ହାଇକୋର୍ଟ ସମର୍ଥନ ଜଣାଇଛନ୍ତି। ଦେଶରେ ସମସ୍ତଙ୍କ ପାଇଁ ସମାନ ନାଗରିକ...

Advertisement


Archives

Model This Week