ବାତ୍ୟା ଅମ୍ଫନ ପ୍ରଭାବ: ଆରଡିରେ ଆରମ୍ଭ ହେଲାଣି ବର୍ଷା, ବହୁଛି ୪୦ କି.ମି. ବେଗରେ ପବନ

ଆରଡି,୧୯ା୫, (ଡି.ଏନ.ଏ.)-ଭଦ୍ରକ ଜିଲା ଆରଡି ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ବାତ୍ୟା ଅମ୍ଫନର ପ୍ରଭାବ ଦେଖିବାକୁ ମିଳିଛି। ଅପରାହ୍ନରୁ ଝିପିଝିପି ବର୍ଷା ସାଙ୍ଗକୁ ଘଣ୍ଟାକୁ ପ୍ରାୟ ୪୦ କି.ମି. ବେଗରେ ପବନ ବହିବା ଆରମ୍ଭ ହୋଇଯାଇଛି। ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ, ପାଳସାହି, ରଇପୁର, ଶ୍ୟାମସୁନ୍ଦରପୁର ଆଦି ପଞ୍ଚାୟତରେ ସୋମବାରଠାରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ସେହିପରି ଅଙ୍ଗନଓ୍ବାଡି କର୍ମୀମାନେ ଘର ଘର ବୁଲି ସଚେତନ କରୁଥିବା ଦେଖିବାକୁ ମିଳିଛି। ବୁଧବାର ସା ପର୍ଯ୍ୟନ୍ତ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତ ବ୍ଲକ: ଘର ଉପରେ ମାଡି ବସିଲା ଗଛ

ବନ୍ତ,୨୧।୫(ଡି.ଏନ୍‌.ଏ.)-ବାତ୍ୟା ‘ଅମ୍ଫନ୍‌’ ପ୍ରଭାବରେ ଭଦ୍ରକ ଜିଲା ବନ୍ତ ବ୍ଲକର କେତେକ ସ୍ଥାନରେ ଗଛ ପଡି ଘର ଭାଙ୍ଗିଯାଇଛି। ଆପଣ୍ଡା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ବସନ୍ତିଆ...

ଅମ୍ଫନ୍‌ ବାତ୍ୟା ପ୍ରଭାବ: ବରୀ ପୋଲିସ ପ୍ରଶାସନ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ରତ୍ନଗିରି,୨୧।୫(ଡି.ଏନ୍‌.ଏ): କରୋନା ସମୟରେ ମହାଯୋଦ୍ଧା ପାଲଟିଥିବା ପୋଲିସ ପ୍ରଶାସନ ଏବେ ଅମ୍ଫନ୍‌ ବାତ୍ୟାରେ ସଫେଇ କାର୍ଯ୍ୟକ୍ରମକୁ ନିଜ ହାତକୁ ନେଇଛି। ଗୁରୁବାର ବରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର...

ଦାଦନ ଖଟିବାକୁ ଯାଇ ଘରକୁ ଫେରିଲା ମୃତଦେହ, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଚାନ୍ଦବାଲି,୨ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲିରେ ସାମ୍ନାକୁ ଆସିଛି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ। ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟୁଥିଲେ କିନ୍ତୁ ଶ୍ରମିକଙ୍କ ମୃତଦେହ...

ଫ୍ଲାଏଓଭର ନିର୍ମାଣ ଦାବିରେ ରେଳରୋକୋ

ଭଦ୍ରକ ଅଫିସ, ୮।୧ ଭଦ୍ରକ ଷ୍ଟେଶନ ନିକଟ ଡଗରାସାହିଠାରେ ଫ୍ଲାଏଓଭର ନିର୍ମାଣ ଦାବିରେ ଶୁକ୍ରବାର ସ୍ଥାନୀୟ ଲୋକଙ୍କୁ ନେଇ ରେଳରୋକୋ କରାଯାଇଥିଲା। ଲୋକେ ରେଳ ଧାରଣା...

୨୨ କଏଦୀ ସ୍ଥାନାନ୍ତର

ଭଦ୍ରକ ଅଫିସ, ୨୬ା୩- ଭଦ୍ରକ ସବ୍‌ଜେଲରେ କ୍ଷମତା ଠାରୁ ପ୍ରାୟ ଦୁଇଗୁଣା କଏଦୀ ରହି ଆସୁଥିଲେ। ଜେଲ୍‌ ପରିସରରେ ସାମାଜିକ ଦୂରତା ପାଳନ ହେଉ ନ...

ତହସିଲ ଅଫିସ୍‌ରୁ ବାଇକ୍‌ ନେଇଗଲେ

ବାସୁଦେବପୁର, ୨।୨ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ସ୍ଥିତ ତହସିଲ କାର୍ଯ୍ୟାଳୟ ପରିସରରୁ ଏକ ବାଇକ୍‌ ଚୋରି ହୋଇଛି। ସୂଚନା ଅନୁଯାୟୀ, ବିରସ ଗ୍ରାମର...

କଟକଣା ମଧ୍ୟରେ ଇଦ୍‌

ଭଦ୍ରକ ଅଫିସ,୧।୮: ତ୍ୟାଗ, ବଳିଦାନ ତଥା ସମର୍ପଣର ପର୍ବ ଇଦ୍‌- ଉଲ-ଜୁହାକୁ ଚଳିତ ବର୍ଷ ଭଦ୍ରକ ସହରରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯାଇଛି। କରୋନା...

ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ ବିଧାୟକ

ଭଦ୍ରକ ଅଫିସ,୮ା୪: ଭଦ୍ରକ ପୌରାଞ୍ଚଳରେ ବୁଧବାର ସକାଳୁ ଭଦ୍ରକ ବିଧାୟକ ସଂଜୀବ ମଲିକ ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ସହର ଓ...

Advertisement
Archives

Model This Week