ବଲିଉଡ୍‌ ହାଲଚାଲ

*ଚଳିତବର୍ଷ ଅକ୍ଷୟ କୁମାରଙ୍କ ଆଉ ଏକ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ତାଙ୍କ ଅଭିନୀତ ‘ହାଉସଫୁଲ-୪’ ୨୦୦ କୋଟି କ୍ଲବରେ ପ୍ରବେଶ କରିଛି। ଏଥିରେ ଅକ୍ଷୟଙ୍କ ବ୍ୟତୀତ ରିତେଶ ଦେଶମୁଖ, କ୍ରିତି ସାନନ ଏବଂ ପୂଜା ହେଗ୍‌ଡେ ଅଭିନୟ କରିଛନ୍ତି।

*ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ ବର୍ତ୍ତମାନ ଦିନ ଗଣିବାରେ ଲାଗିଛନ୍ତି। କାରଣ ସେ ଅଭିନୟ କରିଥିବା ‘ପତି ପତ୍ନୀ ଔର ଓ୍ବ’ ଆସନ୍ତା ମାସ ୬ରେ ରିଲିଜ ହେବାକୁ ଯାଉଛି।

*ଜ୍ୟାକଲିନ୍‌ ଫର୍ନାଡିସ୍‌ଙ୍କ ହାତରେ ଏବେ ତିନୋଟି ବଲିଉଡ୍‌ ଅଫର ରହିଛି। ଏ ନେଇ ଶେଷ ନିଷ୍ପତ୍ତି ନେବାକୁ ତାଙ୍କୁ ଅତି କମ୍‌ରେ ଦୁଇ ସପ୍ତାହ ଲାଗିବ ବୋଲି ସେ କହିଛନ୍ତି।

*ରିଚା ଚଢ଼ା ଏବେ ଗୁରୁ ଖୋଜିବାରେ ବ୍ୟସ୍ତ ଅଛନ୍ତି। କାରଣ ଏଣିକି ସେ କମେଡି ରୋଲ୍‌କୁ ଅଧିକ ଗୁରୁତ୍ୱ ଦେବେ। ସେଥିପାଇଁ ଜଣେ ଭଲ କମେଡି ଗୁରୁ ସନ୍ଧାନରେ ସେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଖାଦେଇଥିଲା ଏମିତି ସଙ୍କଟ: ସୁନା ଗହଣା ସମ୍ପତ୍ତି ବିକି ଚଳୁଥିଲେ ରାଖୀ ସାୱନ୍ତ

ରାଖୀ ସାୱନ୍ତ ପୁଣି ଥରେ ବିଗ ବସ୍‌ରେ ନଜର ଆସିବେ। ଏହାପୂର୍ବରୁ, ରାଖୀ ବିଗ୍‌ ବସ୍‌ ସିଜିନ୍‌ର ଏକ ଅଂଶ ହୋଇପାରିଛନ୍ତି। ରାଖୀ ଚଳଚ୍ଚିତ୍ର ଜଗତରରୁ...

ଅଭିନୟ ଛାଡିବେ ପ୍ରିୟଙ୍କା!

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ କ୍ୟାରିୟର ଏବେ ଖୁବ ଉଚ୍ଚରେ। ତାଙ୍କୁ ବଲିଉଡରେ ପସନ୍ଦ କରାଯାଉଛି। କିନ୍ତୁ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ...

ଚୁମ୍ବନକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ଠଗ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଏହି ଚର୍ଚ୍ଚା ଭିତରେ...

ମା’ ହେବା ପରେ ଏହି ଫିଲ୍ମରେ ନଜର ଆସିବେ ଆଲିଆ

ମୁମ୍ବାଇ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତା ଆଲିଆଙ୍କ ଗର୍ଭଧାରଣ ଖୁସିକୁ ଦ୍ୱିଗୁଣିତ କରିଦେଇଛି। ମା’ ହେବା ପୂର୍ବରୁ ‘ବ୍ରହ୍ମାସ୍ତ୍ର’ରୁ ଭଲ ରୋଜଗାର କରିଛନ୍ତି ଆଲିଆ। ବର୍ତ୍ତମାନ ଆଲିଆ...

ମଦ ପାଇଁ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୁତି ହାସନ। ସେ ବଲିଉଡ୍‌ ସିନେମାରେ ମଧ୍ୟ କାମ କରିସାରିଛନ୍ତି। ବିଗତ କିଛି ଦିନ...

ନିଜକୁ ଫିଟ୍‌ ରଖିବା ପାଇଁ ଏସବୁ କାମ କରନ୍ତି ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଟନେସ ପାଇଁ ଜଣାଶୁଣା। କେବଳ ଅଭିନୟରେ ନୁହେଁ ବରଂ ତାଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ପ୍ରଶଂସକ ପାଗଳ। ଅନୁଷ୍କା ଶର୍ମାଙ୍କ...

ଆରମ୍ଭ ହେବ ‘କୌନ ବନେଗା କରୋଡ ପତି’ର ଶୁଟିଂ !

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ କେବଳ ଜରୁରୀକାଳିନ ସେବାକୁ ବାଦ୍‌ ଦେଲେ ବାକି ସମସ୍ତ କାର୍ଯ୍ୟ ଏକ ପ୍ରକାର...

ଏହି ଗାୟିକାଙ୍କୁ କୁହାଯାଉଥିଲା ଦ୍ୱିତୀୟ ଲତା ମଙ୍ଗେସକର; ଆଜି ବି ଅସଲ ନାମ ଜାଣିନାହାନ୍ତି କେହି…

ବମ୍ବେ: ହିନ୍ଦି ସିନେମାର ଶ୍ରେଷ୍ଠ ଗାୟିକାଙ୍କ ମଧ୍ୟରୁ ଅନୁରାଧା ପୌଡ଼ୁଆଲ ଜଣେ। ଏକ ସମୟରେ ତାଙ୍କ ତୁଳନା ଲତା ମଙ୍ଗେସକର ବୋଲି କୁହାଯାଉଥିଲା। ଏବେ ଦୀର୍ଘ...

Advertisement
Archives

Model This Week