Posted inଜାତୀୟ

ବର୍ଷାଋତୁ ପୂର୍ବରୁ ବୁଢ଼ା ପାହାଡ଼ ହେବ ମାଓମୁକ୍ତ: ଆରମ୍ଭ ହେବ ଅପରେଶନ୍‌ ଅଲ୍‌ଆଉଟ୍‌

ରାଞ୍ଚି ୨୫।୫: ବର୍ଷାଋତୁ ପୂର୍ବରୁ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଥିବା ବୁଢ଼ା ପାହାଡ଼ ଅଞ୍ଚଳକୁ ମାଓମୁକ୍ତ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଠାରେ ମାଓବାଦୀମାନେ ସକ୍ରିୟ ଥିବାରୁ ଅପରେଶନ୍‌ ଅଲ୍‌ଆଉଟ୍‌ ଯୋଜନା ଆରମ୍ଭ କରାଯିବ। ଏଥିରେ ଦୁଇ ରାଜ୍ୟର ପୋଲିସ ତଥା ସୁରକ୍ଷାକର୍ମୀ ମିଳିତ ଭାବେ ଅଂଶଗ୍ରହଣ କରିବେ। ବର୍ଷାଋତୁ ପୂର୍ବରୁ ମାଓବାଦୀମାନେ ୨-୩ ମାସର ଖାଦ୍ୟପଦାର୍ଥ ଯୋଗାଡ଼ କରିବା ଲାଗି ବୁଢ଼ା ପାହାଡ଼ ପାଦଦେଶକୁ ଆସିଥାନ୍ତି। ଏହାର ସୁଯୋଗ ନେଇ ମାଓଦମନ କାର୍ଯ୍ୟକୁ ଜୋର୍‌ଦାର୍‌ କରିବା ଦୁଇରାଜ୍ୟ ପକ୍ଷରୁ ସ୍ଥିର ହୋଇଛି। ସୁରକ୍ଷାକର୍ମୀ ଏଥିପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତା ମଧ୍ୟ ନେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ପ୍ରସଙ୍ଗ: ବିରୋଧୀଙ୍କ ପ୍ରଦର୍ଶନ, ସଂସଦରେ ଚର୍ଚ୍ଚା ପାଇଁ ଦାବି…

ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ହେବା ନେଇ ଉଦବେଗ...

ଆଜିଠାରୁ ରାଷ୍ଟ୍ରପତିଙ୍କ ୨ ଦିନିଆ ଗୁଜରାଟ ଗସ୍ତ

ନୂଆଦିଲ୍ଲୀ,୧୨।୯: ସେପ୍ଟେମ୍ବର ୧୨ ଅର୍ଥାତ୍‌ ଆଜିଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ସରକାରୀ ବିବୃତ୍ତି ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ମଙ୍ଗଳବାର...

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ନୂଆ ଦଳର ଏଣ୍ଟ୍ରି

କୋଲକାତା,୨୧।୧- ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ମାସେ ପୂର୍ବରୁ ରାଜ୍ୟରେ ଉଭା ହୋଇଛି ଏକ ନୂଆ ରାଜନୈତିକ ଦଳ। ଫୁରଫୁରା ଶରିଫ ଦରଘାର ଧର୍ମ ପ୍ରଚାରକ...

ମଧ୍ୟପ୍ରଦେଶ କଂଗ୍ରେସରେ ମତଭେଦ

ଗ୍ବାଲିୟର,୫ା୯: ମଧ୍ୟପ୍ରଦେଶ କଂଗ୍ରେସରେ ମତଭେଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କମଳନାଥ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ଆବଶ୍ୟକ ବୋଲି ଦଳର ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ...

ଅକ୍ଟୋବରରୁ ପ୍ରତିଦିନ ଏକ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା!

ନୂଆଦିଲ୍ଲୀ,୩୦ ।୭: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏବେ ବିଶ୍ୱବାସୀଙ୍କ ପାଇଁ ଆଶାର କିରଣ ହେଉଛି କେବଳ ଟିକା ବା ଭ୍ୟାକ୍ସିନ...

ଦୁର୍ଘଟଣାଗ୍ରସ୍ତ ହେଲା ଲଢ଼ୁଆ ବିମାନ

ନୂଆଦିଲ୍ଲୀ,୨୫।୮: ଭାରତୀୟ ବାୟୁସେନାର ଏକ ମିଗ୍‌-୨୧ ଲଢ଼ୁଆ ବିମାନ ରାଜସ୍ଥାନର ବାର୍‌ମେରଠାରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଶିକ୍ଷଣ ଉଡ଼ାଣ ବେଳେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ...

ଇଭିଏମ୍‌ରେ ଭାଗ୍ୟ, ୧୧କୁ ଅପେକ୍ଷା: ଦିଲ୍ଲୀରେ ୬୧.୪୬% ମତଦାନ

ନୂଆଦିଲ୍ଲୀ,୯ା୨: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦିଲ୍ଲୀ ବିଧାନସଭାର ୭୦ ଆସନରେ ନିର୍ବାଚନ ଶେଷ ହୋଇଛି। ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ...

କୋଭିଡ ନେଇଛି ୩୧୩ ଡାକ୍ତର, ନର୍ସ, ଆଶାକର୍ମୀଙ୍କ ଜୀବନ

ନୂଆଦିଲ୍ଲୀ,୨ ।୨: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏଥିରେ କୋଟି କୋଟି ଲୋକ ସଂକ୍ରମିତ...

Advertisement
Archives

Model This Week