Posted inଜାତୀୟ

ବଦଳି ଯାଇଛି ବାପୁଙ୍କ ଭାରତ; ଚାରିଆଡ଼େ ବ୍ୟାପିଛି ହିଂସା-ଅସହିଷ୍ଣୁତା: କପିଲ ସିବଲ୍‌

ନୂଆଦିଲ୍ଲୀ,୨।୧୦: କଂଗ୍ରେସ ସଦସ୍ୟ କପିଲ୍‌ ସିବଲ୍‌ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆଜି ବାପୁଙ୍କ ଭାରତ ଚିତ୍ର ବଦଳି ଯାଇଛି। ପୂର୍ବରୁ ବାପୁଙ୍କ ନିର୍ଦ୍ଦେଶିତ ସତ୍ୟ,ଅହିଂସା, ସହିଷ୍ଣୁତା ଏବଂ ବିବିଧତା ଆଦି ୪ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ଦେଶ ପର୍ଯ୍ୟବେସିତ ଥିଲା। ତେବେ ଏବେ ଭାଜପା ସରକାରଙ୍କ ଅମଳରେ ହିଂସା-ଅସହିଷ୍ଣୁତା ଦେଶର ପ୍ରମୁଖ ସ୍ତମ୍ଭ ପାଲଟିଛି। ଏବେ ଦେଶରେ ମିଥ୍ୟା ଖବର, ମିଥ୍ୟା ତଥ୍ୟ, ମିଥ୍ୟା ଅଭିଯୋଗ ନେଇ ବିଭିନ୍ନ ଘଟଣା ଘଟିିଚାଲିଛି। ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସିବଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସପ୍ରେସ୍‌ ଓ୍ବେ ୫ ଘଣ୍ଟା ପାଇଁ ବନ୍ଦ

ନୂଆଦିଲ୍ଲୀ,୬।୩: କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଚାଷୀ ସଂଗଠନଗୁଡ଼ିକର ଆନ୍ଦୋଳନ ଇତିମଧ୍ୟରେ ୧୦୦ ଦିନରେ ପହଞ୍ଚିଛି। ଏନେଇ ଦିଲ୍ଲୀ ଉପକଣ୍ଠରେ ମିଳିତ କୃଷକ...

ସିଡିଏସ୍‌ ପରୀକ୍ଷାରେ ଉତ୍ତରାଖଣ୍ଡର ହିମାଂଶୁ ଟପ୍ପର

ନୈନିତାଲ,୬।୬: ମିଳିତ ପ୍ରତିରକ୍ଷା ସେବା (ସିଡିଏସ୍‌) ପରୀକ୍ଷାରେ ଉତ୍ତରାଖଣ୍ଡର ହଲଦ୍ୱାନି ଅଞ୍ଚଳର ହିମାଂଶୁ ପାଣ୍ଡେ(୨୨) ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି। କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ପରିଚାଳିତ...

ଫଡନାଭିସଙ୍କ ସ୍ତ୍ରୀଙ୍କୁ ଏକ କୋଟି ଲାଞ୍ଚ ଯାଚିଲେ ଡିଜାଇନର: ମାମଲା ରୁଜୁ…

ମୁମ୍ବାଇ,୧୬।୩ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସ୍ତ୍ରୀ ଅମୃତା ଫଡନାଭିସ ଜଣେ ଡିଜାଇନରଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ଅମୃତା ଅଭିଯୋଗ କରିଛନ୍ତି ଯେ...

ଚାଳକଙ୍କୁ ହୃଦ୍‌ଘାତ ଯୋଗୁ ପେଟ୍ରୋଲ ପମ୍ପରେ ପଶିଲା ଟ୍ରକ

ଭୋପାଳ,୪।୯: ମଧ୍ୟପ୍ରଦେଶ ସାଗର ସହର କେଣ୍ଟ ଥାନା ଅଞ୍ଚଳ ନିକଟ ଏକ ବାଇପାସ୍‌ରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଗ୍ୟାସ ସିଭିଣ୍ଡର ଭର୍ତ୍ତି ଥିବା ଟ୍ରକ୍‌ଟି...

ମନେ ପଡିଲେ ସୁଷମା

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପ୍ରଥମ ଶାସନ କାଳରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ସୁଷମା ସ୍ବରାଜ।...

ଏସବୁ ଜିନିଷକୁ ଗୋଡ଼ ଲଗାଉଛନ୍ତି କି? ଆସିପାରେ ବଡ଼ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ। କିଛି ଲୋକ ଜାଣିଶୁଣି...

କରୋନା ଭାଇରସ ଭୟ: ରଙ୍ଗ ନୁହେଁ ଫୁଲରେ ଖେଳିଲେ ହୋଲି

ଅମୃତସର,୯।୩: କରୋନା ଭାଇରସ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ପାଇଁ ସରକାରୀ ଓ ବେରସକାରୀ ସ୍ତରରେ ଆରମ୍ଭ...

ମିଶିଲା ଲୋକ ସଭା, ରାଜ୍ୟ ସଭା ଟିଭି

ନୂଆଦିଲ୍ଲୀ,୨ ।୩: ଲୋକ ସଭା ଓ ରାଜ୍ୟ ସଭା ଟିଭି ମିଶି ସଂସଦ ଟିଭି ହୋଇଛି । ଅବସରପ୍ରାପ୍ତ ଆଇଏଏସ୍ ରବି କପୁର ଏହାର ଚିଫ୍...

Advertisement
Archives

Model This Week