ବଜ୍ରପାତରେ ୮ ଗୋରୁଙ୍କ ଜୀବନଗଲା

କେନ୍ଦୁଝର, ୧।୫(ସ୍ବ.ପ୍ର.)-କାଳବୈଶାଖୀ ଓ ବଜ୍ରପାତରେ ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଜିଲା ଘଟଗାଁ ଅଞ୍ଚଳରେ ୮ଟି ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଶୁକବ୍ରାର ଅପରାହ୍ନ ୩ଘଟିକା ସମୟରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଉକ୍ତ ଗ୍ରାମର ବୀରବର ଜୁଆଙ୍ଗଙ୍କ ଗୋଟିଏ ଗାଈ, ଭୋଳାନାଥ ଜୁଆଙ୍ଗଙ୍କ ୩ଟି ବଳଦ, ମକୁରୁ ଜୁଆଙ୍ଗଙ୍କ ଗୋଟିଏ ବଳଦ, ରଞ୍ଜନ ଜୁଆଙ୍ଗ ୨ଟି ବଳଦ, ଭକ୍ତବନ୍ଧୁ ଜୁଆଙ୍ଗଙ୍କ ୨ଟି ବଳଦର ମୃତ୍ୟୁ ଘଟିଛି । ସମସ୍ତେ ଗରିବ ପରିବାରର ହୋଇଥିବାରୁ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଆମ୍ବୁଲାନ୍ସରୁ ଡେଇଁଲେ ରୋଗୀଙ୍କ ମା’, ପୂରା ଘଟଣା ଜାଣିଲେ…

ଭଦ୍ରକ ଅଫିସ,୧।୩: କଟକ ବଡ଼ ମେଡିକାଲ ବଦଳରେ ବାଲେଶ୍ୱର ନେଉଥିବାରୁ ୧୦୮ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ ରୋଗୀଙ୍କ ମା’। ଏଭଳି ଏକ ଘଟଣା ଘଟିଛି ଭଦ୍ରକ...

ସୁନାଦୋକାନ ଉପରେ ୨୨ ଲକ୍ଷ ଜରିମାନା

ଜୟପୁର, ୮ା୧୦ (ନି.ପ୍ର.): ଜୟପୁର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ସୁନା ଦୋକାନ ଉପରେ ଚଢ଼ାଉ କରି ୨୨ ଲକ୍ଷ ୪୨ ହଜାର ଟଙ୍କା...

କେନ୍ଦୁଝରରେ ଡବଲ ମର୍ଡର

କେନ୍ଦୁଝର,୧୧ା୧୨(ସ୍ବ.ପ୍ର.): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମରେ ଶନିବାର ରାତିରେ ଦମ୍ପତିଙ୍କୁ ହାଣି ହତ୍ୟା କରାଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେମାନେ ଘର...

ସରପଗଡ ଡ୍ୟାମ୍‌ରେ ୨ଟି ଗେଟ୍‌ ଦ୍ୱାରା ଜଳ ନିଷ୍କାସିତ

ଲେଫ୍ରିପଡା,୧୨।୯(ଡି.ଏନ.ଏ) -ଲଘୁଚାପଜନିତ ବର୍ଷାରେ ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ସରପଗଡ ଡ୍ୟାମ୍‌ରେ ପାଣି ଭର୍ତ୍ତି ହୋଇଛି। ଫଳରେ ଗୁରୁବାର ସକାଳେ ଦୁଇଗୋଟି ଗେଟ୍‌ ଖୋଲାଯାଇ ଇଛାନଦୀ ଦ୍ୱାରା...

ଡରାଉଛି କରୋନା: ୧୫.୯୮ ଲକ୍ଷ ଲୋକଙ୍କଙ୍କ ହେଲାଣି ଥର୍ମାଲ ସ୍କ୍ରିନିଂ

ଛତ୍ରପୁର,୨୮।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଜିଲାର ସମସ୍ତ ଘରକୁ ଘର ଯାଇ ସମସ୍ତ ପରିବାର...

ଗଛ ଭାଙ୍ଗିଲା, ବିଦ୍ୟୁତ୍‌ ସେବା ପ୍ରଭାବିତ

କୁଆଁରମୁଣ୍ଡା,୨୧।୪: (ଡି.ଏନ.ଏ.) ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢେ ୧ଟାରେ ହଠାତ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ବିଦ୍ୟୁତ୍‌...

ଆଜି ମହାଶିବରାତ୍ରି: ସୁନାବେଶରେ ଦର୍ଶନ ଦେବେ ଆଖଣ୍ଡଳମଣି

ଆରଡି,୧୮।୨( ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଉଠିଛି । ଭୋର ୪ଟାରୁ ବାବାଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ...

କୋଭିଡ଼ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ଭଦ୍ରକ ଅଫିସ, ୧ା୫- ଶୁକ୍ରବାର ସନ୍ଧ୍ୟାରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପଶୁ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ଭଦ୍ରକ...

Advertisement
Archives

Model This Week