ବଜ୍ରପାତରେ ୨ ଗୁରୁତର

ଚମ୍ପୁଆ,୨୮ା୫ (ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତର ପତଳା ଗ୍ରାମରେ ଗୁରୁବାର ସକାଳେ ବଜ୍ରପାତରେ ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପାର୍ବତୀ ପାତ୍ର ଓ ଝୁମି ପାତ୍ର। ଗାଧେଇବାକୁ ଯାଉଥିବା ବେଳେ ସେମାନେ ବଜ୍ରପାତର ଶିକାର ହୋଇଥିଲେ। ପରିବାରେ ଉଭୟଙ୍କୁ ଉଦ୍ଧାର ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏହି ବଜ୍ରପାତ ନଟବର ପାତ୍ରଙ୍କ ଘରର କୋଣକୁ ମାରିଥିଲା। ଫଳରେ ଘରର ଅଜବେଷ୍ଟ ଗୁଡିକ ଭାଙ୍ଗି ଚୁରମାର ହୋଇଯାଇଛି। ଏପରିକି ଘର ଭିତରେ ବସ୍ତାରେ ଥିବା ଚାଉଳ ଓ ରୋଷେଇ ସାମଗ୍ରୀ ସହିତ ବିଦ୍ୟୁତ ବୋର୍ଡ ଓ ତାର ସବୁ ନଷ୍ଟ ହୋଇଯାଇଛି। ଏ ନେଇ ସ୍ଥାନୀୟ ତହସିଲଦାର ଆଲୋକ କୁମାର ପଟେଲ ଖବର ପାଇ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତକୁ ଭିତ୍ତିକରି ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ତୁରନ୍ତ ପଲିଥିନ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟମ୍ପରେ ପିଟିପିଟି ଖେଳାଳିଙ୍କୁ ମାରିଦେଲେ

ରାୟଗଡ଼ା ଅଫିସ,୨୧ା୬: କ୍ରିକେଟ ଖେଳ ବେଳେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳରୁ ଜଣେ ଖେଳାଳିଙ୍କ ଜୀବନ ଚାଳିଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ମନୁଶୁ ପଞ୍ଚାୟତର...

ବିପଦସଙ୍କୁଳ ଶ୍ରେଣୀ ଗୃହ

ନାରାୟଣପାଟଣା,୧୯।୨(ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ଛାତ୍ରୀ ଛାତ୍ରଙ୍କ ପାଇଁ ସରକାର ଅନେକ ସୁବିଧା କରୁଛନ୍ତି। ଛତା, ଜୋତା, ଡ୍ରେସ୍‌ଠାରୁ ଆରମ୍ଭ କରି ବିଦ୍ୟାଳୟର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭଞ୍ଜନଗର,୩୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ାସ୍ଥିତ ବାଘୁଆ ଜଳସେଚନର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

ଅଲୋଡ଼ା ମଧୁସୂଦନ ସଂଗ୍ରହାଳୟ

କଟକ ଅଫିସ,୨୮ା୪: ଶୁକ୍ରବାର ମଧୁବାବୁଙ୍କ ଜୟନ୍ତୀ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହେଲେ ତାଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିବା କଟକ ଚଣ୍ଡୀଛକସ୍ଥିତ ମଧୁସୂଦନ...

ସ୍ମାର୍ଟ ସ୍କୁଲ: ଶାରଦା ଏକାଡେମୀର କରୁଣ ସ୍ଥିତି

ଡେରାବିଶ,୨୪ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଛକନାସ୍ଥିତ ଶାରଦା ଏକାଡେମୀ ସ୍ମାର୍ଟ ସ୍କୁଲରେ ରୁପାନ୍ତରିତ ହେବା ପରେ ତା’ର କରୁଣ ସ୍ଥିତି ବୁଦ୍ଧିଜୀବୀଙ୍କୁ...

ଟେନିସ୍‌ ପ୍ରଚାର ପାଇଁ ମିନି ମାରାଥନ

ଯାଜପୁର ଟାଉନ,୪ା୧୨(ଡି.ଏନ୍‌.ଏ.)- ଟେନିସ୍‌ ଖେଳକୁ ପ୍ରୋତ୍ସାହିତ କରିବା ନିମନ୍ତେ କଳିଙ୍ଗ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌(କେଜିଆଇ) ପ୍ରଚେଷ୍ଟା ଜାରି ରଖିଛି। ଏଥିପାଇଁ ଯାଜପୁର ଜିଲାରେ ମିନି ମାରାଥନ...

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଖୁବ୍‌ଶୀଘ୍ର ପାଠପଢ଼ା

ସାକ୍ଷୀଗୋପାଳ,୨୯।୬(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ପୁରୀ ଜିଲା ସତ୍ୟବାଦୀ ବ୍ଲକର ବକୁଳବନରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିସହ ନିର୍ମାଣ କାର୍ଯ୍ୟ...

ଏଏସ୍‌ପି ତ୍ରିନାଥଙ୍କ ସ୍ତ୍ରୀଙ୍କୁ ଆଗୁଆ ଜାମିନ

କଟକ ଅଫିସ,୮ା୩- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ...

Advertisement
Archives

Model This Week