ଫଟୋଗ୍ରାଫରଙ୍କ ଉପରେ ରାଗିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ବେଶ୍‌ ପରିଚିତ। କାରଣ ହେଉଛି ତାଙ୍କର ଫଟୋ ଦେଖି ଅଧିକାଂଶ ଦର୍ଶକେ ଫିଦା ହୋଇଯାଆନ୍ତି। ଏବେ କିନ୍ତୁ ତୈମୁରଙ୍କ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି କେହି ଏହା ତୈମୁରଙ୍କର ବୋଲି ବିଶ୍ୱାସ କରିପାରୁ ନାହାଁନ୍ତି। କାରଣ ପ୍ରଥମ ଥର ଏହି କ୍ୟୁଟ ବେବିଙ୍କ ରାଗ ଦେଖିବାକୁ ମିଳିଛି। ଭିଡିଓଟି ଦୀପାବଳି ଦିନର ବୋଲି ଜଣାପଡିଛି। ସେଦିନ ମା’ କରିନା କପୁର ଖାଁଙ୍କ ସହ ତୈମୁର କିଛି ବାଣ ଧରି ଯାଉଥିବା ସମୟରେ ଫଟୋଗ୍ରାଫରମାନେ ତାଙ୍କୁ ‘ହାପି ଦିଓ୍ବାଲି ତୈମୁର’ ବୋଲି କୁହାଥିବା ଦେଖାଯାଇଛି। ହେଲେ ଏହା ବୋଧହୁଏ ତୈମୁରଙ୍କୁ ପସନ୍ଦ ନ ଥିଲା ସେଥିପାଇଁ ସେ ନୋ ନୋ ବୋଲି କହି ଚାଲିଛନ୍ତି। ହେଲେ ଫଟୋଗ୍ରାଫରମାନେ ତାଙ୍କୁ ବାରମ୍ବାର ହାପି ଦିଓ୍ବାଲି କହିବା ପରେ କରିନା ତୈମୁରଙ୍କୁ କହୁଛନ୍ତି ସମସ୍ତଙ୍କୁ ହାପି ଦିଓ୍ବାଲି କୁହ। ଏହାପରେ ତୈମୁର ସମସ୍ତଙ୍କୁ ହାପି ଦିଓ୍ବାଲି କହି ସେଠାରୁ ଚାଲି ଯାଉଛନ୍ତି। ସବୁବେଳେ ସୋସିଆଲ ମିଡିଆରେ ତଥା ଖବରର ଶିରୋନାମାରେ ରହୁଥିବା କରିନା ଓ ତୈମୁରଙ୍କର ଅନେକ ପ୍ରଶଂସକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଷ୍ଟ ହେଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ବିଦେଶରେ ଥିଲେ ବି ଦେଶରେ ତାଙ୍କର ଖୁବ୍ ଚର୍ଚ୍ଚା ହେଉଛି । ନିକଟରେ ସେ ଏକ...

ସଲମାନଙ୍କୁ ଏଭଳି ସ୍ଥିତିରେ ଦେଖି କାନ୍ଦିଥିଲେ ପିତା ସଲିମ୍‌ ଖାଁ

ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ ଖାଁଙ୍କ ପିତା ତଥା ସଲିମ ଖାଁ ଆଜି ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସଲମାନ ତାଙ୍କ ଖାସ୍‌...

ବିରାଟ କୋହଲିଙ୍କ ଏହି କଥାରେ ରାଗିଲେ ପ୍ରଶଂସକ, ସ୍ତ୍ରୀ ଅନୁଷ୍କାଙ୍କୁ ମଧ୍ୟ ଛାଡିଲେନି

ଆଇପିଏଲ୍‌ ଖେଳରୁ ମୁକ୍ତ ହେବା ପରେ କ୍ରିକେଟର ବିରାଟ କୋହଲି ଦୀପାବଳି ଅବସାରେ ବାଣ ନ ଫୁଟାଇବା ପାଇଁ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଥିଲେ। ମାତ୍ର...

ସାରାଙ୍କ ଟେନସନ

ସୈଫ ତନୟା ସାରା ଅଲ୍ଲୀ ଖଁ। କ’ଣ କରିବେ ଜାଣିପାରୁନାହାନ୍ତି। କାରଣ ପ୍ରେମ ତାଙ୍କ ପାଇଁ ଟେନସନ ସାଜିଛି। ଯୁଆଡ଼େ ଗଲେ ସେହି ଗୋଟିଏ ପ୍ରଶ୍ନ।...

କିମିଆ କରୁଛି ଶେହନାଜଙ୍କ ବୋଲ୍ଡ ଲୁକ୍‌

ବମ୍ବେ: ବିଗ୍‌ବସ୍‌ର ୧୩ତମ ସିଜିନରେ ନଜର ଆସିଥିଲେ ଶେହନାଜ ଗିଲ। ଶୋ’ରେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ତାଙ୍କର ଥଟ୍ଟାମଜା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ନିଜର...

ଜୁବିନ ନୌଟିଆଲ ଆହତ

ମୁମ୍ବାଇ,୨।୧୨: ଲୋକପ୍ରିୟ ପ୍ରଚ୍ଛଦପଟ୍ଟ ଗାୟକ ଜୁବିନ ନୌଟଆଲ ଗୁରୁବାର ଭୋର ସମୟରେ ବିଲ୍ଡିଂ ଶିଡ଼ିରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କ କହୁଣି ଭାଙ୍ଗିବା ସହ...

ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୧୯।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଶନିବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ...

ଭାରତୀ ସିଂହଙ୍କ ନାଁରେ ଏଫ୍‌ଆଇଆର

ମୁମ୍ବାଇ,୧୬।୫: ବିବାଦ ଘେରରେ ଏବେ କମେଡି କୁଇନ ଭାରତୀ ସିଂହ। ମହଙ୍ଗା ପଡ଼ିଲା ଥଟ୍ଟା କରିବା। ସୋମବାର ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଥିବା ଜଣାପଡ଼ିଛି।...

Advertisement
Archives

Model This Week