ପ୍ରିୟଙ୍କାଙ୍କ ଫଟୋ ଶେୟାର କରି ଟ୍ରୋଲ୍‌ ହେଲେ ନିକ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ବିଦେଶରେ ରହୁଛନ୍ତି। ଦୁଇଦିନ ତଳେ ସେ ନିକ୍‌ଙ୍କ ପାଇଁ କର୍‌ବା ଚୌଥ୍‌ ବ୍ରତ ରଖିଥିଲେ। ତାଙ୍କର ଏହା ପ୍ରଥମ କର୍‌ବା ଚୌଥ୍‌ ଥିଲା। ଏଥିରେ ସେ ଏକ ଲାଲ୍‌ ରଙ୍ଗର ଶାଢ଼ି ଏବଂ ଚୁଡ଼ି ପିନ୍ଧିଥିଲେ। ନିକ୍‌ଙ୍କ ନାଁରେ ହାତରେ ମେହେନ୍ଦୀ ମଧ୍ୟ କରିଥିଲେ।

ସ୍ବାମୀ ନିକ୍‌ ପ୍ରିୟଙ୍କାଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ମୋ’ ସ୍ତ୍ରୀ ଭାରତୀୟ। ସେ ହିନ୍ଦୁ। ମୋତେ ସେ ତାଙ୍କର ସଂସ୍କୃତି, ଧର୍ମ ଏବଂ ପରମ୍ପରା ବିଷୟରେ ବହୁତ କିଛି ଶିଖାଇଛନ୍ତି। ମୁଁ ତାଙ୍କୁ ବହୁତ ଭଲପାଏ। ଆପଣମାନଙ୍କୁ କର୍‌ବା ଚୌଥ୍‌ର ଶୁଭକାମନା।

ନିକ୍‌ଙ୍କ କ୍ୟାପଶନ୍‌ ଦେଖି ୟୁଜରମାନେ ଟ୍ରୋଲ କରିବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହି ସମ୍ପର୍କ କେବଳ ଷ୍ଟାଇଲ୍‌ରେ ଲେଖାହୋଇଛି। ଆଉ ଜଣେ ୟୁଜର ଲେଖିଛନ୍ତି, ଯେମିତି ଲାଗୁଛି ଏହା କମ୍‌ ଦିନର ସମ୍ପର୍କ। ଜବରଦସ୍ତ କେହି ଲେଖିବାକୁ କହିଛି। ଏହିପରି ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇ ନିକ୍‌ଙ୍କୁ ଟ୍ରୋଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ହାତରେ ନାହିଁ ସମୟ…

ମୁମ୍ବାଇ: ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ଥିବା ସୃତି ଝାଙ୍କୁ ଶୁକ୍ରବାର ୩୫ବର୍ଷ ପୂରଣ ହୋଇଛି। ୧୯୮୬ ଫେବୃୟାରୀ ୨୬ରେ ସେ...

ଭାବି ଶାଶୁଙ୍କୁ ଖୁସି କରିବା ପାଇଁ କାଟ୍ରିନା ନେଲେ ବଡ଼ ପଦକ୍ଷେପ

ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫଙ୍କ ବିବାହକୁ ସେମାନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଉଭୟ ଗତ ଦୁଇ ବର୍ଷ ଧରି ପରସ୍ପରକୁ...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ସର୍ଜରୀ କରି ଶରୀରର ଗଠନ ବଦଳାଇବାକୁ କହିଥିଲେ ନିର୍ଦ୍ଦେଶକ

ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ତାଙ୍କ ପୁସ୍ତକ ଅନ୍‌ଫିନିଶଡ୍‌ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରିୟଙ୍କା ଚୋପ୍ରା ଏହି ପୁସ୍ତକରେ ତାଙ୍କ ଫିଲ୍ମ କ୍ୟାରିୟର୍‌ ବିଷୟରେ...

ସଫଳ ଅଭିନେତା ହେବାର ଲକ୍ଷ୍ୟ

ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କ ପ୍ରତିଭାର ବିକାଶ ହୋଇଥିଲା ପିଲାଦିନୁ। ମଞ୍ଚ ନାଟକ ପ୍ରତି ଥିବା ତାଙ୍କର ଦୁର୍ବଳତା ବୟସ ବଢିବା ସହିତ ଏକ...

ଅନୁଷ୍କା ଶର୍ମା ପ୍ରଯୋଜିତ ‘ବୁଲ୍‌ବୁଲ’ର ଟ୍ରେଲର ରିଲିଜ୍‌: ଅପରାଧ, ସସ୍‌ପେନ୍ସ, ପ୍ରେମରେ ଭରପୂର

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଦ୍ୱିତୀୟ ଓ୍ବେବ୍‌ ସିରିଜ୍‌ ‘ବୁଲବୁଲ’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ଅଭିନେତ୍ରୀ ତୃପ୍ତି ଡିମରୀଙ୍କୁ ବଙ୍ଗାଳୀ...

ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ

ମୁମ୍ବାଇ,୨ ।୯: ଅଭିନେତା ତଥା ବିଗ୍ ବସ୍ ୱିନର ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ହୋଇଛି । ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ...

ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ୍‌ କଲେ ଶ୍ରଦ୍ଧା

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ ବ୍ରେକ୍‌ଅପ୍‌ ହୋଇଯିବା ଖବର ଆଲୋଚନା ହେଉଛି। ଯଦିଓ ଶ୍ରଦ୍ଧା...

ଓଡ଼ିଆ ଝିଅ ଅପ୍‌ସରା ରାନୀଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର୍‌ ରିଲିଜ୍‌: ଦେଖନ୍ତୁ..

ଭୁବନେଶ୍ୱର: ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଅପସରା ରାନୀ ଓରଫ ଅଙ୍କିତା ମହାରଣାଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର। ୨.୪୩ ମିନିଟ୍‌ର ଏହି ଟ୍ରେଲରକୁ ଭରପୁର ଭଲପାଇବା...

Advertisement
Archives

Model This Week