Posted inଜାତୀୟ

ପ୍ରବଳ ବର୍ଷା: ବନ୍ୟା ଜଳରେ ଭାସିଗଲା ଗାଡ଼ି

ମୁମ୍ବାଇ,୨୬।୯: ମହାରାଷ୍ଟ୍ର ପୁଣେରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। କେତେକ ଅଞ୍ଚଳରେ ଘର ଭିତରେ ଛାତିଏ ପାଣି ଠିଆ ହୋଇ ରହିଛି। କିଛି ଅଞ୍ଚଳରେ ୨ ମହଲା ଘରେ ମଧ୍ୟ ବନ୍ୟାଜଳ ପଶିଥିବା କୁହାଯାଉଛି। ବନ୍ୟାଜଳରେ ରାସ୍ତାରେ ଥିବା ଗାଡ଼ି ଭାସି ଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ ଜଳବନ୍ଦୀ ହୋଇଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି। ଇତିମଧ୍ୟରେ ଏଠାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବିବାହିତଙ୍କୁ ମିଳିବ ପେନସନ୍‌

ନୂଆଦିଲ୍ଲୀ,୭।୭: ହରିୟାଣା ସରକାର ୪୫ ରୁ ୬୦ ବର୍ଷ ବୟସର ସ୍ବଳ୍ପ ଆୟ ବର୍ଗର ଅବିବାହିତ ବ୍ୟକ୍ତିଙ୍କ ପାଇ ମାସିକ ପେନସନ୍‌ ଦେବାକୁ ଘୋଷଣା କରିଛନ୍ତି।...

ଗିରଫ ହେଲେ ଅବଦୁଲ୍ଲାଙ୍କ ଭଉଣୀ

ଜମ୍ମୁ,୧୫।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାକୁ ପ୍ରାୟ ୭୦ ଦିନ ପୂରି ଗଲାଣି। ଏହାପରେ ମଙ୍ଗଳବାର ଶ୍ରୀଗନରରେ ସିଲିଭ ସୋସାଇଟି ଦ୍ୱାରା ବିରୋଧ ପ୍ରଦର୍ଶନ...

ହିଟଲର ଆଉ ଷ୍ଟାଲିନଙ୍କ ସହ ମୋଦିଙ୍କୁ ତୁଳନା କଲା କଂଗ୍ରେସ

ନୂଆଦିଲ୍ଲୀ,୧୧ ।୩: କଂଗ୍ରେସ ନେତା ଜୟରାମ ରମେଶ ‘ନରେନ୍ଦ୍ର ମୋଦି ଷ୍ଟାଡିୟମ’ର ନାମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ମୋଦିଙ୍କୁ...

ଜୀବନରେ କେବେ ଦେଖି ନ ଥିଲି ଏମିତି ରୋଡ ଶୋ’: ଶାହା

କୋଲକାତା,୨୦ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରବିବାର ବୋଲପୁରରେ ଆୟୋଜିତ ଏକ ମେଗା ରୋଡ ଶୋ’ରେ ଯୋଗ ଦେଇଛନ୍ତି । ଏହି...

ଚାଇନାର ସୋସିଆଲ ମିଡିଆ, ଓ୍ବେଇବୋରୁ ହଟିଲା ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧।୭: ଭାରତ ସରକାର ଭାଇନାର ୫୯ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ମାଇକ୍ରୋବ୍ଲଗିଙ୍ଗ ଓ୍ବେବସାଇଟ ଓ୍ବେଇବୋରୁ ହଟି...

କଂଗ୍ରେସ ସବୁ ଧର୍ମକୁ ସମ୍ମାନ ଦିଏ: ଆଜାଦ୍‌

ଜମ୍ମୁ,୨୭।୨: ଦେଶର ସମସ୍ତ ଲୋକଙ୍କ ହିତ ପାଇଁ କାମ କରିବାକୁ କଂଗ୍ରେସ ସର୍ବଦା ତତ୍ପର। ଦଳ ସବୁ ଧର୍ମକୁ ସମ୍ମାନ ଦେଇଥାଏ। କଂଗ୍ରେସ ସମ୍ମୁଖରେ ସଭିଏଁ...

ଗୋଟିଏ ଦିନ ପାଇଁ ବ୍ରିଟିଶ ଡେପୁଟି ହାଇକମିଶନର ହେଲେ ଭାରତର ସାମ୍ବାଦିକତା ଛାତ୍ରୀ

ବେଙ୍ଗାଲୁର,୧୨।୧୦: ବେଙ୍ଗାଲୁରର ଜଣେ ସାମ୍ବାଦିକତା ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ହେବାର ସୌଭାଗ୍ୟ ମିଳିଛି। ଅନ୍ତରାଷ୍ଟ୍ରୀୟ ବାଳିକ ଦିବସରେ ମିଳିଥିବା ଏହି...

ସୁପରଷ୍ଟାର ବିଜୟଙ୍କ ଘରେ ଚଢ଼ାଉ ପରେ ପୁଣି ଆୟକର ନୋଟିସ

ବେଙ୍ଗାଲୁରୁ,୧୦।୨: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟଙ୍କୁ ଆୟକର ବିଭାଗ ପକ୍ଷରୁ ଏବେ ପୁଣି ନୋଟିସ୍‌ ଜାରି ହୋଇଛି। ଫେବୃୟାରୀ ୫ରେ ତାଙ୍କ ଘରେ ଆୟକର...

Advertisement
Archives

Model This Week