Posted inଜାତୀୟ

ପ୍ରଦୁଷଣ ପାଇଁ ଦିଲ୍ଲୀରେ ଜରୁରୀ ଘୋଷଣା: ଛଟ୍‌ରେ ଫୁଟାଯିବନି ବାଣ

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ-ଏନ୍‌ସିଆରରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଶୁକବ୍ରାର ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ କାରଣକୁ ନଜରରେ ରଖି ଏକ ଜରୁରୀ ଘୋଷଣା କରିଛନ୍ତି। ଏଥିସହ ନଭେମ୍ବର ୫ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେବଳ ସେତିକି ନୁହେଁ ଛଟ୍‌ ପୂଜାରେ ବାଣ ଫୁଟାଇବା ଉପରେ ମଧ୍ୟ କୋର୍ଟ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ଦିଲ୍ଲୀ-ଏନ୍‌ସିଆରରେ ପବନର ଗୁଣବତ୍ତା ଖରାପ ହେବା ସହ ଗମ୍ଭୀର ସ୍ତରକୁ ପଳାଇଛି। ଏନେଇ ପରିବେଶ ପ୍ରଦୁଷଣ ପ୍ରାଧିକରଣର ଅଧ୍ୟକ୍ଷ ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ଚିଠି ଲେଖଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ବାୟୁ ପ୍ରଦୁଷଣ ସମସ୍ତଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ବେଳେ ବିଶେଷ ଭାବରେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଉଛି। ଏଥିସହ ସେ ଶୀତ ଋତୁରେ ବାଣ ନ ଫୁଟାଇବା ପାଇଁ କଟକଣା ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲଓ୍ବଲ ଏକ୍ସପ୍ରେସଓ୍ବେରେ କାହିଁକି ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର

ଚଣ୍ଡିଗଡ଼,୨୬।୬: ହରିୟାଣାର ସୋନିପତରେ ବାୟସେନା ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି। ଶୁକ୍ରବାର କୁଣ୍ଡଲି-ଗାଜିଆବାଦ ପଲଓ୍ବଲ ଏକ୍ସପ୍ରେସଓ୍ବେରେ ବାୟୁସେନା ହେଲିକପ୍ଟରକୁ ଅଚାନକ ଜରୁରୀ ଅବତରଣ କରାଯାଇଥିବା ସୂଚନା...

ସଫଳ ହେଲା ଲାଲୁ ଯାଦବଙ୍କ କିଡନୀ ପ୍ରତିରୋପଣ

ପାଟନା,୫।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୋମବାର ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି। ଲାଲୁଙ୍କ ସାନ ଝିଅ ରୋହିଣୀ ତାଙ୍କୁ କିଡନୀ...

ନୂଆବର୍ଷରେ ଜନ୍ମନେଲେ ୬୦ ହଜାର

ନୂଆଦିଲ୍ଲୀ, ୨ା୧: ନୂତନ ବର୍ଷର ପ୍ରଥମ ଦିନରେ ଭାରତରେ ଭୂମିଷ୍ଠ ହୋଇଛନ୍ତି ୬୦ ହଜାର ଶିଶୁ। ନବବର୍ଷ ପହିଲାରେ ବିଶ୍ୱରେ ୩ ଲକ୍ଷ ୭୧ ହଜାର...

ମୁମ୍ବାଇ ପୋଲିସକୁ ୟୁଜରଙ୍କ ପ୍ରଶ୍ନ-ମୋ ନାଁ ସନି, ମୁଁ ବାହାରକୁ ଯାଇପାରିବି କି?

ମୁମ୍ବାଇ, ୨୫।୫: ମଜାଳିଆ ପୋଷ୍ଟ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେବାରେ ମୁମ୍ବାଇ ପୋଲିସର କେହି ସମକକ୍ଷ ହୋଇପାରିବେ ନାହିଁ। ନିକଟରେ ଜଣେ ୟୁଜର ଟୁଇଟରରେ ମୁମ୍ବାଇ...

‘ବିଧାନସଭା ନିର୍ବାଚନରେ ଭାଜପା ସମଦଶା ଭୋଗିବ’

ଜୟପୁର,୧୧।୬: ରାଜସ୍ଥାନରୁ ରାଜ୍ୟ ସଭାକୁ କଂଗ୍ରେସରୁ ୩ଜଣ ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ସୁଭାଷ...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ...

ରାହୁଲ ମୁହଁ ଖୋଲିଲେ: ସରକାରଙ୍କ ନିଷ୍ପତ୍ତିି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସୃଷ୍ଟି କରିଛି ବିପଦ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଙ୍ଗଳବାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି...

ଆତଙ୍କବାଦୀଙ୍କ ପିଲାଙ୍କୁ ସ୍କଲାରଶିପ୍‌: ଅଣାଯିବ ନୂଆ ସରେଣ୍ଡର ଯୋଜନା

ଶ୍ରୀନଗର, ୯।୭: ଦେଶରେ ଆତଙ୍କବାଦକୁ ହଟାଇବା ଏବଂ ଆତଙ୍କବାଦୀଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ସରେଣ୍ଡର ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନା ୧୯୯୫ଠାରୁ...

Advertisement
Archives

Model This Week