ପ୍ରଥମ ବିଶ୍ୱଯୁଦ୍ଧରେ ଶହୀଦ ଭାରତୀୟ ଯବାନଙ୍କୁ ଫ୍ରାନ୍ସରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ପ୍ୟାରିସ,୬।୧୦: ଭାରତ ଓ ଫ୍ରାନ୍ସ ରବିବାର ସେହି ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଯେଉଁମାନେ ପ୍ରଥମ ବିଶ୍ୱଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ବୀର ଯବାନମାନଙ୍କୁ ଭିଲର୍ସ ଗୁଇସଲେନ ଇଣ୍ଡିଆନ ଓ୍ବାର ମେମୋରିଆଲଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଥିବା ଗରମ ପାଣିରେ ୩ କିଲୋ ଚିନି ମିଶାଇ ଶୋଇଥିବା ସ୍ବାମୀଙ୍କ ଉପରେ ଢାଳିଦେଲେ ସ୍ତ୍ରୀ, ଆଉ ତା’ ପରେ…

ଲଣ୍ଡନ,୧୮।୬: ଇଂଲଣ୍ଡର ଜଣେ ୫୯ ବର୍ଷୀୟା ମହିଳା ୮୧ ବର୍ଷୀୟ ବୃଦ୍ଧ ସ୍ବାମୀଙ୍କ ଉପରେ ଫୁଟୁଥିବା ଗରମ ପାଣିରେ ଚିନି ମିଶାଇ ଢାଳି ଦେବାରୁ ତାଙ୍କର...

କୁଳଭୂଷଣଙ୍କୁ ଆଉ ମିଳିବନି ଆଇନଗତ ସହାୟତା

ଇସ୍‌ଲାମାବାଦ,୧୩-୯(ପି.ଟି.):ପାକିସ୍ତାନର ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀଙ୍କୁ ଉଚ୍ଚାୟୁକ୍ତଙ୍କ ଜରିଆରେ ଦ୍ୱିତୀୟ ଥର ପାଇଁ ଆଇନଗତ ସହାୟତା ଦେବାକୁ ମନାକରିଦେଇଛି ଇସ୍‌ଲାମାବାଦ। ଆଉ ଥରେ...

ଜାତିସଂଘ ଦେଲା ୩୩୨କୋଟି ସହାୟତା

ଜେନେଭା, ୨୩ା୯: ଆଫଗାନିସ୍ତାନକୁ ତାଲିବାନ୍‌ କବ୍‌ଜା କରିବା ପରଠାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ପାଇଁ ଜାତିସଂଘ ଜରୁରିକାଳୀନ ପାଣ୍ଠିରୁ ୪୫ ମିଲିୟନ...

୧୪ ଏପ୍ରିଲରୁ ୨୦ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ଦେଶର ଅନ୍ତର୍ଜାତୀୟ ବିମାନ ଉଡ଼ାଣ

ଢାକା,୧୨।୪: ବାଂଲାଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଚାଲିଛି। ଏହି ସଙ୍କଟ ସମୟରେ ବାଂଲାଦେଶ ସରକାର ଗୋଟିଏ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜନତାଙ୍କ ପ୍ରଶ୍ନ: ବର୍ଦ୍ଧିତ ପେଟ୍ରୋଲ ଦର କ’ଣ ଆମ ପାଇଁ ଉପହାର

ଇସଲାମାବାଦ,୨।୮: ପାକିସ୍ତାନ ବେଳକୁ ବେଳ ଆର୍ଥିକ ସଙ୍କଟ ମଧ୍ୟକୁ ଚାଲି ଯାଉଥିବା ବେଳେ ପେଟ୍ରୋଲର ଦର ବୃଦ୍ଧି ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଡୁଆରେ ପକାଇଛି।...

ସମସ୍ତ ଦେଶର କୋଭିଡ-୧୯ ଟିକାକରଣ ସାର୍ଟିଫିକେଟକୁ ମାନ୍ୟତା ଦେଲା ଦକ୍ଷିଣ ଆଫ୍ରିକା

ଜୋହାନସବର୍ଗ,୨୯ ।୫: ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଦ୍ୱାରା ଦିଆଯାଉଥିବା ତଥ୍ୟକୁ ନେଇ ଉପୁଜୁଥିବା ଭ୍ରମକୁ ଦୂର କରିବାକୁ ଦକ୍ଷିଣ ଆଫ୍ରିକା ସରକାର ସବୁ ଦେଶର କୋଭିଡ ଟିକାକରଣ...

୧୭ ହଜାର ରୁଷୀୟ ସୈନ୍ୟଙ୍କ ମୃତ୍ୟୁ…

କ୍ୱିଭ୍‌, ୩୦।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ନେଇ ସଙ୍କଟ ସୃଷ୍ଟି ହୋଇଛି। ଯୁଦ୍ଧରେ ୟୁକ୍ରେନର ବହୁ ସହର ଧ୍ୱଂସ ହୋଇଯାଇଛି। ତେବେ ଏବେ...

କରୋନା ମୁକ୍ତ ହେଲା ନ୍ୟୁଜିଲାଣ୍ଡ: ଖୁସିରେ ନାଚିଲେ ପ୍ରଧାନମନ୍ତ୍ରୀ

ଓ୍ବିଲିଂଟନ୍‌,୧୪।୧୨: ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ହୋଇଛି। ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେର୍ନ ଖୁସିରେ ନାଚିଛନ୍ତି। ଦେଶରେ ନୂଆ ଆକ୍ରାନ୍ତଙ୍କ...

Advertisement
Archives

Model This Week