Posted inଜାତୀୟ

ପୁଣି ଜନତା ଦଳ ୟୁନାଇଟେଡ୍‌ର ଅଧ୍ୟକ୍ଷ ହେଲେ ନୀତୀଶ

ନୂଆଦିଲ୍ଲୀ,୩୦।୧୦: ଦ୍ବିତୀୟଥର ପାଇଁ ଜନତା ଦଳ ୟୁନାଇଟେଡର ଅଧ୍ୟକ୍ଷ ହେଲେ ନୀତୀଶ କୁମାର। ବୁଧବାର ନୂଆଦିଲ୍ଲୀ ସ୍ଥିତ ମାବଲଙ୍କର ହଲ୍‌ରେ ଜନତା ଦଳ ୟୁନାଇଟେଡ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନୀତୀଶଙ୍କୁ ଦ୍ବିତୀୟ ଥର ପାଇଁ ଦଳର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ୨୦୨୨ ପର୍ଯ୍ୟନ୍ତ ନୀତୀଶ ଏହି କାର୍ଯ୍ୟକାଳ ସମ୍ଭାଳିବେ। ୨୦୧୬ରେ ନୀତୀଶ ଜନତା ଦଳ ୟୁନାଇଟେଡର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ଶରଦ ଯାଦବ ଦଳର ଅଧ୍ୟକ୍ଷ ପଦରୁ ହଟିବା ପରେ ତାଙ୍କ ସ୍ଥାନରେ ନୀତୀଶ ଏହି ପଦ ସମ୍ଭାଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା କାଲି ଶପଥ ନେଇ ପାରନ୍ତି ଉଦ୍ଧବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ଗଣିତ ହୋଇଗଲା ଓଲଟ ପାଲଟ। ଫେଲ୍‌ ମାରିଲା ଭାଜପାର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ପ୍ଲାନ୍‌। ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ...

‘ନ୍ୟାୟିକ ପଦବୀ ପୂରଣଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ’

ନୂଆଦିଲ୍ଲୀ,୩୧ା୭(ପି.ଟି.) : ସାରା ଦେଶର ନ୍ୟାୟିକ ବ୍ୟବସ୍ଥାରେ ବହୁସଂଖ୍ୟକ ବିଚାରପତି ପଦବୀ ଖାଲି ପଡ଼ିଛି। ସେହି ପଦବୀଗୁଡ଼ିକ ପୂରଣ କରିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦେଶରେ...

ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଚମ୍ପାୱତ,୩୧।୫: ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମେତ ଚାରିଜଣ ପ୍ରାର୍ଥୀଙ୍କ ଭାଗ୍ୟ ମଙ୍ଗଳବାର ଇଭିଏମ୍‌ରେ ବନ୍ଦ ହେବ।...

ଉତ୍ତରକାଶୀକୁ ରିଲିଫ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଡେରାଡୁନ,୨୧।୮: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ବାଦଲ ଫାଟିବା ଯୋଗୁ ସହରରେ ବନ୍ୟା ବିତ୍ପାତ ଦେଖାଦେଇଛି। ଫଳରେ ବୁଧବାର ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ ସାମଗ୍ରୀ...

ରାହୁଲ ଗାନ୍ଧୀ କହିଲେ, ଜୁଲାଇ ମାସ ଆସିଲା..ଟିକା ନାହିଁ: ଜବାବରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କରୋନା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି। ଶୁକ୍ରବାର ଟୁଇଟ୍‌ କରି ସେ...

ଜି-୨୦ ଜରୁରୀ ସମ୍ମିଳନୀରେ ଅର୍ଥ ଚିନ୍ତା

ରିୟାଦ/ନୂଆଦିଲ୍ଲୀ,୨୭ା୩: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହି ପରିପ୍ରେକ୍ଷୀରେ ଜି-୨୦ ରାଷ୍ଟ୍ର ସମୂହର ଜରୁରୀ ସମ୍ମିଳନୀ ଗୁରୁବାର ସୌଦି ଆରବର...

ବାଇକ୍‌ ଚାଳକକୁ ଅଟକାଇ ମାନବିକତା ଦେଖାଇଲେ ପୋଲିସ ବାବୁ

ଚେନ୍ନାଇ,୨୫।୩ : ନୂଆ ଯାନବାହନ ଆଇନ କାର୍ଯ୍ୟକାରୀ ହେଲା ପରେ ବାଇକ୍‌ ଚାଳକଙ୍କୁ ପୋଲିସ ଅଟକାଇବାର ଅର୍ଥ ହେଲା ଜରିମାନା କଟିବା ନିଶ୍ଚିତ। କିନ୍ତୁ ତାମିଲନାଡୁର...

ଲକ୍‌ ଡାଉନ୍‌ରେ ଘରୁ ବାହାରୁଥିବା ଲୋକଙ୍କ ଗୋଡ଼କୁ ପୋଲିସ ଗୁଳି କରିବା ଆବଶ୍ୟକ: ଭାଜପା ବିଧାୟକ

ଗାଜିଆବାଦ୍‌,୨୬।୩: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ଭାଜପା ସଦସ୍ୟ ନନ୍ଦକିଶୋର ଗୁର୍ଜର...

Advertisement
Archives

Model This Week