ପୁଣି ଓଜନ ବଢ଼ିବାକୁ ନେଇ ଚର୍ଚ୍ଚାରେ ଅଦନାନ୍‌

ବମ୍ବେ: ବଲିଉଡ୍‌ ଗାୟକ ଅଦନାନ୍‌ ସାମୀ ନିଜର ଗାୟନଶୈଳୀକୁ ନେଇ ଯେତିକି ଚର୍ଚ୍ଚିତ ହୋଇ ନ ଥାନ୍ତି, ତାଠାରୁ ଅଧିକ ହୋଇଥାନ୍ତି ନିଜର ଓଜନକୁ ନେଇ। କିଛି ଦିନ ତଳେ ଓଜନ କମାଇ ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ହେଲେ ଏବେ ଯେଉ କଥାକୁ ସେଇ କଥା ହୋଇଛି। କହିବାର ଅର୍ଥ ଅଦନାନଙ୍କ ଓଜନ ପୁଣି ବଢ଼ିଛି। ନିକଟରେ ବମ୍ବେ ବିମାନବନ୍ଦରରେ ପୁରା ପରିବାର ସହ ଅଦନାନ୍‌ଙ୍କୁ ଦେଖାଯାଇଥିଲା। ଏହି ସମୟର କିଛି ଫଟୋ ଏବେ ଭାଇରାଲ ହେଉିଛି। ୨୩୦ କିଗ୍ରାରୁ ୭୫ କିଗ୍ରାକୁ ଓଜନ ହ୍ରାସ କରି ସମସ୍ତଙ୍କୁ ଫିଟ୍‌ ରହିବାର ମନ୍ତ୍ର ଦେଉଥିବା ଅଦନାନ ପୁଣି ମୋଟା ହୋଇଯାଇଛନ୍ତି। ଭାଇରାଲ ହେଉଥିବା ଫଟୋରୁ ତାହା ସ୍ପଷ୍ଟ ହୋଇଛି।

ଅଦନାନ୍‌ ‘କଭି ତୋ ନଜର ମିଲାଓ, ଥୋଡି ସି ଲିଫ୍ଟ କରାଦେ’ ସହ ସଲମାନ୍‌ଙ୍କ ବଜରଙ୍ଗୀ ଭାଇଜାନ୍‌, ଧମାଲ, ଲାଇଫ୍‌ ଇନ୍‌ ଏ ମେଟ୍ରୋ ଭଳି ଫିଲ୍ମରେ ଗୀତ ଗାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେବେ କପିଲ, ସ୍ତ୍ରୀ ଗିନ୍ନିଙ୍କ ସହ ‘ବେବିମୁନ୍‌’ରେ ଗଲେ କାନାଡ଼ା

ମୁମ୍ବାଇ: ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି କମେଡିକିଙ୍ଗ କପିଲ ଶର୍ମା। ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜେ କପିଲ...

କାଟ୍ରିନାଙ୍କ ସିକ୍ରେଟ କହିଲେ ଏହି କ୍ରିକେଟର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ସିକ୍ରେଟ କହିଛନ୍ତି ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍‌। କାଟ୍ରିନା କୈଫ୍‌ଙ୍କ ସହ ମହମ୍ମଦ କୈଫ୍‌ଙ୍କର କ’ଣ ସମ୍ପର୍କ...

୫୦ ଲକ୍ଷ ଟଙ୍କା ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ ଅମିର

ଲୋକପ୍ରିୟ ଟିଭି ଶୋ’ କୌନ ବନେଗା କରୋଡପତି ସିଜିନ୍‌ ୧୪ ଆରମ୍ଭ ହୋଇଯାଇଛି। ଚଳିତ ସିଜିନ୍‌ର ପ୍ରଥମ ଏପିସୋଡରେ ଅଭିନେତା ଅମିର ଖାନ ହଟ ସିଟରେ...

ମାତ୍ର ୫୦ ଟଙ୍କା ପାଇଁ ଲୋକଙ୍କୁ ଖାଦ୍ୟ ପରଷୁଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତଙ୍କର ଆଜି ହେଉଛି ୪୨ ତମ ଜନ୍ମଦିନ। ୨୫ ନଭେମ୍ବର ୧୯୭୮ରେ ସେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।...

ଅଲଗା ହେବେ ସୁସ୍ମିତାଙ୍କ ଭାଇଭାଉଜ!

ବମ୍ବେ: ଅଲଗା ହେବେ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ଭାଉଜ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍‌ରେ ହେବାରେ ଲାଗିଛି। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌...

ବୋଲ୍ଡ ଲୁକ୍‌ରେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ୍‌ ସବୁବେଳେ ନିଜର ହଟ୍‌ ଆଉ ସୁନ୍ଦର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ...

ଗାର୍ଲଫ୍ରେଣ୍ଡ୍‌ଙ୍କୁ ଏମିତି ଭାଲେଣ୍ଟାଇନ୍‌ ଓ୍ବିଶ୍‌ କଲେ ରାଜକୁମାର

ଭାଲେଣ୍ଟାଇନ୍‌ ଡେ’ ହେଉଛି ପ୍ରେମ ପରିପ୍ରକାଶର ଦିନ। ପ୍ରେମୀଯୁଗଳ ଏହିଦିନଟିକୁ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଏହିଦିନକୁ ସ୍ବତନ୍ତ୍ର ଭାବରେ...

‘ବେସରମ ରଙ୍ଗ’ ଗୀତରେ ହେବ ପରିବର୍ତ୍ତନ

ଅଭିନେତା ଶାହରୁଖ ଖାନ୍‌ ଏବଂ ଦୀପିକା ପାଦ୍ୟୁକୋନଙ୍କ ଆଗାମୀ ଫିଲ୍ମ ‘ପଠାନ’ର ବେସରମ ରଙ୍ଗ ଗୀତକୁ ନେଇ ବିବାଦ ସୃଷ୍ଟି ହୋଇଛି। ଫିଲ୍ମ ରିଲିଜ ନହେଉଣୁ...

Advertisement
Archives

Model This Week