ପିଜା ପାଇଁ ଶ୍ରଦ୍ଧା, ବରୁଣଙ୍କ ମଧ୍ୟ ଝଗଡା

ଏବିସିଡି-୨ ପରେ ଅଭିନେତା ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ପୁଣି ଏକ ଫିଲ୍ମରେ ଏକତ୍ର ନଜର ଆସିବେ। ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଷ୍ଟ୍ରିଟ୍‌ ଡ୍ୟାନ୍ସର-୩ ଡିରେ ବରୁଣ, ଶ୍ରଦ୍ଧା ପୁଣି ଥରେ ଧୁମ୍‌ ମଚାଇବାକୁ ଯାଉଛନ୍ତି। ଫିଲ୍ମର ଶୁଟିଂ ଏବେ ଚାଲିଛି। ସମୟରେ ମିଳିଲେ ଶୁଟିଂ ବେଳର ଫଟୋ ଏବଂ ଭିଡିଓ ଉଭୟ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ନିକଟରେ ଶୁଟିଂ ବେଳେ ପିଜା ଖାଇବାକୁ ନେଇ ଶ୍ରଦ୍ଧା ଏବଂ ବରୁଣଙ୍କ ଝଗଡା ଲାଗିଥିଲା। କ୍ୟୁଟ୍‌ ଶ୍ରଦ୍ଧାଙ୍କ ପିଲାଳିଆମି ଦେଖି ଶୁଟିଂ ସେଟ୍‌ ସବୁ ଷ୍ଟାଫ୍‌ ହସି ହସି ଗଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ଭୁଲ ମାଗିଲେ ଟଲିଉଡ୍‌ ସୁନ୍ଦରୀ

ନୂଆଦିଲ୍ଲୀ, ୩୧।୫: କନ୍ନଡ଼, ତାମିଲ ଓ ତେଲୁଗୁ ଫିଲ୍ମର ଜଣାଶୁଣା ଚେହେରା ପ୍ରଣିଥା ସୁଭାଷ। ଏହି ୨୮ ବର୍ଷୀୟା ସୁନ୍ଦରୀ ରବିବାର ବେଙ୍ଗାଲୁରୁଠାରେ ବ୍ୟବସାୟୀ ନୀତିନ...

‘କୌନ ବନେଗା କରୋଡ ପତି ୧୫’ର ନୂଆ ପ୍ରମୋ ରିଲିଜ

ମୁମ୍ବାଇ: ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର କ୍ୱିଜ ଶୋ’ ‘କୌନ ବନେଗା କରୋଡପତି’ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସୋମବାର ସୋନି ଟିଭି ଅମିତାଭ ବଚ୍ଚନଙ୍କ...

ବିବାହ ପରେ ପ୍ରଥମ

ବମ୍ବେ: ନୂଆ ନୂଆ ବିବାହ, ଏଣୁ ମନ ଉଡୁଛି ଆକାଶରେ। ଆମେ କଥା ହେଉଛୁ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌ ଏବଂ ଭିକ୍କି କୌଶଲଙ୍କ କଥା।...

ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିମି ଯାତ୍ରା କରିଥିବା ଝିଅ ଉପରେ ନିର୍ମାଣ ହେବ ଫିଲ୍ମ

ଲକ୍‌ଡାଉନ ସମୟରେ୧୩ ବର୍ଷ ବୟସର ଝିଅ ଜ୍ୟୋତି କୁମାରୀ ତାଙ୍କ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପ୍ରାୟ ୧୨ ଶହ କିଲୋମିଟରରୁ ଅଧିକ ସାଇକେଲରେ...

ନିଜକୁ ଗୁଗୁଲ କଲା ପରେ କଙ୍ଗନା ଦେଖୁଛନ୍ତି ଏହି ପେଜ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଅଧିକାଂଶ ସମୟରେ ନିଜର ବେବାକ ବୟାନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତ ଦେବାକୁ ପଛଘୁଞ୍ଚା...

ଓସ୍କାର ଜିତିବା ପରେ ହସ୍ପିଟାଲରେ ଆଡମିଟ ହୋଇଥିଲେ ଗୁନିତ ମୋଙ୍ଗା

ମୁମ୍ବାଇ,୨୬ ।୩: ଚଳିତ ବର୍ଷର ଓସ୍କାର ଆୱାର୍ଡ ୨୦୨୩ରେ ଭାରତୀୟ ସିନେମା ବାଜି ମାରିଛି । ଗୋଟିଏ ପଟେ ସାଉଥ ସିନେମାର ବ୍ଲକ ବୁଷ୍ଟର ମୁଭି...

କିଆରାଙ୍କୁ ଏକୁଟିଆ ଛାଡି କାମକୁ ଫେରିଲେ ସିଦ୍ଧାର୍ଥ

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ଉଭୟ ଫେବୃଆରୀ ୭ରେ ରାଜସ୍ଥାନର ଜୈଶଲମିରର ସୂର୍ଯ୍ୟଗଡ...

ବାପାଙ୍କୁ ହତ୍ୟା କରିଥିଲା ଡି-କମ୍ପାନୀ: ପୁଅ ଏବେ ସଙ୍ଗୀତ ଜଗତର ବାଦ୍‌ଶାହା,୧୦୦୦ କୋଟିର ମାଲିକ…

ବମ୍ବେ: ବଲିଉଡ୍‌ରେ ସୁପର କ୍ୟାସେଟ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ‘ଟି-ସିରିଜ’ ନାମରେ ବ୍ୟବସାୟ କରୁଛି। ଗୁଲସନ କୁମାର ଦୁଆ ଏହାର ପ୍ରତିଷ୍ଠାତା ଥିଲେ। ୧୯୯୭ରେ ଗୁଲସନଙ୍କ ହତ୍ୟା...

Advertisement
Archives

Model This Week