ପାର୍ଟି ପାଇଁ ମେକ୍‌ ଅପ୍‌

ପାର୍ଟିକୁ ଯିବାକୁ ହେଲେ କେବଳ ପାର୍ଲର ଗୋଟିଏ ଅପ୍ସନ୍‌ ନୁହେଁ, ଆପଣ ଚାହିଁଲେ ଘରେ ବି ନେଇପାରିବେ ମେକ୍‌ଅପ୍‌ । ଜାଣନ୍ତୁ ସେ ନେଇ କିଛି ଟିପ୍ସ…

ଫେସ୍‌ ମେକ୍‌ଅପ୍‌- ଆପଣଙ୍କ ଚେହେରାକୁ ମେକ୍‌ଅପ୍‌ କରିବାକୁ ଚାହୁଁଥିଲେ ପ୍ରଥମେ କ୍ଲିନ୍‌ଜିଂ କରି ମୁହଁକୁ ସଫା କରନ୍ତୁ। ପରେ ଟୋନିଂ ଏବଂ ମଇଶ୍ଚରାଇଜିଂ କରନ୍ତୁ। ଏହାପରେ କନ୍‌ସିଲର ଲଗାନ୍ତୁ। କନ୍‌ସିଲର ଦ୍ୱାରା ମୁହଁର ଦାଗ ଲୁଚି ଯାଇଥାଏ। ପରେ ଫାଉଣ୍ଡେଶନ୍‌ ଲଗାନ୍ତୁ। ମନେରଖନ୍ତୁ ଫାଉଣ୍ଡେଶନ୍‌ ସ୍କିନ୍‌ କଲର ସହ ମ୍ୟାଚ୍‌ କରିବା ଦରକାର। ସିମର ଲୁକ୍‌ ଦେବାକୁ ହେଲେ କ୍ରିମ୍‌ ବ୍ଲସର ଲଗାନ୍ତୁ। ଏହାପରେ ଏକ ନାଚୁରାଲ୍‌ ବେସ୍‌ରେ ଫେସ୍‌ ପାଉଡର ଲଗାନ୍ତୁ।
ଆଖି ମେକ୍‌ଅପ୍‌- ରାତିରେ ପାର୍ଟିକୁ ଯିବାକୁ ହେଲେ ଆଖିରେ ଡାର୍କ ମେକ୍‌ଅପ୍‌ ଆକର୍ଷଣୀୟ ଲାଗିଥାଏ। ଦିନରେ ଲାଇଟ୍‌ ସେଡ୍‌ସର ଆଇସ୍ୟାଡୋ ବ୍ୟବହାର କରନ୍ତୁ। ଲଗାଇବା ପୂର୍ବରୁ ଏହାର ଉପରିଭାଗରେ ଫାଉଣ୍ଡେଶନ୍‌ ଏବଂ ଲୁଜ୍‌ ପାଉଡର ହାଲ୍‌କା ବ୍ରସ୍‌ରେ ଲଗାନ୍ତୁ।
ହେୟାର ଷ୍ଟାଇଲ୍‌ – ମେକ୍‌ଅପ୍‌ ବ୍ୟତୀତ ଆପଣଙ୍କ ହେୟାର ଷ୍ଟାଇଲ୍‌ ବି ଖାସ୍‌ ହେବା ଦରକାର। ଏଥିରେ ଆପଣ ଚାହିଁଲେ କିଛି ନୂଆ ଟ୍ରାଏ କରିପାରିବେ। ଲୁଜ୍‌ କର୍ଲସ ସହିତ ନିଜ କେଶକୁ ଷ୍ଟାଇଲିସ୍‌ ଲୁକ୍‌ ଦେଇପାରିବେ। ଏହା ସହିତ ଲୋ ଏବଂ ହାଇ ପୋନିଟେଲ୍‌ ମଧ୍ୟ ଫ୍ୟାଶନ୍‌ରେ ଅଛି।
ଓଠ ମେକ୍‌ଅପ୍‌- ଓଠ ପତଳା ଦେଖାଯିବାକୁ ହେଲେ ଲିପ୍‌ଷ୍ଟିକ୍‌ ସେଡ୍‌କୁ ମ୍ୟାଚ୍‌ କରି ଲିପ୍‌ ଲାଇନର ଓଠର ଇନର ଲାଇନ୍‌ରେ ଲଗାନ୍ତୁ। ଲିପ୍‌ଷ୍ଟିକ୍‌ର କୌଣସି ରିଚ୍‌ ସେଡ୍‌ ଲଗାନ୍ତୁ। ଲିପ୍‌ ଗ୍ଲସ୍‌ ସାହାଯ୍ୟରେ ଓଠର ଉପର ଏବଂ ତଳ ଭାଗକୁ ହାଇଲାଇଟ୍‌ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୫ ମିନିଟ୍‌ ବ୍ୟବଧାନ, ଗୋଟିଏ ଗାଡ଼ିରେ ୨ ମିଲକୁ ଯାଇଛି ଧାନ

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ନୂଆ ନୁହେଁ। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ଏହା ସାଧାରଣରେ ପରିଣତ ହୋଇଛି। ମିଲର୍ସଙ୍କ ଇଚ୍ଛାରେ ଧାନକିଣା…

ପୁଣି ଅଶାନ୍ତ ବରଗଡ଼: ବୁଲିଲା ଛୁରି-ଭୁଜାଲି, ଯୁବକ ଆହତ

ବରଗଡ଼,୧୮ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଏଠାରେ ଦିନ ଦ୍ବିପ୍ରହରରେ ଭୁଜାଲି ମାଡ, ଛୁରାମାଡ଼ ହେଉଛି। ଗତ କିଛିଦିନ ତଳେ ବରଗ ହାଟପଦାରେ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ମୌଳିକ ସୁବିଧାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କି.ମି.

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ: ପ୍ରେସ୍‌ ନୋଟ ଜାରି

ଭୁବନେଶ୍ୱର,୧୮।୨: ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭…

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri