ପାକିସ୍ତାନରେ ଡେଙ୍ଗୁ ସାଜିଛି ମହାମାରୀ: ୧୦ ହଜାର ଲୋକ ସଂକ୍ରମିତ

ଇସଲାମାବାଦ୍‌,୨୬।୯: ପାକିସ୍ତାନରେ ସାଧାରଣ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡିଛି। ଏଠାରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଡେଙ୍ଗୁରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ହଜାରରୁ ଅଧିକଙ୍କଠାରେ ରୋଗର ଲକ୍ଷଣ ପ୍ରକାଶ ପାଇଛି। ଇସଲାମାବାଦ୍‌, ଲାହୋର ଏବଂ ରାଓ୍ବଲପିଣ୍ଡି ଭଳି ସହରରେ ଡେଙ୍ଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏବେ ଏହା ମହାମାରୀ ଭଳି ବ୍ୟାପିବାରେ ଲାଗିଥିବା ଗଲ୍ଫ ନ୍ୟୁଜ୍‌ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେଲ ହୋଇଗଲେ ରାଜକୁମାରୀଙ୍କ ପତି

ଟୋକିଓ,୨ ।୧୧: ଜାପାନର ପୂର୍ବତନ ସମ୍ରାଟ ଅକିହିତୋଙ୍କ ନାତୁଣୀ ତଥା ଜାପାନ ରାଜକୁମାରୀ ମାକୋ ନିକଟରେ ରାଜପରିବାର ତ୍ୟାଗ କରି ନିଜ ପୁରୁଷ ବନ୍ଧୁ କେଇ...

ପ୍ରଦୂଷଣରୁ ମୁକୁଳୁଛି କାରୋନା ଭାଇରସ ପ୍ରଭାବିତ ଚାଇନା!

ଓ୍ବାଶିଂଟନ,୧।୩: କରୋନା ଭାଇରସରେ ପ୍ରଭାବିତ ହୋଇଥିବା ଚାଇନା ଏବେ ପ୍ରଦୂଷଣରୁ ମୁଳୁଳୁଥିବା ଦେଖାଯାଇଛି। ଏହାକୁ ନେଇ ଆମେରିକା ମହାକାଶ ଏଜେନ୍ସି ନାସା ଏକ ଫଟୋ ଜାରି...

ଭୂକମ୍ପ ଯୋଗୁ ଶେଷ ହେଲା ଆର୍ମେନିଆ-ତୁର୍କୀ ଶତ୍ରୁତା: ୩୦ ବର୍ଷ ପରେ ଖୋଲିଲା ସୀମା…

ଆଙ୍କରା/ୟେରେଭାନ,୧୨।୨ : ସମ୍ପ୍ରତି ତୁର୍କୀ ଭୟଙ୍କର ଭୂକମ୍ପ ଯୋଗୁଁ ଘଟିଥିବା ବିନାଶ ଦେଇ ଗତି କରୁଛି। ଗତ ସୋମବାର ଏଠାରେ ହୋଇଥିବା ଭୂକମ୍ପରେ ଏପର୍ଯ୍ୟନ୍ତ ୨୮...

ଶାନ୍ତି ପାଇଁ ଇଏସି ବୈଠକ

କିନ୍‌ଶାସା/କିଗାଲି,୨୧।୬: ର୍ବାଣ୍ଡା ଏବଂ କଙ୍ଗୋ ମଧ୍ୟରେ ଉତ୍ତେଜନା ବୃଦ୍ଧିକୁ ଦୃଷ୍ଟିରେ ରଖି ଇଷ୍ଟ୍‌ ଆଫ୍ରିକାନ୍‌ କମ୍ୟୁନିଟି (ଇଏସି)ର ୭ ଦେଶ ବୁରୁଣ୍ଡି, କଙ୍ଗୋ, କେନିୟା, ର୍ବାଣ୍ଡା,...

ଚାଇନା ଯୁଦ୍ଧପୋତରେ ଇନ୍ଧନ ଭର୍ତ୍ତି କଲା ଶ୍ରୀଲଙ୍କା, ଭାରତ ଅସନ୍ତୁଷ୍ଟ…

କଲମ୍ବୋ,୩।୧୧ : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଚାଇନାର ଋଣ ଜାଲରେ ପଡ଼ିବା ପରେ ଏକ ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଭାରତ...

ଶିକ୍ଷା ବଜେଟ କମାଇଛନ୍ତି ୬୫% ଦେଶ

ନୂଆଦିଲ୍ଲୀ, ୧।୩: କରୋନା ମହାମାରୀ ପରେ ୬୫ ପ୍ରତିଶତ ନିମ୍ନ ଏବଂ ନିମ୍ନ-ମଧ୍ୟମ ଆୟକାରୀ ଦେଶ ସେମାନଙ୍କ ଶିକ୍ଷା ବଜେଟ ହ୍ରାସ କରିଛନ୍ତି। କେବଳ କମ୍‌...

ଆମଠୁ ଟିକସ ନିଅ

ଡାଭୋସ୍‌, ୨୦ା୧: କୋଭିଡ୍‌ ମହାମାରୀବେଳେ ବିଶ୍ୱରେ ବିତ୍ତଶାଳୀଙ୍କ ସମ୍ପତ୍ତି ବହୁଗୁଣିତ ହୋଇଥିବା ଏବଂ ସେମାନଙ୍କଠାରୁ ଅତିରିକ୍ତ ଟିକସ ଆଦାୟ କରି ତାହାକୁ ଉନ୍ନତିମୂଳକ କାର୍ଯ୍ୟରେ ଲଗାଯିବା...

ଆସନ ବଞ୍ଚାଇବାକୁ ଭାରତଠାରୁ ସାହାଯ୍ୟ ମାଗୁଛନ୍ତି ଇମ୍ରାନ: ବିଲାୱଲ

ଇସଲାମାବାଦ,୨ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ଥମିବାର ନାଁ ନେଉନି । ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଦିଆଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ...

Advertisement
Archives

Model This Week