Posted inଖେଳ

ପାକିସ୍ତାନକୁ ଦୋହଲାଇ ଦେଇଥିଲେ ଏହି ଭାରତୀୟ କ୍ରିକେଟର୍‌

ଆଜି ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ଲକ୍ଷ୍ମୀପତି ବାଲାଜୀଙ୍କ ୩୮ତମ ଜନ୍ମଦିନ। ୧୯୮୧ ସେପ୍ଟେମ୍ବର ୨୭ରେ ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ସେ ବେଶୀ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିଲେ କିନ୍ତୁ ୨୦୦୪ରେ ପାକିସ୍ତାନରେ ଗସ୍ତରେ ସେ ଏଭଳି କାରନାମା କରିଥିଲେ ଯାହା ସବୁବେଳେ ଅଭୁଲା ହୋଇ ରହିବ। ଏହି ଗସ୍ତରେ ସେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି କରି ଭାରତୀୟ ଦଳକୁ ଐତିହାସିକ ସିରିଜ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବାଲାଜୀଙ୍କ ଏଭଳି ପ୍ରଦର୍ଶନରେ କିଛି ପାକିସ୍ତାନ ଯୁବତୀ ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ। ସୂଚନାଯୋଗ୍ୟ, ବାଲାଜୀ ଭାରତ ପାଇଁ ୩୦ଟି ଏକଦିବସୀୟ, ୮ଟି ଟେଷ୍ଟ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିଥିଲେ। ବାରମ୍ବାର ଆହତ ହେବା କାରଣରୁ ସେ ଦଳରୁ ବାଦ୍‌ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କୁ ବାରମ୍ବାର ସ୍ବପ୍ନରେ ଦେଖୁଥିଲେ ଅଷ୍ଟ୍ରେଲିଆର ଏହି ମହାନ ଖେଳାଳି

ଶେଷରେ ‘ଅର୍ଦ୍ଧଶତକ’ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ। କ୍ରିକେଟରେ ନୁହେଁ, ନିଜ ଜୀବନରେ ‘ଅର୍ଦ୍ଧଶତକ’ ହାସଲ କରିଛନ୍ତି ଅର୍ଥାତ୍‌ ଶୁକ୍ରବାର ସେ...

ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଢାକା,୨୨।୧୨: ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ହାତେଇଥିବା ଭାରତ ଚଳିତ ଏସିଆ ଚାମ୍ପିୟନଶିପ୍‌ ଟ୍ରଫି ହକି ଟୁର୍ନାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି। ତାହା ପୁଣି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ...

‘ଟିମ୍‌ ଇଣ୍ଡିଆ ଖୁବଶୀଘ୍ର ଖରାପ ସମୟରୁ ବାହାରି ଆସିବ’

ମୁସ୍କାଟ,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ୍‌ରେ ପରାଜୟ ଯୋଗୁ ଭାରତୀୟ ଦଳ ପାଇଁ ଭୟବିତ ହେବାର କିଛି ଆବଶ୍ୟକତା ନାହିଁ।...

ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରାଜସ୍ଥାନ

ଦୁବାଇ, ୧୪।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଚଳିତ ସଂସ୍କରଣର ପ୍ରଥମ ମୁକାବିଲାରେ ଦିଲ୍ଲୀ ନିକଟରୁ ୪୬ ରନରେ...

ନୀରଜ ଚୋପ୍ରା ଅସୁସ୍ଥ

ନୂଆଦିଲ୍ଲୀ,୧୪।୮: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଅସୁସ୍ଥ। ତାଙ୍କୁ ଗତ ଦୁଇଦିନ ଧରି ପ୍ରବଳ ଜ୍ୱର ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର...

ସୁନିଲ ନାରିନ୍‌ଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଦୁବାଇ, ୧୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳକୁ ଆଶ୍ୱସ୍ତିକର ଖବର ମିଳିଛି। କୋଲକାତାର ଷ୍ଟାର୍‌ ସ୍ପିନର ସୁନୀଲ ନାରିନଙ୍କ ସନ୍ଦିଗ୍ଧ...

ଟାଏକୋଣ୍ଡୋରେ ୧୮ ସ୍ବର୍ଣ୍ଣ, ୭ ରୌପ୍ୟ, ୫ ବ୍ରୋଞ୍ଜ ପଦକ ହାସଲ

ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଟାଏକୋଣ୍ଡୋ କ୍ରୀଡାବିତ୍‌ମାନେ ଆନ୍ତର୍ଜାତିକ ସ୍ତରରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଛତ୍ରପୁରସ୍ଥିତ କେଏମ୍‌ପି ସ୍ପୋଟର୍‌ସ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ତଥା ୫ମ ଡାନ୍‌ ବ୍ଲାକ...

ପୁଣି ଥରେ ସ୍ଥଗିତ ହେଲା ପିଏସ୍‌ଏଲ

କରାଚୀ,୪।୩ : ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)କୁ ଗୁରୁବାର ବାତିଲ କରିଦିଆଯାଇଛି। ୩ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏହି ଟି୨୦ ଇଭେଣ୍ଟରେ...

Advertisement
Archives

Model This Week