ପସନ୍ଦ ଆସୁନାହିଁ ‘ପାଗଲପନ୍ତି’: ଦର୍ଶକ କହିଲେ ‘ଏହା ଜନ୍‌ଙ୍କ କ୍ୟାରିଅରର ସବୁଠାରୁ ଖରାପ ଫିଲ୍ମ’

ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପାଗଲପନ୍ତି’। ଶୁକ୍ରବାର ରିଲିଜ ହେବାର କେଇ ଘଣ୍ଟା ନ ବିତୁଣୁ ଏହାର ରିଭ୍ୟୁ ଦେବା ଆରମ୍ଭ କଲେଣି ପ୍ରଶଂସକ। ତେବେ ଫିଲ୍ମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। ନାମ ଯେଉଁଭଳି ଫିଲ୍ମଟି ସେଭଳି ହୋଇଥାଇପାରେ ବୋଲି ଆଶା କରୁଥିବା କିଛି ଦର୍ଶକଙ୍କୁ ଏତେଟା ପସନ୍ଦ ଆସିନାହିଁ ଫିଲ୍ମ। ଫିଲ୍ମକୁ ପରଦାରେ ଦେଖିବା ପରେ କେବଳ ଅଭିନେତା ଜନ୍‌ ଆବ୍ରାହମଙ୍କ ପ୍ରଶଂସା କରାଯାଉଛି। ଅନ୍ୟ ଅଭିନେତା ଅନିଲ କପୁର, ଅରଶଦ ଓ୍ବାରସି, ପୁଲକିତ ସମ୍ରାଟ ଏବଂ ସୌରଭ ଶୁକ୍ଲା ଦର୍ଶକଙ୍କୁ ହସାଇବାକୁ ଚେଷ୍ଟା କରି ସଫଳ ହୋଇଥିଲେ ହେଁ ଫିଲ୍ମର କାହାଣୀ ବେକାର ଲାଗୁଛି ବୋଲି ଅନେକେ ମତ ରଖୁଛନ୍ତି। ସେହିଭଳି ନାୟିକା କୃତି ଖରବନ୍ଦା, ଉର୍ବଶୀ ରୌତେଲା, ଇଲିଆନା ଡିକ୍ରୁଜଙ୍କୁ ଗ୍ଲାମର ଗର୍ଲ ଭାବେ ଅବିହିତ କରାଯାଉଛି। ଏପରିକି ଟୁଇଟର ପୃଷ୍ଠାରେ ଫିଲ୍ମକୁ ଏବେଠାରୁ ଲୋକମାନେ ଫ୍ଲପ୍‌ କହିବା ଆରମ୍ଭ କଲେଣି। ଜନ୍‌ଙ୍କ କ୍ୟାରିୟରର ଏହା ସବୁଠାରୁ ଖରାପ ଫିଲ୍ମ ବୋଲି ପ୍ରଶଂସକ କହୁଛନ୍ତି। ସେହିଭଳି କେତେକ ଦର୍ଶକ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି। ଫିଲ୍ମର କାହାଣୀ ଏବଂ କଳାକାରଙ୍କ ଅଭିନୟ ପୂରା ପରିବାରକୁ ହସର ଡୋଜ୍‌ ଦେଉଛି ବୋଲି କେହି କେହି କହୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲପ୍‌ ସିନେମା

ଗୋଟିଏ ଚଳଚ୍ଚିତ୍ରର ଟାଇଟଲ କ’ଣ ‘ଫ୍ଲପ୍‌ ସିନେମା’ ଦିଆଯାଇପାରେ ? ଏପରି ଏକ ନକାରାତ୍ମକ ଶୀର୍ଷକକୁ ନେଇ ପ୍ରଥମ ଥର ପାଇଁ ପ୍ରଯୋଜକ ସାଜିଛନ୍ତି ଓଡିଆ...

କରନ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଅନୁଷାଙ୍କ ଜୀବନରେ ନୂଆ ପ୍ରେମିକଙ୍କ ଏଣ୍ଟ୍ରି: ଏହି ଅଭିନେତାଙ୍କୁ କରୁଛନ୍ତି ଡେଟ୍‌

ବମ୍ବେ: ଗତ ଡିସେମ୍ବରରେ ପ୍ରେମିକ କରନ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇଥିଲେ ଭିଜେ ତଥା ଅଭିନେତ୍ରୀ ଅନୁଷା ଦାଣ୍ଡେକର। ଉଭୟଙ୍କ ସମ୍ପର୍କ ତୁଟିବା ପଛର କାରଣ ପ୍ରତାରଣା...

ଧ୍ୟାନଚାନ୍ଦଙ୍କର ବାୟୋପିକ୍‌ରେ ନଜର ଆସିବେ ଈଶାନ,ଜାଣନ୍ତୁ କେବେଠୁ ଆରମ୍ଭ ହେବ ଶୁଟିଂ

ପ୍ରଡ୍ୟୁସର ରୋନି ସ୍କୃବାଲା ୨୦୨୦ ଡିସେମ୍ବରରେ ଘୋଷଣା କରିଥିଲେ କି ଅଭିଷେକ ଚୋବେ ହକି ତାରକା ଧ୍ୟାନଚାନ୍ଦଙ୍କ ଉପରେ ଏକ ବାୟୋପିକ ପ୍ରସ୍ତୁତ କରିବେ ।...

ଏହି ପ୍ରଶ୍ନର ଉତ୍ତର ଦେଲେ ମିଳିବ ଶାହାରୁଖ୍‌ ଖାନ୍‌ଙ୍କ ଘରେ ରହିବାର ସୁଯୋଗ

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସେମାନେ ଶାହାରୁଖ୍‌ଙ୍କ ସହ ସେଲ୍‌ଫି ନେବା ପାଇଁ ଘଣ୍ଟା ଘଣ୍ଟା ତାଙ୍କ ଘର ସମ୍ମୁଖରେ ଛିଡା...

ଅମିତାଭ, ଶାହାରୁଖଙ୍କୁ ଟକ୍କର ଦେଲେ ନେହା

ମୁମ୍ବାଇ: ମାତ୍ର ୩୨ ବର୍ଷ ବୟସରେ ବଲିଉଡ୍ ଗାୟିକା ନେହା କକ୍କଡ ଅନେକ ସମ୍ମାନର ଅଧିକାରିଣୀ ହୋଇ ପାରିଛନ୍ତି । ଏବେ ସେ ବଲିଉଡ୍ ଇଣ୍ଡଷ୍ଟ୍ରିର...

ଏହି ଅଭିନେତ୍ରୀଙ୍କ ପାଇଁ ଅର୍ଜୁନ କପୁରଙ୍କୁ ବହୁତ ମାଡ଼ ଖାଇବାକୁ ପଡ଼ିଥିଲା, କାରଣ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ଅଭିନେତା ସେମାନଙ୍କ ଅଭିନୟ ପାଇଁ ଯେତିକି ନୁହେଁ ତାଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ...

ମଦ ନିଶାରେ ସ୍ତ୍ରୀଙ୍କୁ ଏପରି କହିଥିଲେ କପିଲ, ଭିଡିଓ ଦେଖିଲେ…

କମେଡି କିଙ୍ଗ କପିଲ ଶର୍ମା ଦର୍ଶକଙ୍କୁ ହସାଇବା ପାଇଁ କୌଣସି ବି ମଉକା ଛାଡନ୍ତି ନାହିଁ। ନିକଟରେ କପିଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ...

‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’କୁ ପୂରିଲା ୨୨ବର୍ଷ

ମୁମ୍ବାଇ: ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଲଭ୍‌ ଟ୍ରାଏଙ୍ଗଲ୍‌ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’କୁ...

Advertisement
Archives

Model This Week